ହଠାତ ଚଳନ୍ତା ଟ୍ରେନ୍ ରେ ଘଟିଲା ଏଭଳି ଘଟଣା, ଦେଖିଲେ ଲୋମ ଟାଙ୍କୁରୀ ଉଠିବ….ଦେଖନ୍ତୁ Viral ଭିଡ଼ିଓ

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଅପଣଂକକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟା ହୋଇଯିବେ |ବର୍ତମାନ ଦୁନିଆରେ ଜାନବାହାନ ସଂଖ୍ୟା ଅଧିକ ହେଲାଣି ତେଣୁ ଆପଣ ଯଦି ଗାଡି ମଟରରେ ଯିବା ଆସିବା କରୁଛନ୍ତି ତେବେ ବହୁତ ସାବଧାନରେ କରିବା ଉଚିତ, କାରଣ ଯଦି ଗାଡି ଚାଳକ ଟିକେ ଅନ୍ୟମାନସ୍କ ହୋଇଯାଏ ତେବେ ତାକୁ ବହୁତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଥାଏ |କିନ୍ତୁ ଆଜିର ଯୁବକ ସମାଜ ମଧ୍ୟ କିଛି ଷ୍ଟାଇଲ ପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି |ମୁମ୍ବାଇରେ ଜଣେ ଝିଅ ଟ୍ରେନରେ ଯାଉଥିବା ସମୟରେ ତାର ଅନ୍ୟ ମନସ୍କ କାରଣରୁ ଟ୍ରେନରୁ ଖସି ପଡ଼ିଥିଲା ମାତ୍ର ଭଗବାନଙ୍କ କୃପାରୁ ତାର ଜୀବନ ବଞ୍ଚି ଯାଇଛି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |


ଯାନବାହାନ ଅଧିକ ଚଳା ଚଳ କାରଣରୁ ଲୋକେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି, ଯଦି ସମସ୍ତ ଗାଡି ଚାଳକ ଠିକ ଭାବରେ ଗାଡି ଚଳନ୍ତେ ତେବେ ପ୍ରତ୍ୟେକ ଦିନ ଲୋକେ ଆକ୍ସିଡେଣ୍ଟର ସମ୍ମୁଖୀନ ହୋଇନଥାନ୍ତେ |ଟ୍ରେନରେ ଯାଉଥିବା ଯାତ୍ରୀ ମାନେ ସବୁବେଳେ ଅଧିକ ସଚେତନ ରହିବା ଆବଶ୍ୟକ କାରଣ ଯେଉଁ ମାନେ ଟ୍ରେନରୁ ଖସି ପଡନ୍ତି ସେମାନେ ଆଉ ଜୀବନ ଫେରି ପାଆନ୍ତି ନାହିଁ |ଆପଣ ଜାଣିଥିବେ ଅନେକ ବ୍ୟକ୍ତି ଏହିପରି ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହରାଇଛନ୍ତି |ତେଣୁ ଆପଣ ଯେତେବେଳେ ଟ୍ରେନ ରେ ଯାତ୍ରା କରୁଛନ୍ତି ବହୁତ ସାବଧାନ ସହକାରେ ଯାତ୍ରା କରନ୍ତୁ |

ଟ୍ରେନରେ ଯାତ୍ରା କରିବା ସମୟରେ ଆପଣ କେବେ ଟ୍ରେନ ବଗିର ସାମ୍ନା ପଟରେ ଛିଡା ହୁଅନ୍ତୁ ନାହିଁ, କାରଣ ଲୋକେ ଗେଟ ସାମ୍ନାରେ ଛିଡା ହେଲେ ହଠାତ ତଳକୁ ଖସିପଡିବାର ଅନେକ ସମ୍ଭାବନା ରହିଛି |ଥରେ ଟ୍ରେନରୁ ଖସି ପଡିଲେ ଜୀବନ ପାଇବା ମୁସକିଲ ହୋଇପଡେ |ମୁମ୍ବାଇରେ ଏକ ଲୋକାଲ ଟ୍ରେନ ରେ କିଛି ଲୋକ ଯାତ୍ରା କରୁଥିବାର ନଜରକୁ ଆସିଥିଲା, ସେଥିରେ ଏକ ବଗିରେ କିଛି ବ୍ୟକ୍ତି ଗେଟ ସାମ୍ନାରେ ଛିଡା ହୋଇଥିଲେ |ଏହି ଠାରେ ଜଣେ ମହିଳା ମଧ୍ୟ ଛିଡା ହୋଇଥିଲା, ଟ୍ରେନଟି କିଛି ରାସ୍ତା ଅତିକ୍ରମ କଲା ପରେ ହଠାତ ତାର ବିପରୀତ ଦିଗରୁ ଏକ ଟ୍ରେନ ଆସିଲା ଆଉ ସେହି ସମୟରେ ମହିଳା ଜଣକ ଅନ୍ୟ ମନସ୍କ ଥିବାରୁ ତାଙ୍କର ହାତ ଖସି ଯାଇଥିଲା |

କିନ୍ତୁ ଭଗବାନଙ୍କ କୃପାରୁ ସେହି ଝିଅଟି ହାତ ଖସିଯିବା ସମୟରେ ତାଙ୍କ ପାଖରେ ଥିବା ଜଣେ ପୁରୁଷ ସେହି ଝିଅର ହାତ ଧରି ଦେଇଥିଲେ |ସେହି ପାଖରେ ଛିଡା ହୋଇଥିବା ବ୍ୟକ୍ତି ଜଣକ ପାଇ ସେ ଝିଅର ଜୀବନ ବଞ୍ଚି ଯାଇଥିଲା, ଯେତେବେଳେ ଆପଣ ଯୁଆଡେ ଯାତ୍ରା କରୁଛନ୍ତି ସେତେବେଳେ ଆପଣ ସାବଧାନ ସହକାରେ ଯାତ୍ରା କରନ୍ତୁ ନହେଲେ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି |ଏହି ମୁମ୍ବାଇର ଲୋକାଲ ଟ୍ରେନରୁ ଝିଅଟି ଖସି ପଡିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Comment