ବନ୍ଧୁଗଣ ଆମ ଭାରତ ବର୍ଷର ଅନେକ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ ବିଶ୍ୱାସ ରଖିଥାନ୍ତି, ଏହି କାରଣରୁ ଏମାନେ ନିଜ ଜୀବନରେ ଆସୁଥିବା ସମସ୍ୟା ବିଷୟରେ ଜାଣି ପାରିଥାନ୍ତି |ଏହି କାରଣରୁ ଏମାନେ ଜୀବନରେ ଆସିବାକୁ ଯାଉଥିବା ସମସ୍ୟ ପ୍ରତି ସାବଧାନ ହୋଇ ଯାଇଥାନ୍ତି, ଏହା ସହିତ ବ୍ୟକ୍ତି ନିଜର ଭବିଷ୍ୟତ ସହିତ ଘଟଣା ବିଷୟରେ ମଧ୍ୟ ଅନେକ କଥା ଜାଣିଥାଏ |ମୁଁ ଆଜି ଆପଣକୁ ତିନୋଟି ରଙ୍ଗ ବିଷୟରେ କହିବି ଯାହା ଦ୍ଵାରା ଆପଣ ନିଜ ଭବିଷ୍ୟତ ସହିତ ଜଡିତ ଅନେକ କଥା ଆପଣ ଜାଣିପାରିବେ | ଦର୍ଶକ ବନ୍ଧୁ ଆପଣଙ୍କୁ ତିନୋଟି ରଙ୍ଗ ମଧ୍ୟରୁ ଯେକୌଣସି ଗୋଟିଏ ରଙ୍ଗ ପସନ୍ଦ କରିବା ପାଇ କହିବି ତେବେ ଆପଣଙ୍କ ପସନ୍ଦ ଅନୁଯାଇ ଆପଣ ନିଜ ଭବିଷ୍ୟତ ବିଷୟରେ ଅନେକ କଥା ଆପଣ ଜାଣିପାରିବେ |ତେବେ ଆସନ୍ତୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |
1:-ନୀଳ ରଙ୍ଗ :-ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିମାନେ ଜୀବନରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି, ଜୀବନରେ ଚାଲୁଥିବା ଉଚ୍ଚା ନୀଚା ରାସ୍ତା କାରଣରୁ ଆପଣ ଭାବୁଛନ୍ତି ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ |ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ଅଯଥାରେ ଆପଣ କେବେ ସମୟ ନଷ୍ଟ କରିବା ପାଇ ଆପଣ ପସନ୍ଦ କରନ୍ତି ନାହିଁ |ଆପଣଙ୍କ ଏକାଗ୍ରତା ଓ ପରିଶ୍ରମ କାରଣରୁ ଆପଣ ଜୀବନରେ ଅନେକ ସଫଳତା ହାସଲ କରିବେ |ଆପଣ ବିବାହିତ ହୋଇଥିଲେ ନିଜ ଜୀବନ ସାଥୀଙ୍କ କଥାକୁ ଶୁଣନ୍ତୁ ତେବେ ଆପଣଙ୍କ ଜୀବନରେ ଏହାଦ୍ଵାରା ଅନେକ ପରିବର୍ତନ ଆସିବ |
2-ହଳଦିଆ ରଙ୍ଗ :-ଏହି ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତି ବହୁତ ବିବେକବାନ ଧୈର୍ଯ୍ୟବାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି,ଆପଣ ଜୀବନରେ ଯେଉଁ କ୍ଷେତ୍ରରେରେ ରହିଥାନ୍ତି ସର୍ବଦା ଉଚ୍ଚ ସ୍ଥିତିରେ ହିଁ ରହିଥାନ୍ତି |ଆପଣ ଶାନ୍ତ ଓ ସରଳ ସ୍ଵଭାଵର ବ୍ୟକ୍ତି ହୋଇଥିବାରୁ ଆପଣ ଜୀବନରେ କାହାର ଅପ୍ରିୟ ହୁଅନ୍ତି ନାହିଁ, ଦୁନିଆରେ ଆପଣ ଯାହା ସହିତ ମିଳାମିଶା କରନ୍ତି ସମସ୍ତେ ଆପଣକୁ ବହୁତ ଭଲ ପାଇଥାନ୍ତି |ଏହି ବ୍ୟକ୍ତିମାନେ ଖର୍ଚି ସ୍ଵଭାଵର ହୋଇଥିବାରୁ ଜୀବନରେ ଧନ ଜନିତ ସମସ୍ୟା ଭୋଗ କରନ୍ତି, କିନ୍ତୁ ଆପଣ ଜଣାନ୍ତୁ ଯେ ଆପଣଙ୍କ ଜୀବନରେ ଏକ ନିଶ୍ଚିତ ସମୟ ସୀମା ଭିତରେ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତନ ଆସିବ |
3-ନାଲି ରଙ୍ଗ :-ଏହି ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତି ରୂପରେ ବହୁତ ସୁନ୍ଦର ହେବା ସହିତ ଏମାନଙ୍କ କଥା ମଧ୍ୟ ମଧୁର ହୋଇଥାଏ, ଏମାନେ ସର୍ବଦା ସମସ୍ତଙ୍କ ସହିତ ମିଶି ରହିବା ପାଇ ଅଧିକ ପସନ୍ଦ କରିଥାନ୍ତି |ଏମାନଙ୍କ ସହିତ ଜୀବନରେ ଯେଉଁ ବ୍ୟକ୍ତି ଥରେ ମିଶିଥାଏ ସେମାନେ କେବେ ଏହି ବ୍ୟକ୍ତିଙ୍କୁ ଭୁଲି ପାରନ୍ତି ନାହିଁ |ଏମାନେ ସର୍ବଦା ଖୁସିରେ ମଉଜ ମଜଲିସରେ ରହିବା ପାଇ ଅଧିକ ପସନ୍ଦ କରିଥାନ୍ତି |ଏମାନେ ଜୀବନରେ ପ୍ରତ୍ୟେକ କାର୍ଯ୍ୟ ବହୁତ ସହଜରେ ହାସଲ କରି ପାରିଥାନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।