ସୋସିଆଲ ମିଡ଼ିଆରେ ଅନେକ ସମୟରେ ଭିଡ଼ିଓ ସବୁ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ ଏବେ ବକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା ଗୋଟିଏ ଛାତ୍ର କିଛି କାରନାମା ସାମ୍ନା କୁ ଆସିଛି ତେବେ ଆସନ୍ତୁ ସେହି ପିଲା ଟି ପରୀକ୍ଷା ହଲ ରେ କଣ କରୁଛି ଯାହା ଦେଖିବାପରେ ମୁଣ୍ଡ ରେ ହାତ ଦେବେ।
ଏଠାରେ ଏକ ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ। ଆଉ ଏହିଠାରେ ଜଣେ ସ୍କୁଲ ପିଲାଟି ଯାହା କରିଛି ତାହା ବୋଧହୁଏ ଆପଣ ମାନେ ମଧ୍ୟ ଛୋଟ ବେଳେ କରିଥିବେ ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଏହିପରି କିଛି ଘଟଣା ଏବେ ସୋସିଆଲ ମିଡ଼ିଆରେ ଅନେକ ସମୟରେ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଚମକି ପଡି ଥାଆନ୍ତି। ଅନେକ ସମୟରେ ସ୍କୁଲ ରେ ପିଲା ମାନେ ବିଭିନ୍ନ ସମୟରେ କିଛି ନା କିଛି ଅଭୂତ କାର୍ଯ୍ୟ ଘଟାଇ ଥାଆନ୍ତି ଯାହା ଭାଇରଲ ହୋଇଥାଏ। ଆଉ ସ୍କୁଲ ରେ ପିଲା ମାନେ ଅଧିକାଂଶ ସମୟରେ କ୍ଲାସ ରୁମ ରେ ଯେଉଁମାନେ ପଛ ରେ ବସି ଥାଆନ୍ତି ସେମାନେ କିଛି ନା କିଛି କାଣ୍ଡ ଘଟାଇ ଥାଆନ୍ତି।
ଆଉ ସେହି ପଛ ବେଞ୍ଚ ର ପିଲା ମାନେ ଅଧିକ ଦୁଷ୍ଟାମି କରି ଥାଆନ୍ତି ଯାହା ସବୁ ବେଳେ କ୍ଲାସ ରୁମ ରେ ଅଭିଯୋଗ ଆସିଥାଏ। ଆଉ କିଛି ପିଲା ମଧ୍ୟ ପଛରେ ବସି ସେମାନେ ଏମିତି କିଛି କାର୍ଯ୍ୟ କରି ଥାଆନ୍ତି ଯାହା ଦ୍ୱାରା ସେ ବହୁତ ଚର୍ଚ୍ଚା କୁ ଆସି ଥାନ୍ତି। ଆଉ ଅନେକ ସମୟରେ ସ୍କୁଲ ର ଛୋଟ ପିଲା ମାନେ ତାଙ୍କ ଭିତରେ ଏମିତି ଟ୍ୟାଲେଣ୍ଟ ରହିଛି ଯାହାକୁ ଦେଖାଇ ସେ ଭାଇରଲ ହୋଇ ଥାନ୍ତି। ଆଉ ଏଠାରେ ସେହିପରି ଜଣେ ଛାତ୍ର ପାଖରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ଏବେ ଭାଇରଲ ହୋଇଛି। ଆଉ ସେହି ସ୍କୁଲ ପିଲା ଟି ଏମିତି କିଛି ଟେକନିକ ପରୀକ୍ଷା ସମୟରେ କରୁଛି ଯାହା ଦ୍ୱାରା ପରୀକ୍ଷା ଖାତା ରେ କିଛି ଅଭୁତ କରିଛି।
ଆଉ ଏଠାରେ ଦେଖିବାକୁ ମିଳିଛି ଜଣେ ସ୍କୁଲ ରେ ପଢୁ ଥିବା ଛାତ୍ର ଟି ଏମିତି କିଛି କରିଛି ପରୀକ୍ଷା ସମୟ ରେ। ଆଉ ଏଠାରେ ସେ ପରୀକ୍ଷା ଦେଇଛି ଏବଂ ସେହି ସମୟରେ କିଛି ଉତ୍ତର ମନେ ନ ପଡିବାରୁ ସେ ସଂଗେ ସଙ୍ଗେ କିଛି ଟେକନିକ ଦ୍ୱାରା ସବୁ କିଛି ମନେ ପକାଉଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଆଉ ସେ ପରୀକ୍ଷା ହଲ ରେ ନିଞ୍ଜା ଟେକନିକ ବୋଧ ହୁଏ କରୁଛି ଯାହା ସବୁ ମନେ ନ ଥାଏ ତାହା ସଂଗେ ସଂଗେ ମନେ ପଡି ଯାଏ। ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।