ହଟାତ କାହା ପାଇଁ ରୁପା ପିଣ୍ଟୁ କଲେ ମାନସିକ , ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ବନ୍ଧୁମାନେ ସୋସିଆଲ ମେଡିଆ କୁ ବିନିଯୋଗ କରି ଆଜିକାଲି ଅନେକ ଲୋକମାନେ ଅନେମ ଅର୍ଥ ଉପାର୍ଜନ କରିପାରୁଛନ୍ତି ।ଆଉ ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ରୁପା ଓ ପିଣ୍ଟୁ ,ତେବେ ୟୁଟ୍ୟୁବ ରେ ବ୍ଳଗିଂ ମାଧ୍ୟମରେ ସବୁଠି ଖୁବ ପରିଚିତ ହେଇ ପାରିଛନ୍ତି।ତେବେ ତାଙ୍କର ୟୁଟ୍ୟୁବ ଚେନାଲ ର ନାଁ ରହିଛି ରୁପା, ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ,ଆଉ ଦିନକୁ ଦିନ ଏହି ଚେନାଲ ର ସବସକ୍ରାଇବର ବଡିବାରେ ଲାଗିଛି ।ତେବେ ପିଣ୍ଟୁ ନିଜ ପରିବାର ର ଅନେକ ଭିଡିଓ ନିଜ ୟୁଟ୍ୟୁବ ଚେନାଲ ରେ ପୋଷ୍ଟ କରିଥାନ୍ତି ।ଆଉ ନିକଟରେ ପିଣ୍ଟୁ ଏକ ନୂଆ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେମାନେ ଆଖଣ୍ଡଳମଣି ଯିବାରେ ଦେଖିବାକୁ ମିଳିଛି,ତେବେ ଆଖଣ୍ଡଳମଣି ରେ କଣ କଣ ହେଉଛି ଭିଡ଼ିଓ ଦେଖିବା ଆସନ୍ତୁ ।

ତେବେ ସୋସିଆଲ ଏକ ପ୍ରକାର ପ୍ଲାଟଫାର୍ମ ଅଟେ ଯାହାକୁ କିଏ କେମିତି ବ୍ୟବହାର କରିବ ତାହା ସେହି ବ୍ୟକ୍ତି ଉପରେ ନିର୍ଭର କରିଥାଏ ।ତେବେ ପିଣ୍ଟୁ ଏହି ପ୍ଲାଟଫାର୍ମ କୁ ଠିକ ଭାବରେ ବ୍ୟବହାର କରିବା ସହିତ ଆଜି ଜଣେ ସେଲିବ୍ରେଟି ପାଲଟି ଯାଇଛନ୍ତି ।ତେବେ ରୁପା, ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ଚେନାଲ ରେ ପିଣ୍ଟୁ ଙ୍କ ପରିବାର ରେ ଘଟୁଥିବା ଅନେକ ଘଟଣା ଦେଖିବାକୁ ମିଳିଥାଏ ।ଆଉ ଏହାକୁ ଦେଖୀ ଦର୍ଶକ ବି ଖୁବ ଖୁସି ହେଇଥାନ୍ତି, ତେବେ ନିକଟରେ ରୁପା, ପିଣ୍ଟୁ,ଖୁସି, ଅନୀଲ ସମସ୍ତେ ମିଶଗ୍ଯ ଆଖଣ୍ଡଳମଣି ଯାଇଥିଲେ ।ଯେଉଁଠି ସେମାନେ ଖୁସିର ମାନସିକ ପୁରୁଣ କରୁଥିବାର ଦେଖିବାକୁ ମିଳୁଛି ।

ପ୍ରଥମେ ପିଣ୍ଟୁ ଙ୍କର ପରିବାର ଲୋକମାନେ ସମସ୍ତେ ଗାଡ଼ି ଘରୁ ବହରୁଛନ୍ତି ସେତିକି ବେଳେ ପିଣ୍ଟୁ କହୁଛନ୍ତି କି କେମିତି ଭଗବାନ ଙ୍କ ଡୋରି ନଲାଗିଲେ ତାଙ୍କ ପାଖକୁ ଯାଇହୁଏ ନାହିଁ ।ତେବେ ଏମିତି କଥା ଭିତରେ ସେମାନେ ଆଖଣ୍ଡଳମଣି ରେ ପହଁଚି ଯାଉଛନ୍ତି, ଗାଡି ପାର୍କିଂ କରିବା ପରେ ସମସ୍ତେ ନନା ଙ୍କ ସହିତ ମନ୍ଦିର ଯାଉଛନ୍ତି ।ତେବେ ମନ୍ଦିର ଯିବା ଭିତରେ ରୁପା ପିଣ୍ଟୁ ଙ୍କ ସହିତ ଅନେକ ଫେନ ସେଲ୍ଫି ବି ନେଉଛନ୍ତି ।ଏହାପରେ ରୁପା, ପିଣ୍ଟୁ ଖୁସି ପାଇଁ ଥିବା ମାନସିକ ପୂଜା ବଡାଇ ଦେଉଛନ୍ତି, ତେବେ ଖୁସି ର 3 ବର୍ଷ ଯାଏ କଣ ଦଶା ଖରାପ ଥିଲା ଯେଉଁଥି ପାଇଁ ରୂପ ଚନ୍ଦ୍ର ବ୍ରତ କରୁଥିଲେ ।ଆଉ ଖୁସିର 3 ବର୍ଷ ପୁରା ହେଲା ପରେ ଏହି ବ୍ରତ ବିଦା ଗଲା ।

ତେବେ ଏହାପରେ ସମସ୍ତେ ମନ୍ଦିର ବୁଲିବା ପରେ ନନା ଙ୍କ ଘରକୁ ଯାଉଛନ୍ତି ଯେଉଁଠି ସମସ୍ତେ ଆଖଣ୍ଡଳମଣି ଙ୍କ ଭୋଗ ଖାଉଛନ୍ତି ।ତେବେ ଫେରିବା ବେଳେ ନନା ଖୁସି ଙ୍କୁ ଗୋଟିଏ ଖେଳନା ଦେଲେ, ଆଉ ଏମିତି ଭିତରେ ରାତିରେ ଆସି ସମସ୍ତେ ଘରେ ପହଁଚିଲେ ।ତେବେ ରୁପା ପିଣ୍ଟୁ ଙ୍କର ଏଜି ମାନସିକ ପୂରଣ ଭିଡ଼ିଓ ଯଦି ଦେଝି ନାହାନ୍ତି ତେବେ ଜଲଦି ଦେଖନ୍ତୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment