ବନ୍ଧୁଗଣ ଆମେ ଆମର ପ୍ରିୟ ଅଭିନେତା ଓ ଅଭିନେତ୍ରୀ, ଗାୟକ ଗାୟିକା ତଥା କଳାକାର ମାନଙ୍କ ସହ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ହୋଇ ରହିଥାଉ। ତାଙ୍କର ପ୍ରତ୍ୟେକ ଫିଲ୍ମ, ପାରିବାରିକ ଘଟଣା ଏମିତି କି ତାଙ୍କ ଜୀବନ ର ସମସ୍ତ ଘଟଣା ସହ ଆମେ ଜଡିତ ଅଟୁ।ତେବେ ଯେତେବେଳେ ବି ସେମାନେ ସୋସିଆଲ ମିଡ଼ିଆ ରେ ଲାଇଭ ଆସନ୍ତି କିମ୍ବା କୌଣସି ଭିଡିଓ ଆପଲୋଡ଼ କରିଥାନ୍ତି ସେତେବେଳେ ଆମେ ତାହା ଦେଖୁ ଆଉ ଖୁସି ହେଉ। ଆମକୁ ଭଲ ମଧ୍ୟ ଲାଗେ ତାଙ୍କର ଅଭିନୟ ଦେଖି ମନରଞ୍ଜନ କରିବା ସହ ତାଙ୍କ ବିଷୟରେ ସୁଖ ଦୁଖଃ ଜାଣିବା କୁ।
ତେବେ ବର୍ତ୍ତମାନ ଆମ ଓଲିଉଡ ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଙ୍କ ର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଲୋକ ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ଏଲିନା ସିନେମା ରେ ନୁହେଁ ବରଂ ଯାତ୍ରା ଷ୍ଟେଜ ରେ ଆସିଛନ୍ତି। ଆଉ ଯାତ୍ରା ଷ୍ଟେଜ ରେ ଥିବା ମଧ୍ୟ ରେ ସେ ହଠାତ ନିଜ ସ୍କୁଲ ର ଜଣେ ଶିକ୍ଷୟତ୍ରୀ ଙ୍କୁ ଦେଖୁଛନ୍ତି। ଆଉ ତାଙ୍କୁ ଦେଖିବା ପରେ ସେ ଯାହା କରିଛନ୍ତି ତାହା ଜାଣିଲେ ଆପଣ ନିଶ୍ଚିତ ତାଙ୍କର ପ୍ରଶଂସା କରିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ତେବେ ବର୍ତ୍ତମାନ ତାଙ୍କର ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ସେଥିରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ଯାତ୍ରା ରେ ଅଭିନୟ କରୁଥିବା ର ଦେଖା ଯାଇଛି। ତେବେ ସେ ଯାତ୍ରା ରେ ଯୋଗ ଦେବା ପରେ ଦର୍ଶକ ମାନ ଙ୍କ ସହ ଖୁବ ମଜାମସ୍ତି କରିଥିଲେ। ଆଉ ସେମାନେ ଙ୍କ ସହ ଫୋଟ ନେଇଥିବା ମଧ୍ୟ ଆପଣ ଏହି ଭିଡ଼ିଓ ରେ ଦେଖିବା କୁ ପାଇବେ। ତେବେ ଯାହା ଜଣା ପଡ଼ିଛି କି ପ୍ରକୃତି ମିଶ୍ର ଙ୍କୁ ଯାତ୍ରା ରେ ଦେଖିବା ପରେ ତାଙ୍କର ଫ୍ୟାନ ମାନେ ବହୁତ ଖୁସି ହୋଇଛନ୍ତି ଵୋଲି।
ତେବେ କୁହାଯାଇଛି କି ତାଙ୍କୁ ଯାତ୍ରା ରେ ସୁଯୋଗ ମିଳିବା ପରେ ସେ ଯାତ୍ରା ରେ ଯୋଗ ଦେଇଛନ୍ତି ବୋଲି। ତେବେ ସେ ଯାତ୍ରା ଷ୍ଟେଜ ରେ ଥିବା ସମୟ ରେ ଲୋକଙ୍କ ସହ କଥାବାର୍ତ୍ତା କରୁଥିଲେ ତେବେ ଏହି ସମୟ ରେ ସେ ତାଙ୍କର ସ୍କୁଲ ଶିକ୍ଷୟତ୍ରୀ ଙ୍କୁ ଦେଖିଛନ୍ତି ।ଆଉ ନିଜ ସ୍କୁଲ ଶିକ୍ଷୟତ୍ରୀ ଙ୍କୁ ଦେଖିବା ପରେ ସେ ସଂଗେ ସଂଗେ ତାଙ୍କ ପାଖକୁ ଆସିଛନ୍ତି ଆଉ ତାଙ୍କୁ ପ୍ରଣାମ କରିଛନ୍ତି। ପରେ ତାଙ୍କର ସ୍କୁଲ ଶିକ୍ଷୟତ୍ରୀ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି ଆଉ ତାଙ୍କ ସହ ସେ ସେଲ୍ଫି ନେଇଥିବା ର ମଧ୍ୟ ଦେଖା ଯାଇଛି। ତେବେ ଏଲିନା ଙ୍କ ର ଏହି ବ୍ୟବହାର କୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।