ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଆମ ମାନଙ୍କ ସାମ୍ନା ଆସିଥାଏ ଯାହାକୁ ଦେଖିଲେ ଆମ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଆଉ ସେହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ସାପ ଧରାଳି ଜଣଙ୍କ ସାପ ଟିକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ପୋଖରୀ ରେ ବୁଲୁଥିବା ବିଷଧର ନାଗ ସାପ କୁ ଧରୁଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ପାଥ ରେଡି ତାଲୁକା ଅନ୍ତର୍ଗତ ଇନୁଡୁଙ୍ଗେ ଗାଁ ରେ ଏକ ବିଷଧର ନାଗ ସାପ କୁ ଧରୁଥିବାର କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା | ଆଉ ଯେଉଁଠି ଏକ ଜଳାଶୟ କ୍ଷେତ ପାଖରେ ରହିଥିଲା ଆଉ ସେହି ଜଳାଶୟ ଭିତରେ ଦେଖିବାକୁ ମିଳିଥିଲା ଏକ ବିଷଧର ନାଗ ସାପ ଟିକୁ | ତାହା ସହିତ ଯାହା କୁହାଯାଉଛି କି ଏହି ନାଗ ସାପ ଟି କୁ ଧରିବା ପାଇଁ ଲୋକ ଜଣ ଙ୍କ ତାଙ୍କର ଟିମ କୁ ନେଇକ ଆସିଥିଲେ |
ତାହା ସହିତ ଯାହା କୁହାଯାଉଛି କି ସାପ ଟି ବହୁତ ମାରାତ୍ମକ ଅଟେ | ଆଉ ଯଦି ସେହି ପାଣି ଭିତରେ ସାପ ଟିକୁ ଧରିବା ପାଇଁ ଲୋକ ମାନେ ଚେଷ୍ଟା କରିଥାନ୍ତି ଯାହା ଯୋଗୁଁ ସାପ ଟି ପାଣି ଭିତରେ ମଧ୍ୟ ଦଂସନ କରି ପାରିବ ବୋଲି ମଧ୍ୟ କୁହାଯାଉଛି | ଆଉ ବର୍ତ୍ତମାନ ପାଣି ଭିତରେ ସାପ ଟିକୁ ନ ଧରି ପନିର ବାହାରକୁ ସାପ ଟିକୁ କାଢି ଆଣି ଧରିବା ପାଇଁ ସାପ ଧରାଳି ଜଣଙ୍କ ଚେଷ୍ଟା କରିଥିବାର କଥା କୁହାଯାଉଛି | ଆଉ ଦେଖିବାକୁ ମିଳିଥିଲା କି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କେଉଁ ଭଳି ଭାବରେ ସାପ ଟିକୁ କୂଳ କୁ ଆଣିବା ପାଇଁ ଚେଷ୍ଟା କରିଥିଲେ ଲୋକ ଜଣଙ୍କ|
ଆଉ ତାହା ପରେ ସାପ ଟିକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ସାପ ଟି କେଉଁ ଭଳି ଭାବରେ ନିଜର ଫେଣା କୁ ଉପରକୁ ଟେକୁଥିଲା ଆଉ ଲୋକ ଙ୍କୁ କାମୁଡିବା ପାଇଁ ଉପରକୁ ଉଠୁଥିଲା ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା | ଆଉ ତାହା ପରେ ସାପ ଧରାଳି ଜଣଙ୍କ ସାପ ଟିକୁ ବ୍ୟାଗ ଭିତରେ ପୁରାଇ ନେଇ ଯାଇଥିବାର ଦେଖିବାକୁ ମିଳିଥିଲା |
ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।