ସାବଧାନ ! ଆସୁଛି ବଡ ସଙ୍କଟ.. କୁମ୍ଭ ରାଶି ନଭେମ୍ବର ମାସରେ 3ଟି ବଡ ଘଟଣା – Vastu shastra

ଗ୍ରହ ମାନଙ୍କ ର ଅବସ୍ଥିତି ଏବଂ ଚଳନ ହେତୁ ରାଶି ମାନଙ୍କ ଉପରେ ଅନେକ ମାତ୍ରା ରେ ପ୍ରଭାଵ ପଡେ। ବ୍ୟକ୍ତି ବିଶେଷ ଙ୍କ ଜୀବନରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସେ। ଖାସ୍ କରି କେଉଁ ରାଶି ମାନଙ୍କ ଜୀବନ ରେ ଆଗକୁ କଣ୍ ଘଟିବ ତାହା ଗ୍ରହ ମାନଙ୍କ ର ଅବସ୍ଥିତି ଦ୍ଵାରା ହିଁ ନିର୍ଣ୍ଣୟ ହୋଇ ଥାଏ।ତେବେ ଆଗକୁ ନଭେମ୍ବର ମାସ ଆସିବା କୁ ଯାଉଅଛି ଏବଂ ଏହି ମାସ ଟି କୁମ୍ଭ ରାଶି ର ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ କି ନଭେମ୍ବର ମାସ ଟି କୁମ୍ଭ ରାଶି ର ବ୍ୟକ୍ତି ଙ୍କ ପାଇଁ କେଉଁ ଭଳି ହେବା କୁ ଯାଉଛି ବୋଲି।

୧.କୁମ୍ଭ ରାଶି ର ବ୍ୟକ୍ତି ଙ୍କ ଗ୍ରହ ନକ୍ଷତ୍ର ରେ ବହୁତ ବଡ଼ ପରିବର୍ତ୍ତନ ହେବା କୁ ଯାଉଛି ଆଉ ଅଷ୍ଟମ ରେ ମଙ୍ଗଳ ଗ୍ରହ ପ୍ରବେଶ କରିଛି। ତେବେ ମଙ୍ଗଳ ଗ୍ରହ ର ପ୍ରଭାବ କୁମ୍ଭ ରାଶିର ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଆପଣ ଙ୍କ ର ଯେଉଁ କାମ ବହୁତ ଦିନ ରୁ ଅଟକି ରହିଛି ତାହା ସମ୍ପୂର୍ଣ୍ଣ ହେବ। ଆପଣ ଙ୍କ ର ଯଦି ଏହି ମାସ ରେ କୌଣସି ରେଜଲ୍ଟ ଆସିବା କୁ ଯାଉଛି ତେବେ ତାହା ମଧ୍ୟ ଶୁଭ ଫଳ ଆସିବା ର ସମ୍ଭାବନା ରହିଛି। ଏହା ସହ ଆପଣ ମାନସିକ ସ୍ତର ରେ ଖୁସି ରହିବେ ମଧ୍ୟ।

୨.ଦ୍ଵିତୀୟ ରେ ଆପଣ ଙ୍କ ର ସୂର୍ଯ୍ୟ ନକ୍ଷତ୍ର ରେ ଶନି ପ୍ରବେଶ କରିଛନ୍ତି ଯାହାର ପ୍ରଭାବ ଆପଣ ଙ୍କ ଉପରେ ଉଭୟ ଭଲ ଓ ମନ୍ଦ ରହିବ। ତେବେ ଯଦି ଭଲ କଥା କହିବା ତେବେ କୁମ୍ଭ ରାଶି ର ଛାତ୍ରଛାତ୍ରୀ ଙ୍କ ପାଇଁ ତଥା ବ୍ୟବସାୟୀ ଙ୍କ ପାଇଁ ବହୁତ ଭଲ ମୁହୂର୍ତ୍ତ ରହିବ।ଏହି ସମୟ ରେ ଆପଣ ଙ୍କ ର ବିଦେଶ ଯିବା ର ଇଚ୍ଛା ପୂରଣ ହେବ। ତା ସହ ବୈବାହିକ ଜୀବନ ରେ ଓ ପ୍ରେମ ଜୀବନ ଖୁସି ମୟ ରହିବ। ଯେଉଁ ମାନେ ଅବିବାହିତ ରହିଛନ୍ତି ତାଙ୍କ ଜୀବନ ରେ ଉତ୍ତମ ଜୀବନ ସାଥି ଙ୍କ ର ଆଗମନ ମଧ୍ୟ ହେବ।

୩.ମାତ୍ର ଆପଣ ଙ୍କୁ ଏହି ମାସ ରେ କେତେକ କଥା ଉପରେ ଧ୍ୟାନ ଦେବା କୁ ପଡିବ, ଯେପରି କୁସଂଗତ ରେ ପଡିବେ ନାହିଁ , ଧାର୍ମିକ କାର୍ଯ୍ୟ କରିବେ, ଅଧିକ ଆମିଷ ନଖାଇ ନିରାମିଷ ଖାଇବା ଆପଣ ଙ୍କ ଶୁଭ ହେବ। ତେବେ ଏହି ସବୁ କୁ ଧ୍ୟାନ ଦେବା ସହ ଆପଣ ଏହି ମାସ ରେ ବୁଲାବୁଲି କରିବାର ସୁଯୋଗ ମଧ୍ୟ ରହିଛି ଏବଂ ଅନେକାଂଶ ରେ ଆପଣ ଙ୍କ ର ଶୁଭ ଫଳ ରହିବ।ତେବେ ଆପଣ ଭଗବାନ ଙ୍କ ଉପରେ ବିଶ୍ୱାସ ରଖନ୍ତୁ ମୋଟାମୋଟି ଏହି ମାସ ଟି ଆପଣ ଙ୍କ ପାଇଁ ଶୁଭ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment