EXCLUSIVE : ହେ ଠାକୁର …କୁନି ପୁଅ ରାହୁଲ ( Rahul ) କୁ ରକ୍ଷା କର… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ରାହୁଲ ଙ୍କ ସାହସକୁ ସତରେ ମାନିବାକୁ ପଡିବ ଗତ 4 ଦିନ ହେଲା 11 ବର୍ଷୀୟ ଶିଶୁ ରାହୁଲଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ ଚାଲିଛି |ତାହା ଛଡା ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଚାରିଆଡେ ଯୋଉ ଗର୍ତ୍ତ ଖୋଲାଯାଇଛି ଯାହା ଫଳରେ ସେହି ଅଞ୍ଚଳରେ ପାଣିର ପରିମାଣ ବଢିବାରେ ଲାଗିଛି ଏମିତି ହେଲେ ରାହୁଲ ରହୁଥିବା ସେହି ସୁଡ଼ଙ୍ଗ ଭିତରେ ପାଣି ବଢି ରାହୁଲ ବୁଡିଯିବାର ସମ୍ଭାବନା ଅଛି , ଜାହା ଫଳରେ ସେଠାରେ ଉପସ୍ଥିତ ଥିବା ଟିମ ଭିତରକୁ ବାଲଟି ଛାଡ଼ୁଛନ୍ତି, ରାହୁଲ ମଧ୍ୟ ଭିତରେ ରହି ପାଣି ପୂର୍ଣ୍ଣ କରିକି ବାଲଟି ଦେଉଛି, ଗାଁ ର ଲୋକମାନେ ମଧ୍ୟ ରାହୁଲ ର ଜୀବନକୁ ବଞ୍ଚାଇବା ପାଇଁ ପ୍ରଣାପନେ ଚେଷ୍ଟା ଚଳାଇଛନ୍ତି ଘରେ ନିଜ ଟୁୱେଲ ରୁ ପାଣି ବାହାର କରି ଜଳ ସ୍ତରକୁ କୋମାଇବାକୁ ଚେଷ୍ଟା ଚଳାଇଛନ୍ତି |

ତେବେ ରାହୁଲଙ୍କ ପାଇଁ ଏହି 3-4 ଘଣ୍ଟା ବହୁତ ଜରୁରୀ ଓ ତାଙ୍କର ଜୀବନକୁ ନେଇକି କି ବହୁତ ଅସୁବିଧା ଅଛି, ସେଥିପାଇଁ ଉଦ୍ଧାର କାରୀ ଦଳ ମାନେ ବହୁତ ଭାବିଚିନ୍ତି ସମସ୍ତ ନିଷ୍ପତି ନେଉଛନ୍ତି,ତେବେ ରାହୁଲ 80 ଫୁଟ ର ତଳେ ଥିବାରୁ ଓ ଏତେ ତଳେ ପାହାଡିଆ ପୋଥୁରିଆ ଅଞ୍ଚଳରେ ବିଷାକ୍ତ ସାପ ଆଦିର ଭୟ ମଧ୍ୟ ରହିଥାଏ ସେଥିପାଇଁ ସମସ୍ତେ ବ୍ୟସ୍ତ ମଧ୍ୟ ହେଉଛନ୍ତି ତାହା ସହିତ ରାହୁଲ କେମିତି ଭଲରେ ଉପରକୁ ଆସିବେ ତାର ଚେଷ୍ଟା କରୁଛନ୍ତି |

ତେବେ ବୋରୱେଲ ଭିତରକୁ ପଠାଇ ଯାଇଥିବା କେମେରା ମାଧ୍ୟମରେ ଯାହା ଜଣା ପଡିଛି କି ରାହୁଲ ମଧ୍ୟ ସେହି ସୁଡ଼ଙ୍ଗ ଭିତରେ ଖାଲିରେ ନ ବସି ଏତେ ସମୟ ସୁଡ଼ଙ୍ଗ ଭିତରେ କଷ୍ଟରେ ରହିବା ପରେ ମଧ୍ୟ ଚେଷ୍ଟା ସେ ନିଜେ ଚଳେଇଛନ୍ତି ଓ ବାହାରୁ ପଠା ଯାଉଥିବା ବାଲଟିରେ ପାଣି ଉଠାଇ ବାହାରକୁ ବାହାର କରୁଛନ୍ତି |

ତେବେ ରାହୁଲର ଘର ଲୋକ ଧୋର୍ଯ୍ୟ ହୋର ହୋଇ ଭାଗିପଡ଼ିଥିବା ବେଳେ ରାହୁଲ ନିଜେ ସାହସ ହରାଇ ନାହାନ୍ତି, ଛତିଶଗଡ ରେ 11 ବର୍ଷୀୟ ପୁଅ ରାହୁଲ ସହିତ ଘଟିଥିବା ଏପରି ଘଟଣା ରୁ ସେ କେମିତି ମୁକ୍ତି ପାଇବେ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ସହିତ ଭଗବାନଙ୍କୁ ପାଖରେ କାମନା ମଧ୍ୟ କରୁଛନ୍ତି ଓ ସେଠାରେ ଆଲୋକର ବ୍ୟବସ୍ଥା ମଧ୍ୟ କୋରା ଯାଇଛି , ଯାହା ଦ୍ୱାରା ଉଦ୍ଧାର କାରୀ ଦଳ ମାନଙ୍କର ଯେପରି କିଛିବି ଅସୁବିଧା ହେବ ନାହିଁ |

ତେବେ ଛତିଶଗଡ ର ଜିଲ୍ଲାପାଳ ମଧ୍ୟ ଭିତରକୁ ପଠା ଯାଇଥିବା କେମେରା ମାଧ୍ୟମରେ ସମସ୍ତ ଘଟଣାକୁ ଦେଖୁଛନ୍ତି ଓ ଉଦ୍ଧାର କାରୀ ଦଳ ମାନଙ୍କୁ ସାହସର ସହିତ 3-4 ଘଣ୍ଟା ଚେଷ୍ଟା କରି ଉଦ୍ଧାର କରିବାକୁ ସେ ଉଦ୍ଧାରକାରୀ ଦଳକୁ କହୁଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment