ହଠାତ High ସ୍ପୀଡ଼ ଟ୍ରକ ସହ ବୁଢା ଲୋକର ହେଲା ଏମିତି… ଏମିତି ଛାତି ଥରା ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ମାନେ ବହୁତ ସମୟରେ ବହୁତ ପ୍ରକାର ଭାଇରାଲ ଭିଡ଼ିଓ ଦେଖିଥିବେ | ତେବେ ସେହି ଭିଡ଼ିଓ ମାନଙ୍କ ମଧ୍ୟରେ କିଛି ଭିଡ଼ିଓ ଏମିତି ରହିଥାଏ ଯେ ଯାହା ଆମ ଜୀବନ ସହିତ ଯୋଡ଼ିତ ରହିଥାଏ | ଠିକ ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ସମସ୍ତ ଦର୍ଶକଙ୍କ ପାଇଁ ଜାଣିବା ଆବଶ୍ୟକ ବୋଲି କୁହାଯାଇଛି | ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଦେଖା ଯାଇଛି ରାସ୍ତା ଆମେ ଚାଲୁଥିବା ସମୟରେ ଆମ ସହିତ ହେଉଥିବା ଦୁର୍ଘଟଣା ମାନ ଏହି ଭିଡ଼ିଓ ଦେଖା ଯାଇଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଦେଖା ଯାଇଛି ଯେ ଜଣେ ଯୁବକ ରାସ୍ତାର ଏ ପାରି ରୁ ସେ ପାରିକୁ ଯିବାକୁ ଚେଷ୍ଟା କରୁଛି | ଠିକ ସେତିକି ବେଳେ ରାସ୍ତା ଆର ପଟରୁ ଏକ ବଡ଼ ଟ୍ରକ ଆସିବା ର ମଧ୍ୟ ଦେଖା ଯାଉଛି | ହେଲେ ଯୁବକ ଜଣଙ୍କ ରାସ୍ତାର କୌଣସି ଦିଗକୁ ନଜର ନ ଦେଇ ମାଡି ଚାଲିଥାଏ ରାସ୍ତାର ଆର ପାଖକୁ | ଠିକ ସେତିକି ବେଳେ ରାସ୍ତାର ଆର ପଟର ଆସୁଥିବା ଟ୍ରକ ଯୁବକ ଙ୍କୁ ଉପରକୁ ମାଡି ଆସିଥିଲା | ଆଉ ଯାହା କୁହାଯାଉଛି କି ଯୁବକ ଜଣଙ୍କର ଭାଗ୍ୟ ଭଲ ଥିଲା ଯେ ଟ୍ରକ ଟି ସମ୍ପୂର୍ଣ୍ଣ ତା ଉପରକୁ ଚଡି ନଥିଲା |

ତାହା ସହିତ ଟ୍ରକ ଟି ଯୁବକ ଙ୍କ ଉପରକୁ ଚଢିବା ପୂର୍ବରୁ ଟ୍ରକ ଡ୍ରାଇଭର ବ୍ରେକ ମାରି ଗାଡିକୁ ନିୟନ୍ତ୍ରଣ କରିନେଇଥିଲା, ହେଲେ ଏଠାରେ ଏପରି ଘଟଣା ଦେଖି ଲୋକେ ବିଭିନ୍ନ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ ବୋଲି ଜଣା ପଡିଛି |ତେବେ ଭିଡ଼ିଓରେ ଯେମିତି ଦେଖା ଯାଇଛି ଯୁବକ ଜଣଙ୍କ ରାସ୍ତା ପାର ହେବା ସମୟରେ ସେ କୌଣସି ଦିଗକୁ ନିଜର ଦେଇନଥିଲେ ଏହା ସହିତ ଟ୍ରକ ଡ୍ରାଇଭର ମଧ୍ୟ ରାସ୍ତାରେ ଯୁବକ ଟିକୁ ଦେଖି ସେ ତାହାର ହର୍ନ ମଧ୍ୟ ମାରିନଥିଲେ |

ତେବେ ଏପରି କ୍ଷେତ୍ରରେ ଡ୍ରାଇଭର ର ଭୁଲ ଅଛି ବୋଲି କୁହାଯାଉଛି | ସେଥିପାଇଁ ପାଇଁ ଦର୍ଶକ ବନ୍ଧୁ ରାସ୍ତାରେ ଯିବା ସମୟରେ ଉଭୟ ପଟକୁ ଧ୍ୟାନ ଦେବା ସହିତ ରାସ୍ତା ପାର ହୁଅନ୍ତୁ | ନହେଲେ ଆପଣଙ୍କର ଏହି ଟିକିଏ ଭୁଲ ପାଇଁ ଆପଣ ଆପଣଙ୍କ ଜୀବନ ହରାଇପାରନ୍ତି | ସେଥିପାଇଁ ସରକାର ମଧ୍ୟ ରାସ୍ତା ବିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଏମିତି ଲେଖା ଯାଇଛି ତାହା ସହିତ ସୁରକ୍ଷିତ ରହିବା ପାଇଁ ମଧ୍ୟ କୁହାଯାଉଛି |

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment