Exclusive : ମୋ ବୋଉଲୋ… ହଟି ଯାଅ ସବୁ ହାଣି ପକାଇବେ ମା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିପାଇଁ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ଏଭଳି ଏକା ଘଟଣା ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗାଁ ଗହଳିରେ ଚାଲିଥିବା ସେହି ପୁରୁଣା ଟ୍ରେଡିସନାଲ ପର୍ବ ବିଷୟରେ କିଛି କଥା | ଆଉ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପରିବେ କି କେଉଁ ଭଳି ଭାବରେ ମା ଦୁର୍ଗା ଙ୍କ ମେଢ଼ ଆଗରେ ମା କାଳୀ ଙ୍କ ରୂପରେ ନାଚିବାକୁ ଲାଗିଛନ୍ତି ଲୋକ ଜଣଙ୍କ| ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଯାହା ଦେଖିବାକୁ ମିଳିଛି କି ପାରମ୍ପରିକ ଉପାୟରେ ପାଳନ କରାଯାଉଛି ଜଗତ୍ଜନନୀ ମା ଦୁର୍ଗା ଙ୍କର ପୂଜା ଅର୍ଚନା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ମା ଙ୍କର ପୂଜା ଆରମ୍ଭ ହେବା ସମୟରେ ଏକ ଏପରି ଘଟଣା ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଜଣେ ଯୁବକ ହାତରେ ନିଆଁ ହୁଳା କୁ ଧରିକି ମା ଙ୍କ ପାଖକୁ ଯାଇଛନ୍ତି ଆଉ ସେହି ସମୟରରେ ମା ଦୁର୍ଗା ଙ୍କର କାଳୀ ରୂପ ରେ ଆସିଛନ୍ତି ଜଣେ ଯୁବକ | ଆଉ ଯିଏ କି ହାତରେ ଗୋଟିଏ ଖଣ୍ଡା ମଧ୍ୟ ଧରିଥିବାର ନଜର ଆସିଥିଲେ |

ଆଉ ସେହି ସମୟରେ ଦେଖିବାକୁ ମିଳିଥିବା କି ନିଆଁ ର ହୁଳା କୁ ଘୁରେଇବା ସହିତ ବାଜା ଆଉ ଶଙ୍ଖ ଧ୍ୱନି ରେ କମ୍ପି ଉଠିଥିଲା ସାରା ପୂଜା ମଣ୍ଡପ | ଆଉ ସେହି ସମୟରେ ମା କାଳୀ ଙ୍କ ରୂପରେ ପୃଥିବୀ ପୃଷ୍ଟ କୁ ଅବତରଣ କରିଛନ୍ତି ଯେପରି ମା କାଳୀ | ଆଉ ଯୁବକ ଜଣଙ୍କ ମଧ୍ୟ ନାଚିବାକୁ ଲାଗିଛନ୍ତି ସେହି ଶଙ୍ଖ ଆଉ କରତାଳ ର ଶବ୍ଦ ରେ |ଆଉ ଯେଉଁଠି କୁହାଯାଉଛି କି ଏଭଳି ଭାବରେ ଖଣ୍ଡା ଧାର ବୁଲାଇବାକୁ ଲାଗିଥିଲେ ଯୁବକ ଜଣଙ୍କ ଯାହାକୁ ଦେଖିବା ପରେ ସମସ୍ତେ ଡରି ଯାଇଥିଲେ |

ଆଉ ସେହି ଖଣ୍ଡା ପାଖକୁ ନ ଯାଇ ସମସ୍ତେ ଦୁରେଇ ଯାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା |ଆଉ ଯାହାକୁ ଦେଖିକି ଲୋକ ମାନେ କହୁଛନ୍ତି ପାଖେଇ ଯାଅ ନ ହେଲେ ମା ହାଣି ପକାଇବେ | ତେବେ ଆଜି ବି ସେହି ପୌରାଣିକ ପରମ୍ପରା ଗୁଡିକ ରହିଛି | ଆଉ ଯେଉଁଠି ମା କାଳୀ ରୂପରେ ଖଣ୍ଡା କୁ ଧରି ନାଚିବାକୁ ଲାଗିଛନ୍ତି ଲୋକ ଜଣଙ୍କ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment