ହେ ଭଗବାନ ମୋର କିଛି ନିଅନା , ମୁଁ କିଛି କହିବିନି – ଏ କଣ କହିଲେ ଅଭିନେତା ଗୁଲୁଆ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଏପରି ଗୋଟିଏ ଘଟଣା ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ | ତେବେ ବାବୁସାନ ଙ୍କ ପ୍ରେମ ସମ୍ପର୍କ କୁ ନେଇକି ଯେଉଁ ପ୍ରକାରର ଘଟଣା ସେସିଆଲ ମିଡିଆରେ ଭାଇରାଲ ହେଇଥିଲା ତାହା ପରେ ଯୁଆଡେ ଯିବ ଚାରି ଆଡ଼େ ସେହି ଗୋଟିଏ କଥା, ଆଉ ଯାହା ମୁହଁରେ ଶୁଣିବ ସେହି ଗୋଟିଏ ଘଟଣା ଦେଖିବାକୁ ମିଳୁଛି ତାହା ହେଉଛି ବାବୁସାନ ଙ୍କ କଥା | ତେବେ ବାବୁସାନ ଙ୍କର ଏହିଭଲ ଘଟଣା ଘଟିବାକୁ ନେଇକି ଅନେକ କଳା କାର ମଧ୍ୟ ଅନେକ ମତ ଦେଇଛନ୍ତି | ତେବେ ଓଡିଶା ର ଜଣେ ବହୁତ ଜଣା ଶୁଣା କମେଡିଆନ ଗୁଲୁଆ କଣ କହିଛନ୍ତି ଆସନ୍ତୁ ଜାଣିବା |

ତେବେ ଆପଣ ମାନେ ତ ଜାଣିଥିବେ କି ତୃପ୍ତି ରାସ୍ତା ଉପରେ ଯେଭଳି ଭାବରେ ଘଟଣା ଘଟଇଥିଲେ ତାହା ପାଇଁ ବାବୁସାନ ଓଡିଶା ଛାଡିକି ଚେନାଇ ଯାଇଥିଲେ, ଆଉ ପରେ ସେ ଓଡିଶା ମଧ୍ୟ ଫେରିଥିଲେ |ତେବେ ଯାହା ଜଣା ପଡିଛି କି ବାବୁସାନ ଏବେ ଚେନାଇ ରୁ ଆସି ତାଙ୍କ ବାପା ମା ଙ୍କ ପାଖରେ ଅର୍ଥାତ ବରମୁଣ୍ଡା ରେ ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କ ପାଖରେ ଥିଲେ ଆଉ କ୍ଷମା ମଧ୍ୟ ମାଗିଥିଲେ ସେମାନଙ୍କୁ | ଆଉ ଜୁଲାଇ 30 ତାରିଖରେ ବାବୁସାନ ଙ୍କ ଜନ୍ମଦିନ ଥିଲା |

ତେବେ ତାଙ୍କର ଏହି ଜନ୍ମଦିନ କୁ ନେଇକି ମଧ୍ୟ ଅନେକ ଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ, ଓଡିଶା ର ଜଣେ ଭଲ କମେଡିଆନ ମିଷ୍ଟର ଗୁଲୁଆ ଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ | ତେବେ ସେ କାର ରେ ଯାଉଥିବା ବେଳେ ମିଡ଼ିଆ ଭାଇ ମାନେ ତାଙ୍କୁ କିଛି ପ୍ରଶ୍ନ ବାବୁସାନ ଙ୍କୁ ନେଇକି ପଚାରିଥିଲେ | ଆଉ ଯାହାର ପ୍ରତି ଉତ୍ତରରେ ଗୁଲୁଆ କହିଥିଲେ କି ମୁଁ ଏବେ ଯାଉଛି କିଛି କହିବିନି, ଦୟା କରିକି ମୋତେ କିଛି ପଚାରନ୍ତୁ ନାହିଁ | ଆଉ ଯୋଉଁ କଥାକୁ ଶୁଣି ନ ଥିଲେ ମିଡ଼ିଆ ଭାଇ ମାନେ ଆଉ ବାରମ୍ବାର ପଚାରିବା ସହିତ ବାବୁସାନ ଙ୍କ ଜନ୍ମଦିନ କୁ ନେଇକି ସେ କଣ କହିବା ପାଇଁ ଚାହୁଁଛନ୍ତି ବୋଲି ପଚାରିଥିଲେ |

ତେବେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇକି ଗୁଲୁଆ କହିଥିଲେ କି ମୁଁ କିଛି କହିବିନି ବାସ ତାଙ୍କର ଜନ୍ମଦିନ କୁ ନେଇକି ଏତିକି କହିବି କି ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଜଣାଉଛି | ଏତିକି କହି ଗୁଲୁଆ ସେଠାରୁ ଯିବ ପାଇଁ ଚାହିଁଥିଲେ | ତେବେ ଗୁଲୁଆ ଙ୍କର ଏପରି କଥା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି, ଆଉ ଲୋକ ମାନେ ବିଭିନ୍ନ ମତ ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment