ଦେଖନ୍ତୁ ଭିଡ଼ିଓ – ହସ୍ପିଟାଲରେ ଜଣେ ମହିଳା ଏଭଳି କାମ କରୁଥିବା ବେଳେ କ୍ୟାମେରାରେ ରେକର୍ଡ ହେଲା ଦୃଶ୍ୟ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ଚୋରି କରିବାର ମାନସିକତା ମଣିଷକୁ ଏମିତି ଏକ ଭୁଲ୍ ରାସ୍ତାରେ ନେଇ ଯାଇଥାଏ ଯାହାର କଳ୍ପନା କରିବା ସମ୍ଭବ ନୁହଁ। ଆପଣ ଙ୍କ ସାମାନ୍ୟ ଅସଚେତନତା କାରଣରୁ ଆପଣଙ୍କ କେତେବେଳେ ଯେ ଏତେ ବଡ଼ ଠକାମୀ ର ଶିକାର ହୋଇ ଯାଇଥାନ୍ତି ତାହା ଆପଣଙ୍କୁ ଜଣା ପଡି ନଥାଏ। ଆଜିର ଏହି ସମାଜରେ ଲୋକେ ଜୀବନ ଧାରଣ ପାଇଁ ଏହିଭଳି କିଛି ଉପାୟ କୁ ଆପଣାଇ ନିଜକୁ ସମାଜରେ ଲଜ୍ଜିତ କରୁଛନ୍ତି। ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠେ ଯେ କେବେ ସୁଧୁରିବ ମଣିଷ। କେବେ ବଦଳିବ ଲୋକଙ୍କ ମାନସିକତା। ସତରେ କଣ ନୈତିକତା ଏବଂ ମାନବିକତା କୁ ହରାଉଛି ଆଜିର ମଣିଷ ନିଜର ସ୍ବାର୍ଥ ପାଇଁ।

ଯାହାର ଉଦାହରଣ ଆପଣ ଅନେକ ଘଟଣାରୁ ଦେଖିବାକୁ ପାଉଥିବେ। ନିଜର ସଂଯମତା ହରାଇ ମଣିଷ ବେଳେବେଳେ ଏମିତି କିଛି କାମ କରୁଛି ଯାହା ଦୁନିଆ ପାଇଁ ଆଣୁଛି ଲଜ୍ୟା।ସେହି ଦୃଷ୍ଟିରୁ ସମାଜ ଯେ କେତେ ତଳ ସ୍ତରକୁ ଗଲାଣି ତାହା କିଛି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି।

ସବୁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ଦେଖିବାକୁ ମିଳୁଛି। କିଛି ଅସାମାଜିକ ଏବଂ କଳୁଷିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏସବୁ ଘଟିବାର ଲାଗିଛି। ତେବେ ସମାଜରେ ନିଜକୁ ଚଳାଇବା ପାଇଁ କଣ ଚୋରି ଡକାୟତି କିମ୍ବା ଏହିଭଳି ଘୃଣ୍ୟ କାମ କରିବା ଏକ ମାତ୍ର ମାଧ୍ୟମ ଅଟେ।

ତଥାପି ଲୋକେ ଏହିଭଳି ମନ୍ଦ କାମକୁ କରି ଚାଲିଛନ୍ତି। ସେହିଭଳି ଏକ ଘଟଣା ନିକଟରେ ଘଟିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସି ସି ଟିଭି କ୍ୟାମେରା ରେ ଏହା ରେକର୍ଡ ହେବା ପରେ ଏବେ ମହିଳା ଜଣଙ୍କ ଚୋରି କରୁଥିବା ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ଘଟଣା ଟି ହେଉଛି ଭଦ୍ରକ ହସ୍ପିଟାଲ୍ର ।

ଏଠାରେ ଜଣେ ମହିଳା କିଭଳି ଭାବରେ କୌଶଳ କ୍ରମେ ରୋଗୀ ସୋଇଥିବା ଏକ ବେଡ୍ ରୁ ଚତୁରତା ପୂର୍ବକ ମୋବାଇଲ ଟିକୁ ନେଇ ପଲାଇ ଯାଉଛନ୍ତି ତାହା ଥରେ ଆପଣ ଦେଖନ୍ତୁ। ଯେଉଁଭଳି ଭାବରେ ସେ ମୋବାଇଲ୍ ଟିକୁ ସେଠାରୁ ନେଇ ଯାଉଛନ୍ତି ତାକୁ ଦେଖିଲେ ଲାଗୁଛି ସମସ୍ତଙ୍କ ଆଖିରେ ଧୂଳି ଦେଇ ଦିନ ଦ୍ଵି ପ୍ରହର ରେ ଚୋରି ଡକାୟତି କରିବାରେ ସେ ମାହିର ଅଟନ୍ତି।

କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଚୋରି କରୁଥିବା ସମୟର ଏହି ଦୃଶ୍ୟ ସେଠାରେ ଲାଗିଥିବା ସି ସି ଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା। ତେବେ ଆପଣ ମାନେ ସବୁବେଳେ ସଚେତନ ରୁହନ୍ତୁ ଏବଂ ଆପଣଙ୍କ ଆଖପାଖ ର ଲୋକଙ୍କୁ ମଧ୍ୟ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଅନ୍ତୁ। ଯାହା ଫଳରେ ଆପଣ ଏହିଭଳି ଠକାମୀ ର ଶିକାର ହେବାରୁ ବଞ୍ଚିତ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।