ହଟାତ Rupa Pin2 Khushi ଙ୍କ ଘରକୁ ଆସିଲା ମାଙ୍କଡ଼ ! ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆ ଦେଉଛି ମନୋରଞ୍ଜନର ଏକ ଭିନ୍ନ ଦୁନିଆ। ସୋସିଆଲ ଖାଲି ମନୋରଞ୍ଜନ ର ଖୋରାକ ଯୋଗାଇ ପାରୁଛି ତାହା ନୁହେଁ ସୋସିଆଲ ମିଡିଆକୁ ମାଧ୍ୟମ କରି ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି। ଖାଲି ସେତିକି ନୁହେଁ ସୋସିଆଲ ମିଡ଼ିଆ ଲୋକଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇ ପାରୁଛି। ତେବେ ସୋସିଆଲ ମିଡିଆରୁ ନିଜର ପରିଚୟ ପାଇଥିବା ସେମିତି ଏକ ଲୋକପ୍ରିୟ ଚେହେରା ହେଉଛନ୍ତି ୟୁଟ୍ୟୁବର ରୂପା ପିଣ୍ଟୁ।
ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ।ପ୍ରତିଦିନ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କ ସହିତ ସେୟାର କରି ଦର୍ଶକ ଭଲ ପାଇବା ଜିତି ପାରିଛନ୍ତି ରୂପା ପିଣ୍ଟୁ।ପ୍ରତିଦିନ ରୂପା ଓ ପିଣ୍ଟୁ ନୂଆ ନୂଆ ଭିଡିଓକୁ ଭିନ୍ନ ଏକ ଶୈଳୀରେ ଦର୍ଶକ ସାମ୍ନା ରେ ରଖିଥାନ୍ତି ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଆଗ୍ରହର ସହିତ ଅନେଇ ରହିଥାନ୍ତି। ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି।
ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।ତେବେ ରୂପାଙ୍କୁ ଅଧିକାଂଶ ସମୟରେ ପଶୁ ପକ୍ଷୀ ମାନଙ୍କ ସହିତ ସମୟ ବିତାଉଥିବାର ଦେଖିବାକୁ ମିଳିଥାଏ। ଆଉ ରୂପା ମଧ୍ୟ ପଶୁ ପକ୍ଷୀ ମାନଙ୍କୁ ବହୁତ୍ ସ୍ନେହ ଆଦର କରୁଥିବାର ନଜର ଆସନ୍ତି। ତେବେ ଆଜି ମଧ୍ୟ ରୂପାଙ୍କ ଘରକୁ ଏକ ମାଙ୍କଡ ଛୁଆ ଆସିବାର ଦେଖିବାକୁ ମିଳୁଛି ଆଉ ଏହି ମାଙ୍କଡ ଛୁଆକୁ ରୂପା ବହୁତ୍ ସ୍ନେହ ଆଦର କରୁଥିବାର ଦେଖିବାକୁ ମିଳିଛିଏହା ସହିତ ନିଜ ହତାରେ ମାଙ୍ଗଡ ଛୁଆଟିକୁ ଖୁଆଇ ଦେଉଛନ୍ତି ରୂପା। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି।

ଏହା ସହିତ ଭିଡିଓରେ ଦେଖିବା ପାଇଁ ମିଳୁଛି ବହୁତ୍ ସାରା ମଜାମସ୍ତି। ଆଗକୁ ପିଣ୍ଟୁଙ୍କ ଘର ପଦିଷ୍ଟା ହେବା ପାଇଁ ଯାଉଛି ସେଥିପାଇଁ ରୂପା ଓ ପିଣ୍ଟୁ ଘରକୁ ସୁନ୍ଦର୍ ଭାବେ ସଜାଇବାରେ ଲାଗି ପଡିଛନ୍ତି। ତେବେ କିଛି ସମୟର ଏହି ଭିଡିଓରେ ଭରି ରହିଛି ବହୁତ୍ ସାରା ମଜା ମସ୍ତି ଯାହା ଆପଣ ଭିଡିଓ ଦେଖିଲେ ପରେ ଜାଣି ପାରିବେ। ତେବେ ଡେରି ନକରି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲର ଏହି ଭିଡିଓକୁ ନିଶ୍ଚିତ ଭାବେ ଦେଖନ୍ତୁ। ଆଶା କରୁଛୁ କି ରୂପା ପିଣ୍ଟୁଙ୍କ ଏହି ସୁନ୍ଦର୍ ବ୍ଲଗ୍ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ତେଣୁ ଆପଣ ନିଶ୍ଚିତ ଏହି ଭିଡିଓକୁ ଦେଖନ୍ତୁ ଓ ଏଞ୍ଜୟ୍ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।