ଦେଖନ୍ତୁ ଅଜବ ଭିଡିଓ – ଏହି ମନ୍ଦିରରେ ପୂଜାରୀ ନଥିଲେ ମଧ୍ୟ ମାଙ୍କଡ କରୁଛି ପୂଜା ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ….

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ହୋଇଥିବା ଘଟଣା ବିଷୟରେ।ଆପଣ ଜାଣିଛନ୍ତି ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରା ରେ ସେୟାର ଓ ପୋଷ୍ଟ ହେବାରେ ଲାଗିଛି।ସେହିଭଳି ଏକ ଘଟଣା ବିଷୟରେ ଆମେ କହୁଛୁ ଯାହା ସାଧାରଣରେ ବିଶ୍ବାସ କରିବା ସମ୍ଭବ ନୁହଁ କିନ୍ତୁ ଏହା ଏକ ସତ ଘଟଣା।ଏହି ଘଟଣାଟି ଆଜମିର ର ବଜରଙ୍ଗଗଡ ମନ୍ଦିର ରେ ଦେଖିବାକୁ ମିଳିଛି।ଏଠାରେ ଏକ ମାଙ୍କଡ଼ କରୁଛି ଭଗବାନଙ୍କ ପୂଜା।ଏହି ମାଙ୍କଡଟି ର ନାମ ହେଉଛି ରାମୁ।ତେବେ ୭ ବର୍ଷ ହେଲା ପୂଜା କରି ଆସୁଛି ରାମୁ ନାମକ ଏହି ମାଙ୍କଡ଼।

ତେବେ ଏହି ମାଙ୍କଡଟି ସେହି ମନ୍ଦିରରେ ହିଁ ସବୁବେଳେ ରହିଥାଏ ଓ ସେଠାରେ ବିଶ୍ରାମ କରେ।ସେ ଜଣେ ବ୍ରାହ୍ମଣ ଭଳି ଭଗବାନଙ୍କ ସମସ୍ତ ନୀତି କାନ୍ତି ଆଦି କରିଥାଏ। ଜଣେ ମାଙ୍କଡ଼ ହୋଇ ତାର ଏଭଳି ମଣିଷ ଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ ଏହି ମାଙ୍କଡ଼ ଏହିଭଳି କାର୍ଯ୍ୟ ପ୍ରତିଦିନ କରି ଆସୁଛି।

ସେ ଭଗବାନଙ୍କ କାର୍ଯ୍ୟ ଯଥା ହନୁମାନଙ୍କ ପାଦ ଧୋଇ ଦେବା, ତାଙ୍କୁ ତିଳକ ଲଗାଇ ଦେବା ଏବଂ ଘଣ୍ଟା ବଜାଇବା ଭଳି ସବୁ କାର୍ଯ୍ୟ ମନ୍ଦିରରେ କରିଥାଏ।ଏହାପରେ ସେ ଆଳତି ମଧ୍ୟ କରିଥାଏ ଏବଂ ନୃତ୍ୟ କରି ଲୋକ ମାନଙ୍କୁ ଦେଖାଇ ଥାଏ। ଲୋକେ ମନ୍ଦିରରେ ପ୍ରତିଦିନ ଏସବୁ ଦେଖିବାକୁ ପାଇଥାନ୍ତି।

ତେବେ ମାଙ୍କଡ଼ ରାମୁ ପ୍ରତିଦିନ ଏହିଭଳି ଭାବରେ ଭଗବାନଙ୍କ ସେବା କରିଥାଏ। ପ୍ରଭୁ ହନୁମାନ ଙ୍କ ପୂଜା ନିୟମିତ ଭାବରେ କରି ସେହି ମନ୍ଦିରରେ ହିଁ ସେ ବିଶ୍ରାମ ନେଇଥାଏ।ତେବେ ଗୋଟିଏ ବ୍ରାହ୍ମଣ ପରି ରାମୁ ଭଗବାନ ହନୁମାନ ଙ୍କ ଏହିପରି ମନ୍ଦିରରେ ସେବା କରିବା ବାସ୍ତବରେ ସମସ୍ତଙ୍କୁ ଚକିତ କରିଛି। ଲୋକେ ଏହାକୁ ଦେଖି ସେଠାକୁ ରାମୁ ପାଖରୁ ଆଶିର୍ବାଦ ନେବାକୁ ମଧ୍ୟ ଯାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।