ସାମ୍ନାକୁ ଆସିଲା ଦିଲ୍ଲୀ ହସ୍ପିଟାଲ ବେଡ଼ ରୁ olywod ଅଭିନେତା ପିଣ୍ଟୁ ନନ୍ଦ କେମିତି ଅଛନ୍ତି …ଦେଖନ୍ତୁ video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ବର୍ତମାନ ଆପଣ ପ୍ରିୟ କଳାକାରଙ୍କ ଖବର ପ୍ରତ୍ୟେକ ମୋମେଣ୍ଟରେ ଅନେକ ଖୁସି ଖବର ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ |ଏହି ଓଲିଉଡ଼ ଜଗତର ପ୍ରତିଷ୍ଠିତ କଳାକାର ପିଣ୍ଟୁ ନନ୍ଦ ଦିଲ୍ଲୀ ଗଲା ପାଖରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅନେକ ଇମ୍ପ୍ରୋଭ ହେବାର ଦେଖି ପ୍ରାୟ ସମସ୍ତେ ଖୁସି ହେଉଛନ୍ତି |ମୁଁ ଆଜି ଆପଣକୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହେବେ, ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଭଲ ହେବା ସହିତ ସେ ନିଜ ହାତରେ ଖାଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆପଣଙ୍କ ଓଲିଉଡ଼ ଜଗତର ପ୍ରିୟ କଳାକାର ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଖରାପ କଥା ଶୁଣି ପ୍ରାୟ ଓଡିଶା ସିନେମା ଜଗତର ସମସ୍ତ କଳାକାର ମାନେ ଭାଙ୍ଗିପଡ଼ିବାର ଦେଖିବାକୁ ମିଳିଛି |ଓଡ଼ିଆ ସିନେମା ଜଗତରେ ପିଣ୍ଟୁ ନନ୍ଦ ଜଣେ ଭଲ କଳାକାର ଥିଲେ, ଯିଏକି ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନରେ ଘର ତିଆରି କରି ପାରିଥିଲେ |ପିଣ୍ଟୁ ନନ୍ଦଙ୍କ ଅଭିନୟ ପ୍ରାୟ ସବୁ ଚରିତ୍ରରେ ବହୁତ ଭଲ ଲାଗେ ତାଙ୍କ ପାଇଁ ଯଦି ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ ଆଗକୁ ଯାଇପାରିଛି |

ସେ ଯେତେବେଳେ ଭୁବନେଶ୍ୱରରେ ଚିକିତ୍ସା ପାଉଥିଲେ ସେହି ଦିନ ଠାରୁ ଏବେ ପ୍ରଯ୍ୟନ୍ତ ପ୍ରାୟ ଓଡ଼ିଆ ଇଣ୍ଡଷ୍ଟ୍ରି କଳାକାର ମାନଙ୍କ ସହିତ ସାରା ଓଡିଶା ବାସୀ ପିଣ୍ଟୁ ସ୍ୱାସ୍ଥ୍ୟ ଭଲ ହେଇଯାଉ ବୋଲି ଭଗବାନଙ୍କ ପାଖରେ ହାତ ଯୋଡ଼ି ପ୍ରାର୍ଥନ କରୁଛନ୍ତି |ଭଗବାନ ମଧ୍ୟ ସମସ୍ତଙ୍କ ଡାକ ଶୁଣିଛନ୍ତି ବର୍ତମାନ ପିଙ୍କୁ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାର ଦେଖିବାକୁ ମିଳୁଛି, ପିଣ୍ଟୁ ନନ୍ଦ ବର୍ତମାନ ଦିଲ୍ଲୀରେ ଟ୍ରିଟମେଣ୍ଟ ହେଉଛନ୍ତି |ସେଠାରେ ତାଙ୍କର ଲିଭର ଟ୍ରାନ୍ସପୋର୍ଟ ହେବ, ପୁରା ଡାକ୍ତର ଟିମ ସହିତ ପିଣ୍ଟୁଙ୍କ ସହିତ ତାଙ୍କର ପୁରା ପରିବାର ତାଙ୍କ ସହିତ ଦିଲ୍ଲୀରେ ରହିଛନ୍ତି |

ବର୍ତମାନ ପିଣ୍ଟୁ ନନ୍ଦ ନିଜେ ବାସୀ ନିଜ ହାତରେ ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଯାହା ଦେଖି ଦର୍ଶକ ବହୁତ ଖୁସି ଅଛନ୍ତି |ପିଣ୍ଟୁ ନନ୍ଦଙ୍କୁ ତାଙ୍କ ପରିବାର ଲୋକ ଲିଭର ଦେବାର ମଧ୍ୟ ଶୁଣିବାକୁ ମିଳିଛି, ପିଣ୍ଟୁ ନନ୍ଦଙ୍କ ଚିକିତ୍ସାରେ ପ୍ରାୟ ପଚାଶରୁ ଷାଠିଏ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେବ |ବର୍ତମାନ ସାରା ଓଡିଶାବାସୀ ପିଣ୍ଟୁଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିବା ବେଳେ ଓଡ଼ିଆ ଇଣ୍ଡଷ୍ଟ୍ରି କଳାକାର ମାନେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି |ପିଣ୍ଟୁ ସମ୍ପୂର୍ଣ ଭଲ ହେବା ପ୍ରଯ୍ୟନ୍ତ ଦିଲ୍ଲୀରେ ରହିବେ ସେଥିପାଇଁ ତାଙ୍କ ପରିବାର ଲୋକ ମଧ୍ୟ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡିଛନ୍ତି |

ପିଣ୍ଟୁ ନନ୍ଦଙ୍କ ନିଜ ହାତରେ ଖାଇବା ଏବଂ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଠିକ ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment