କାନ୍ଦିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା.. ଜାତୀୟ ସଙ୍ଗୀତ ଗାଉଥାନ୍ତି ଆଉ ଆଡ଼େ ତାଙ୍କ ଆଖିରୁ ନିଗିଡ଼ି ପଡ଼ୁଥାଏ ଧାର ଧାର ଲୁହ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଗତକାଲି ର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା କ୍ରିକେଟ ମ୍ୟାଚ ବିଷୟରେ ବେଶ ଭଲ ଭାବ ରେ ଜାଣିଥିବେ। ତେବେ ଗତକାଲି ଟି ଟୁଇଣ୍ଟି ମ୍ୟାଚ ଥିଲା ଭାରତ ଓ ପାକିସ୍ତାନ ଭିତରେ, ତେବେ ଏହି ମ୍ୟାଚ ରେ ଆମ କ୍ରିକେଟର ମାନେ ବହୁତ ଭଲ ପ୍ରଦର୍ଶନ କରି ମ୍ୟାଚ କୁ ଜିତେଇ ଦେଇଥିଲେ ଆଉ ଭାରତ ବାସୀ ଙ୍କୁ ଦୀପାବଳୀ ର ଭେଟି ଦେଇଥିଲେ ବୋଲି ମଧ୍ୟ ଆପଣ କହିପାରିବେ। ତେବେ କିନ୍ତୁ ଏହି ମ୍ୟାଚ ରେ ଆମ ଭାରତୀୟ ଟିମ ର କ୍ୟାପଟେନ ରୋହିତ ଶର୍ମା ଙ୍କ ର ଏକ ଭିଡ଼ିଓ କ୍ୟାମେରା ରେ କଏଦ ହୋଇଥିଲା ଯାହା ସମସ୍ତ ଙ୍କ ର ହୃଦୟ କୁ ଜିତି ଦେଇଥିଲା।

ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଆଉ ଯିଏ ଏହାକୁ ଦେଖୁଛନ୍ତି କହୁଛନ୍ତି କି , ପ୍ରକୃତ ଦେଶ ଭକ୍ତି ରେକ ବଡ଼ ଉଦାହରଣ ହେଉଛନ୍ତି ଆମ କ୍ୟାପଟେନ ।ତେବେ ଭାଇରାଲ ଭିଡ଼ିଓ ଟି କିଛି ଏହିପରି ଥିଲା କି ଗତକାଲି ମ୍ୟାଚ ରେ କାନ୍ଦିଥିଲେ ,ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଆମର ଜାତୀୟ ସଙ୍ଗୀତ ବାଜୁଥିଲା ସେତେବେଳେ ରୋହିତ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯାଇଥିଲା ।

ତେବେ ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ କି ଯେତେବେଳେ କୌଣସି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଥାଏ , ସେତେବେଳେ ଉଭୟ ଦେଶ ର ଖେଳାଳି ମାନେ ମ୍ୟାଚ ଆରମ୍ଭ ପୂର୍ବରୁ ପ୍ରଥମେ ନିଜ ନିଜ ଦେଶ ର ଜାତୀୟ ସଙ୍ଗୀତ ଗାନ କରିବା କୁ ହୋଇଥାଏ। ତେବେ କାଲି ମ୍ୟାଚ ରେ ମଧ୍ୟ ଉଭୟ ଭାରତୀୟ ଏବଂ ପାକିସ୍ତାନ ର ଖେଳାଳି ଲାଇନ ରେ ଛିଡା ହୋଇ ନିଜ ନିଜ ର ଦେଶ ଜାତୀୟ ସଙ୍ଗୀତ ଗାନ କରୁଥିଲେ। ତେବେ ଏହି ସମୟ ରେ ଆମ ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ରୋହିତ ଶର୍ମା ଙ୍କ ଆଖିରେ ଲୁହ ଆସିଥିଲା।

ତେବେ ରୋହିତ ଶର୍ମା ଜାତୀୟ ସଙ୍ଗୀତ ଗାଉଥିବା ବେଳେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ଯାଇଥିଲେ। ଆଉ ସେ ଜାତୀୟ ସଙ୍ଗୀତ ଗାନ କରୁଥିବା ସମୟ ରେ ତାଙ୍କ ଆଖି ରୁ ଧାର ଧାର ହୋଇ ଲୁହ ଝରି ଯାଉଥିଲା। ତେବେ ଯେତିକି ସମୟ ଆମ ଜାତୀୟ ସଂଗୀତ ଚାଲିଥିଲା ମ୍ୟାଚ ଫିଲଡ଼ ରେ କ୍ୟାପଟେନ ରୋହିତ ଙ୍କ ଆଖି ରୁ ଲୁହ ଝରି ଚାଲି ଥିଲା। ତେବେ ଏହା କ୍ୟାମେରା ରେ ରେକର୍ଡ ହୋଇଥିଲା। ତେବେ ସୋସିଆଲ ମିଡ଼ିଆ ରେ ରୋହିତ ଶର୍ମା ଙ୍କର ଏହି ଭିଡ଼ିଓ ଟି ଭାଇରାଲ ହୋଇଛି ଯାହାକୁ ଦେଖିବା ପରେ ତାଙ୍କର ଫେନ ମାନେ ମଧ୍ୟ କାନ୍ଦି ପକେଇ ଥିଲେ। ତେବେ ସତ ରେ ଏହା ଦେଶ ଭକ୍ତି ର ରୋହିତ ଶର୍ମା ଅନ୍ୟ ଏକ ଉଦାହରଣ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment