ହଟାତ live ଆସି olywod ସିଙ୍ଗର ହ୍ୟୁମାନ ସାଗରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମିଷ୍ଟର ଗୁଲୁଆ…ଦେଖନ୍ତୁ video ..

ହଁ ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତେକ ଦିନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ ଭିଡ଼ିଓ ଆଉ ଘଟଣା ମାନ ମଧ୍ୟ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେ ବିଷୟରେ ଆପଣ ମାନେ ମଧ୍ୟ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ଗୁଲୁଆ ଆଣୁଛନ୍ତି ଓଡିଶା ର ଜଣା ଶୁଣା ସିଙ୍ଗରଙ୍କ ନାଁ ରେ ଗୁଲୁଆ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ | ଆଉ ଯେଉଁଠି ଗୁଲୁଆ କହିଛନ୍ତି କି ହ୍ଵିମାନ ଗୁଲୁଆ ଙ୍କ ସାଙ୍ଗରେ ଷ୍ଟେଜ ସେୟାର କରିବାକୁ ଚାହୁଁ ନ ଥିଲେ ତାହା ସହିତ ଗୁଲୁଆ ଙ୍କର ଜୀବିକା କୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ବୋଲି କହିବା ପାଇଁ ଲାଗିଥିଲେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଓଡ଼ିଆ ର ଲୋକ ପ୍ରିୟ ସିଙ୍ଗର ଯାହା ଙ୍କର ସ୍ୱର ର ଯାଦୁ କୁ ଶୁଣିବା ପାଇଁ ଓଡ଼ିଆ ଲୋକ ମାନେ ବେଶ ପସନ୍ଦ କରିଥାନ୍ତି ଓ ତାଙ୍କର ସ୍ୱର ର ଯାଦୁ ରେ ମୋତୁଆଲା ହୋଇଥାନ୍ତି ସେହି ଭଳି ଜଣେ ଜଣା ଶୁଣା ସିଙ୍ଗର ଜଣଙ୍କ ହେଉଛନ୍ତି ହ୍ଵିମାନ ସାଗର ଆଉ ତାଙ୍କ ନାଁ ରେ ସୋସିଆଲ ମିଡ଼ିଆ ଜରିଆରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଓଡିଶା ର ଜଣେ ବହୁତ ଭଲ କମେଡିଆନ ଭାବରେ ସାରା ଓଡ଼ିଶାରେ ନିଜର ନାଁ କମେଇଥିବା ସମସ୍ତଙ୍କ ର ଅତି ପ୍ରିୟ ର କମେଡ଼ି କଳାକାର ମିଷ୍ଟର ଗୁଲୁଆ |

ଆଉ ତାଙ୍କର ଅଭିଯୋଗ ଅନୁସାରେ ଯାହା କୁହାଯାଉଛି କି ଗୁଲୁଆ ଗତ କିଛି ଦିନ ପୂର୍ବରୁ ଶିଆଳି ର ଗୋଟିଏ ଷ୍ଟେଜ ପ୍ରଗ୍ରାମ କୁ କରିବା ପାଇଁ ଯାଇଥିଲେ |ତେବେ ସେଠାରେ ସେ ଷ୍ଟେଜ ପ୍ରଗ୍ରାମ କରିବାକୁ ଯାଇଥିବା ବେଳେ ହ୍ଵିମାନ ସାଗର ତାଙ୍କ ନାଁ ରେ ଅଭିଯୋଗ କରିଥିବା କଥା ଶୁଣିବାକୁ ମିଳିଥିଲା | ଆଉ ହ୍ଵିମାନ କହିଥିଲେ କି ଗୁଲୁଆ ଯଦି ଷ୍ଟେଜ ଉପରକୁ ପୋରଫୋମେନ୍ସ କରିବା ପାଇଁ ଯିବେ ତାହେଲେ ସେ ଯିବେ ନାହିଁ ବୋଲି |ଆଉ ଯେଉଁଠି ପାଇଁ ସେ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ମିଳି ନ ଥିଲା |

ଆଉ ଦୀର୍ଘ 2 ଘଣ୍ଟା ଧରି ଅପେକ୍ଷା କରିବା ପରେ 2 ମିନିଟ ପାଇଁ ତାଙ୍କୁ ଅଭିନୟ କରିବାର ସୁଯୋଗ ଦିଆଯାଇଥିଲା | ଆଉ ହ୍ଵିମାନ ଙ୍କର ଟିମ ତାଙ୍କୁ ଷ୍ଟେଜ କୁ ଯିବାକୁ ମଧ୍ୟ ଦେଇ ନ ଥିଲେ | କିନ୍ତୁ ଗୁଲୁଆ ଙ୍କର କହିବା କଥା କି ହ୍ଵିମାନ ଙ୍କ ସହିତ ତାଙ୍କର ପୋରସନାଲ କୌଣସି ବି ଦୁଷ୍ମନି ନାହିଁ ତେବେ ସେ କଣ ପାଇଁ ଖାଲି ରେ ତାଙ୍କର ଜୀବିକା କୁ ଚଢାଉଛନ୍ତି ଯାହାକୁ ନେଇକି ସେ ପେଟ ପଶୁଛନ୍ତି |

ଆଉ ଗୁଲୁଆ ଙ୍କର ଏହି ଭଳି ଅଭିଯୋଗ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment