ହିରୋଇନ ସୋମାଲିନ ବାହାଘର ପରେ ପ୍ରଥମଥର ବାପ ଘରେ ସ୍ବାମୀଙ୍କ ସହ କଲେ ରୋମାନ୍ସ, ଭିଡ଼ିଓ ହେଲା ଭାଇରାଲ…

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଭିନ୍ନ ଧରଣର ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ପ୍ରତିଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଇଚ୍ଛା ଜାଗ୍ରତ ହୋଇଥାଏ। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି। ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନରେ କଣ ସବୁ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋମାଲୀନଙ୍କ ବିବାହ ପରେ ଅଷ୍ଟ ମଙ୍ଗଳାରେ ତାଙ୍କ ସ୍ୱାମୀଙ୍କ ସହିତ ରୋମାଣ୍ଟିକ ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ବିଷୟ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଲିଉଡ ଫିଲ୍ମ ଜଗତର ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଜବରଦସ୍ତ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନରେ ଘର କରି ରହିଛନ୍ତି। ସେ ତାଙ୍କ ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ କାବୁ କରି ନେଇଛନ୍ତି। ବର୍ତ୍ତମାନ ସେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଏବଂ ତାଙ୍କ ଅଭିନୟ ଯାଦୁରେ ଓଡ଼ିଶାର ଲୋକ ମାନେ ତାଙ୍କୁ ସ୍ନେହ ଓ ଶ୍ରଦ୍ଧା କରିବା ବହୁତ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି।

ତେବେ ତାଙ୍କ ଅଭିନୟ ଶୈଳୀ ଭିନ୍ନ ଧରଣର ଦର୍ଶକ ମାନଙ୍କୁ ଲାଗି ଥାଏ, ଓ ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇ ଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଏ। ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ପ୍ରୟାସ ଜାରି କରି ଥାଆନ୍ତି। ସେ ଭଲ ଅଭିନେତ୍ରୀ ଭାବରେ ଆଗକୁ ପାଦ ବଢ଼ାଇଛନ୍ତି। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ସେ ତାଙ୍କ ବିବାହର କାର୍ଯ୍ୟକ୍ରମ ଓ ରୀତି ନୀତି ସବୁ କିଛି ଦର୍ଶକ ମାନଙ୍କ ନିକଟରେ ପହଞ୍ଚିଥିଲେ।

ତେବେ ଅଭିନେତ୍ରୀ ସୋମାଲୀନଙ୍କର ବର୍ତ୍ତମାନ ବିବାହ ସରି ଯାଇଛି। ବର୍ତ୍ତମାନ ସେ ତାଙ୍କ ଶାଶୂଘରେ ଅଛନ୍ତି ଓ ତାଙ୍କ ଶାଶୂଘରେ ଓଡ଼ିଆ ଘରର ଯେଉଁ ସବୁ ପ୍ରଥା ପରମ୍ପରା ରହିଛି ତାଙ୍କ ବିବାହ ପରେ ସେହି ନିୟମ ସବୁ ପାଳନ କରାଯାଇଛି। ସେ ଅଷ୍ଟ ମଙ୍ଗଳା ଦିନ ତାଙ୍କ ସ୍ୱାମୀ ନୀତିଶଙ୍କ ସହିତ ବହୁତ ମଜା ମସ୍ତି କରୁଛନ୍ତି ଓ ରିମାଣ୍ଟିକ ଭାବରେ ନାଚୁ ଥିବାର ମଧ୍ୟ ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ସେ ଦୁଇ ଜଣ ବହୁତ ସୁନ୍ଦର ଦିଶିବା ସହିତ ଖୁସି ମଧ୍ୟ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।