ହଁ ଦର୍ଶକ ବନ୍ଧୁ ଅର୍ଚନା ନାଗ ଙ୍କ ବିରୋଧରେ ଯେଉଁ ସବୁ ମାମଲା ଲାଗିଥିଲା ତାହାର ସତ୍ୟା ସତ୍ୟ କୁ ଜାଣିବା ପାଇଁ ବର୍ତ୍ତମାନ ଜୋର ସୋର ରେ ଲାଗି ପଡିଥିଲା ଇଡି | ଆଉ ଯେଉଁଠି କୁହାଯାଉଛି କି ଅର୍ଚନା ନାଗ ଙ୍କର ହୁଙ୍କା ଭିତରେ ଆଉ କିଏ କିଏ ଫୋସିକି ରହିଥିଲା ସେ ସମସ୍ତ ଘଟଣା ବିଷୟରେ ବର୍ତମାନ ତଦନ୍ତ ଜୋର ସୋର ରେ ଚଳାଇବାକୁ ଲାଗିଛି ଇଡି | ଆଉ ଯାହା ଜଣା ପଡିଛି କି ଅର୍ଚନା ଙ୍କୁ ନେଇ ମୋଟରେ 4 ଜଣ ଥିଲେ ଏହି ବ୍ଲାକମେଲଙ୍ଗ ପଛରେ ମାଷ୍ଟର ମାଇଣ୍ଡ | ଆଉ ଯେଉଁ ମାନଙ୍କର ସାହାଯ୍ୟରେ ଅର୍ଚନା ନିଜର ବୁଦ୍ଧି ଖଟାଇ ଫୋସାଉଥିଲେ ବଡ଼ ବଡ଼ ନେତା ଆଉ ମନ୍ତ୍ରୀ ମାନଙ୍କୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ନାଗ ର ନାଗ ହୁଙ୍କା ରେ କେଉଁ କେଉଁ ମାନେ ଫୋସିକି ଥିଲେ ତାହା ବର୍ତ୍ତମାନ ତଦନ୍ତ ପରେ ସାମ୍ନା କୁ ଆସିବାରେ ଲାଗିଛି | ଆଉ ଯେଇଠି କୁହାଯାଉଛି କି କେଉଁ ନେତା, କେଉଁ ମନ୍ତ୍ରୀ ଆଉ କେଉଁ ବିଲଡର ମାନେ ଏଥିରେ ସାମିଲ ଥିଲେ ତାହାର ଜୋର ସୋର ରେ ତଦନ୍ତ ଚଳାଇଛି ଇଡି | ଆଉ ଯାହା ଜଣା ପଡିଛି କି ଅର୍ଚନା ଙ୍କ ସମେତ ଆଉ 4 ଜଣଙ୍କୁ ନେଇକି ତାଙ୍କର ଏହି ଧନ୍ଦା ଟି ଚାଲୁଥିଲା | ତେବେ ସେମାନେ ହେଉଛନ୍ତି ଅର୍ଚନା, ଅର୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ, ଖଗା, ଆଉ ତାହା ସହିତ ଜଣେ ନୂଆ ଲେଡି ଶ୍ରଦ୍ଧାଞ୍ଜଳି ବେହେରା |
ତେବେ ବର୍ତ୍ତମାନ ଇଡି ତଦନ୍ତ ଚଳେଇଛି କି ଅର୍ଚନା ନାଗ ଖାଲି ଏହି କାମ କରୁଥିଲା ପୁରୁଣା ଗାଡ଼ି ର ବେପାର ସହିତ ନା ଆଉ କଣ କଣ ସବୁ କରୁଥିଲା ବୋଲି | ତେବେ ଯାହା ଇଡି ର ସୂଚନା ରୁ ଜଣା ପଡିଛି କି ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ଅର୍ଚନା ଟଙ୍କା ଗୁଡିକୁ ଉଠାଉଥିଲା |ଆଉ ଯାହା କୁହାଯାଉଛି କି ଦକ୍ଷିଣ ଓଡିଶା ର ଜଣେ ନେତା ଙ୍କ ପାଖରୁ 30 ଲକ୍ଷ ଟଙ୍କା ଆଣିଥିଲେ ଶ୍ରଦ୍ଧାଞ୍ଜଳି ଅର୍ଚନା ନଙ୍କ କହିବା ଅନୁସାରେ | ଆଉ ଯେଉଁ କଥା କୁ ନେଇକି ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ଉପୁଜିଥିଲା |
ଆଉ ଯେଉଁଥିପାଇଁ ଶ୍ରଦ୍ଧାଞ୍ଜଳି ଅର୍ଚନା ଙ୍କ ନାଁ ରେ ଖଣ୍ଡଗିରି ଥାନା ରେ ମଧ୍ୟ ଅଭିଯୋଗ କରିଥିବା କଥା କୁହାଯାଉଛି | ତେବେ ବର୍ତ୍ତମାନ ଇଡି ତଦନ୍ତ ଚଳାଇଛି କି ଅର୍ଚନା ଙ୍କ ଏକାଉଣ୍ଟ କୁ କିଏ କିଏ ଟଙ୍କା ପଠାଇଛନ୍ତି ଓ ଅର୍ଚନା ଙ୍କ ଏହି ବ୍ଲାକମେଲିଙ୍ଗ ରେ ଆଉ କିଏ କିଏ ସାମିଲ ରହିଛି | ତେବେ ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।