ଦେଖନ୍ତୁ Shocking ଭିଡ଼ିଓ : ହେଲମେଟ୍ ପିନ୍ଧି ବାଇକରେ ଯାଉଛି କୁକୁର, ଭିଡିଓ ହେଉଛି ଭାଇରାଲ…

ଆଜ୍ଞା ହଁ ଦିନ କୁ ଦିନ ଦେଶ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି ଏଥିପାଇଁ ଲୋକେ ସତର୍କ ହେଇନାହାନ୍ତି, ଏହି ସତର୍କତା ଅବୋଲମ୍ବନ କରିବା ପାଇଁ ଲୋକଙ୍କ ପ୍ରୟାସ ମଧ୍ୟ ଦେଖିବାକୁ ମିଳିଛି ହେଲେ ଏମିତି ଏକ ପ୍ରୟାସ ଯାହା ପାଇଁ ଲୋକଙ୍କ ଜୀବନ ବଞ୍ଚିପାରିବ ସେଥିପାଇଁ କୁକୁର ମଧ୍ୟ ତାହାର ପ୍ରୟାସ ଆରମ୍ଭ କରିଦେଇଛି ହଁ ଆଜ୍ଞା ସଡ଼କ ଦୁର୍ଘଟଣା ରୁ ବର୍ତ୍ତୀ ବା ପାଇଁ କୁକୁର ମଧ୍ୟ ଏବେ ଗାଡି ରେ ହେଲିମେଟ ପିନ୍ଧି ଲୋକଙ୍କୁ ସଚେତନ କରାଉଛି ଯାହା ଏବେ ଗୋଟିଏ ଭାଇରଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି, ଭିଡ଼ିଓ କୁକୁର କେମିତି ତାହାର ମାଲିକ ଙ୍କ ଗାଡି ପଛରେ ବସି ହେଲିମେଟ ପିନ୍ଧି ଲୋକଙ୍କୁ ସତର୍କ କରାଉଛି ତାହା ଦେଖିଲେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗିବ କାରଣ ଆଜିର ଲୋକ ମାନେ ଗାଡି ନେଇ ବାହାର କୁ ବାହାରିଲା ବେଳେ ହେଲିମେଟ ନେଇ ଯାଉନାହାନ୍ତି ଯାହା ଫଳ ରେ ସେମାନେ ସଡ଼କ ଦୁର୍ଘଟଣା ରେ ସମ୍ମୁଖୀନ ହେଉଛନ୍ତି |

ସଡ଼କ ଦୁର୍ଘଟଣା ପାଇଁ ଆମ ଦେଶରେ ପ୍ରତେକ ଦିନ କିଛି ନା ଲୋକ ମରୁଛନ୍ତି ହେଲେ ହେଲେ ତାପରେ ବି ଲୋକ ମାନେ ସୁଧୁରି ନାହାଁନ୍ତି, ଓ ପ୍ରତେକ ଦିନ ଏହି ଦୁର୍ଘଟଣା ବଢିବାରେ ଲାଗିଛି, ସଡ଼କ ଦୁର୍ଘଟଣା ପାଇଁ କିଛି ପରିବାର ମଧ୍ୟ ଉଜୁଡି ଗଲାଣି, ସେଥିପାଇଁ ଗାଡି ନେଇ ବାହାରକୁ ଗଲା ବେଳେ ଘରେ ମା, ବାପା, ସ୍ତ୍ରୀ ପିଲା ବାଟ ଚାହିଁ ବସିଥାନ୍ତି, ଘରକୁ ଗାଡି ନ ଫେରିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା ରେ ରହିଥାନ୍ତି, ହେଲେ ଆଜିର ଏହି ଯୁବ ପଢି ମାନ ଙ୍କୁ ଆମ ପ୍ରଶାସନ ଯେତେ ବୁଝେଇଲେ ମଧ୍ୟ ଏମାନେ ସତର୍କ ହେଉନାହାନ୍ତି, ଏଥି ପାଇଁ ପ୍ରଶାସନ ମଧ୍ୟ ଚିନ୍ତା ରେ ଅଛନ୍ତି ବୋଲି ଜଣା ଯାଇଛି ହେଲେ ଆଜିର ଏହି ଯୁବ ପଢି ଯଦି ସୁଧାରି ଯିବେ ତାହାଲେ ଆମ ପ୍ରଶାସନ ଙ୍କୁ ଏତେ ଚିନ୍ତା କରିବାକୁ ପଡ଼ିବ ନାହିଁ, ଏହା କୁ ରୋକିବା ପାଇଁ ପ୍ରଶାସନ ବିନା ହେଲିମେଟ ଗାଡି ନେଇ ବାହାରକୁ ଗଲେ ଚାଲାଣ କାଟି ବା ଭଳି ନିୟମ ମଧ୍ୟ କରିଛନ୍ତି, ଏହି ଦୁର୍ଘଟଣା କୁ ରୋକିବା ପାଇଁ ଆମ ପ୍ରଶାସନ ଟିଭି ରେ ମଧ୍ୟ ଵିଜ୍ଞାପନ ଆରମ୍ଭ କରିଛନ୍ତି ହେଲେ ଆମ ଯୁବ ପିଢ଼ି ଙ୍କ ନିନ୍ଦ ଭାଙ୍ଗୁନି କହିଲେ କିଛି ଭୁଲ ହେବ ନାହଁ |

ସେଥିପାଇଁ ଦର୍ଶକ ବନ୍ଧୁ ଏ ସମାଜ କୁ ଓ ଦେଶ ର ନାଗରୀକଙ୍କୁ ସଚେତନ କରିବା ପାଇଁ କୁକୁର ଟି ବାଇକ ପଛରେ ହେଲିମେଟ ପିନ୍ଧି ବସି ଲୋକଙ୍କୁ ସଚେତନ କରାଉଛନ୍ତି, କୁକୁର ର ଏହି ପ୍ରୟାସ ଯଦି ସମସ୍ତ ଙ୍କ ମନ କିଣି ପାରିବେ ତାହେଲେ ଦେଶ ରେ ହୋଉଥିବା ଦୁର୍ଘଟଣା କୁ ରୋକା ଯାଇ ପାରିବ ବୋଲି କୁହାଯାଉଛି |

ତାହାଲେ ଦର୍ଶକ ବନ୍ଧୁ ଭାଇରଲ ହେଇଥିବା କୁକୁର ଟି ର ସଚେତନତା ମୂଳକ ଭିଡ଼ିଓ ଟି କେତେ ଆଗକୁ କାର୍ଯ୍ୟ କାରୀ ହେଇପାରିବ ତାହା ଆଗକୁ ଜଣା ପଡ଼ିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment