New Twist – ହାଇକୋର୍ଟର ପ୍ରାଙ୍ଗଣରେ ସାମ୍ନା-ସାମ୍ନି ହେଲେ ସୁମିତ ତପସ୍ୱନୀ… ଦେଖନ୍ତୁ Video

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି ଡାକ୍ତର ସୁମିତ ଓ ତାଙ୍କ ପତ୍ନୀ ତପସ୍ୱିନୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କୁ ନେଇ। ଆଉ ତାଙ୍କର ବିବାହ ପରେ କିଛି ଝଗଡା ସୃଷ୍ଟି ହେବା ପରେ ଅଲଗା ହୋଇ ଯାଇଥିଲେ ଯାହା ପାଇଁ କୋର୍ଟ ର ଦ୍ୱାରସ୍ଥ ମଧ୍ୟରେ ହେବାକୁ ଦୁହିଁଙ୍କୁ ପଡିଥିଲା। ତେବେ ଏଠାରେ ଦେଖିବାକୁ ମିଳିଛି ଏକାଠି ସୁମିତ ଓ ତପସ୍ୱିନୀ ଙ୍କୁ ଆଉ ଆପଣ ମାନେ ଦେଖିବାପରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ ହୋଇଯିବେ।

ଏହି ଠାରେ ନଜର କୁ ପୁଣି ଆସିଛନ୍ତି ତପସ୍ୱିନୀ ଏବଂ ଡାକ୍ତର ସୁମିତ। କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ ଯାହା ପାଇଁ ଏହିପରି ଏକ ଘଟଣା ଉପୁଜି ଥିଲା। ତାଙ୍କର ଦୁହିଁଙ୍କ ମଧ୍ୟରେ ପ୍ରଥେମେ ପ୍ରେମ ସମ୍ପର୍କ ହେବାପରେ ବିବାହ କରିଥିଲେ ଯାହା ଆପଣ ମାନେ ଆଗରୁ ମଧ୍ୟ ଜାଣିଥିବେ। ତାଙ୍କର ବିବାହ ର କିଛି ଦିନପରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖା ଯିବା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ଯାହା ପାଇଁ ତପସ୍ୱିନୀ ଆଇନ ର ଆଶ୍ରୟ ନେଇଥିଲେ। ଏହିଥରେ ତପସ୍ୱିନୀ ନିଜ ପ୍ରେମ କୁ ପାଇବା ପାଇଁ ରାଜ ରାସ୍ତାକୁ ମଧ୍ୟ ଓହ୍ଲେଇଲେ।

ଆଉ ଏଠାରେ ବହୁତ ଦିନ ହେଲାଣି କୋର୍ଟ ରେ ଲଢେଇ କରିଛନ୍ତି ସ୍ୱାମୀ ଡାକ୍ତର ସୁମିତ ଙ୍କୁ ପାଇବା ପାଇଁ। ଆଉ ଏହି ଘଟଣା କୋର୍ଟ ଜାଣିବା ପରେ ତାଙ୍କର ମିଳନ ପାଇଁ ବିଭିନ୍ନ ରାୟ ମଧ୍ୟ ଶୁଣାଇ ଥିଲେ। ଏହିଠାରେ କିଛି ଦିନ ତଳେ କୋର୍ଟ ନିର୍ଦେଶ ଦେଇଥିଲେ ଯେ ତପସ୍ୱିନୀ ଙ୍କୁ ପତ୍ନୀ ର ଅଧିକାର ଏବଂ ମାନ୍ୟତା ଦେବା ପାଇଁ ଯାହା ମଧ୍ୟ ସେ କିଛି ମାତ୍ରାରେ ପାଇଥିଲେ। ପରବର୍ତ୍ତୀ ସମୟରେ ଶୁଣାଣି କରିଥିଲେ ତାଙ୍କର ସମସ୍ତ ଭରଣ ପୋଷଣ ସ୍ୱାମୀ ଭାବରେ ଡାକ୍ତର ସୁମିତ କରନ୍ତୁ। ଯାହା ଆପଣ ମାନେ ଆଗରୁ ସେ ସବୁର ଭିଡିଓ ଦେଖିଥିବେ। କିଛି ଦିନ ତଳେ ଦୁହିଁଙ୍କର ଭଡା ଘର ର ଭିଡ଼ିଓ କରି କୋର୍ଟ ରେ ଦାଖଲ କରିବାକୁ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ ଙ୍କୁ କହିଥିଲେ ଯାହା ଏବେ ଦୁହେଁ ଦେଇଛନ୍ତି। ଏଠାରେବହୁତ ଦିନ ପରେ ଦୁହିଁଙ୍କୁ ଏକାଠି କରିବା ଲାଗି କୋର୍ଟ ଡକେଇଥିଲେ ସମାଧାନ ଲାଗି କାଉନସିଲ କରିଥିଲେ।

ଆଉ ବହୁତ ଦିନ ପରେ ସୁମିତ ଓ ତପସ୍ୱିନୀ ମୁହାଁ ମୁହିଁ ଦେଖା କରିଥିଲେ ଯାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଆଉ ଏହିଠାରେ ଦୁହିଁଙ୍କର ଦେଖା ହେବାପରେ ତପସ୍ୱିନୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ବଢି ଯାଇଥିଲା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ମଝିରେ ହୋଇଥିଲା। ଏହିଠାରେ କହିବାକୁ ଯାଉଛୁ ଯେ ଦୁହିଁଙ୍କର ସାମ୍ନା ସାମ୍ନି ବର୍ତ୍ତମାନ ହୋଇଛନ୍ତି ଯାହା ତାଙ୍କ ମିଳନ ପାଇଁ ଶୁଭ ଖବର। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଖୁସି ଦେଖା ଦେଇଛି ଯାହା ତାଙ୍କର ବହୁତ ଦିନ ପରେ ଦେଖା ଦେଖି କଲେ ଦୁହେଁ ଦୁହିଁଙ୍କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment