Breking News – ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ଦୟାକରି ତାଙ୍କର ଆରୋଗ୍ୟ କାମନା ପାଇଁ ଈଶ୍ୱର ଙ୍କ ଠାରେ ପ୍ରାର୍ଥନା କରନ୍ତୁ

0

ବଲିଉଡ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ମାନେ ସବୁବେଳେ ନିଜ ର ଲାଇଫ ଷ୍ଟାଇଲ ପାଇଁ ଚର୍ଚା ରେ ରହି ଥାଆନ୍ତି । ନିଜର ଡ୍ରେସିଂ ସେଂଶ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ସବୁ ବେଳେ ସେ ଦର୍ଶକ ଓ ମିଡ଼ିଆ ରେ ଚର୍ଚ୍ଚା ରେ ବିଷୟ ପାଲଟି ଥାଆନ୍ତି ଏହି ବି ଟାଉନ୍ ର ଅଭିନେତ୍ରୀ ମାନେ । ତେବେ ବଲିଉଡ୍ ର ସବୁଠୁ ଲୋକପ୍ରିୟ ନାୟିକା ଓ ମହେଶ ଭଟ୍ଟ ଙ୍କ ଝିଅ ଆଲିଆ ଭଟ୍ଟ ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣି ଥିବେ ।

ଯିଏ କି ନିଜ ବୋଲ୍ଡ ଫିଗର୍ ସହିତ ନିଜର ଦମଦାର ଅଭିନୟ ପାଇଁ ସର୍ବଦା ପ୍ରଶଂସକ ମାନଙ୍କ ମନରେ ରାଜ୍ କରି ଥାଆନ୍ତି। ବଲିଉଡ୍ ରେ ଅନେକ ଷ୍ଟାର୍ କିଡ ମାନେ ଆସିଛନ୍ତି କିନ୍ତୁ ଯେଉଁ ମାନେ କେବଳ କଠିନ ପରିଶ୍ରମ ଜାରି ରଖିଛନ୍ତି ଓ ସଫଳତା ପାଇଁ ଦିନ ରାତି ପରିଶ୍ରମ କରିଛନ୍ତି ।

ସେମାନେ ହିଁ ସଫଳତା ହାସଲ କରିଛନ୍ତି ସେହି ମାନଙ୍କ ମଧ୍ୟରେ ଆଲିଆ ଭଟ୍ଟ ମଧ୍ୟ ଜଣେ ଅଟନ୍ତି ।ସୋସିଆଲ ମିଡ଼ିଆ ରେ ତାଙ୍କର ଫ୍ୟାନ ଙ୍କ ସଂଖ୍ୟା ମଧ୍ୟ ବହୁତ୍ ଅଟେ। ତେବେ ସେ ସବୁବେଳେ ନିଜର ଚୁଲବୁଲି ନେଚର ପାଇଁ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି କିନ୍ତୁ ଆଲିଆ ଭଟ ଆଜି ନିଜର ଅଭିନୟ କିମ୍ବା ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ନିଜର ସ୍ଵାସ୍ଥ୍ୟ ଅବସ୍ଥା ପାଇଁ ଚର୍ଚ୍ଚା କୁ ଆସିଛନ୍ତି ।

ବର୍ତ୍ତମାନ ଆଲିଆ ଭଟ୍ଟ ନିଜର ଆଗାମୀ ଫିଲ୍ମ୍ ପାଇଁ ବ୍ୟସ୍ତ ଥିବା ବେଳେ ବର୍ତ୍ତମାନ ସେ ନିଜର ସ୍ବାସ୍ଥ୍ୟ ଅବସ୍ଥା ଯୋଗୁଁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲୀ ଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ର ସୁଟିଂ ଚାଲି ଥିବା ବେଳେ ଅଧିକ ପରିଶ୍ରମ ପାଇଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ଯାଇଛି। ଯେଉଁ କାରଣ ରୁ ତାଙ୍କୁ ହସ୍ପିଟାଲ୍ ରେ ମଧ୍ୟ ଭର୍ତି କରିବା ପାଇଁ ପଡିଲା ।

ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆଲିଆ ଭଟ୍ଟ ହସ୍ପିଟାଲ୍ ରୁ ସିଧା ପୁଣି ନିଜ ସୁଟିଂ ସେଟ୍ କୁ ଯାଇ ସୁଟିଂ ଆରମ୍ଭ କରିଥିଲେ । ତାଙ୍କର ଏହି ନେଚର ରୁ ଜଣା ପଡ଼େ ଯେ ସେ କେତେ ପରିଶ୍ରମୀ ଅଟନ୍ତି ଓ ନିଜର କାମ କୁ ସେ ଅଧିକ ପ୍ରାଧାନ୍ୟ ଦିଅନ୍ତି। ସୂଚନା ଅନୁସାରେ ଆଲିଆ ଭଟ୍ଟ ଏବେ ବହୁତ୍ ଗୁଡାଏ ପ୍ରୋଜେକ୍ଟ ରେ କାମ କରୁଛନ୍ତି ଓ ସେଥିପାଇଁ ସେ ଆଜିକାଲି ବହୁତ୍ ବ୍ୟସ୍ତ ରହୁଛନ୍ତି।

ତେବେ ତାଙ୍କର ଏହି ନୂଆ ଫିଲ୍ମ୍ ଟି ଦୀପାବଳୀ ରେ ରିଲିଜ୍ ହେବା ପାଇଁ ଯାଉ ଥିବାର ସୂଚନା ମିଳିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।