IAS ପ୍ରଶ୍ନ: ଶରୀରର ଏମିତି କୋଉ ଭାଗ ଯେଉଁଠାରୁ କେବେ ବି ଝାଳ ବାହାରି ନଥାଏ? ଦମ୍ ଅଛି ତ ଉତ୍ତର କମେଣ୍ଟ କରି ଜଣାନ୍ତୁ ?

0

ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ ।

ଆପଣ ମାନେ ଯେଉଁ ପରୀକ୍ଷା ମାନେ ଦେଉଛନ୍ତି ବା ଦେବାକୁ ଚାହିଁଛନ୍ତି ସେଥିମଧ୍ୟରୁ ଆଇଏସ ପରୀକ୍ଷା ସବୁଠୁ କଠିନତର ଅଟେ । କାହିଁକିନା ଏହା ଦେଶର ଏବଂ ସମ୍ମାନତମ ଏବଂ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ ।\

ଏଥିରେ ଯେଉଁ ପ୍ରଶ୍ନ ସବୁ ପଚାରା ଯାଇଥାଏ ତାହା ଜଣେ ପ୍ରାର୍ଥୀକୁ ବହୁତ ଚିନ୍ତାରେ ପକେଇ ଦେଇଥାଏ । ମାତ୍ର ଜଣେ ବୁଦ୍ଦିମାନ ପ୍ରାର୍ଥୀ ହିଁ ଏହାର ସଠିକ ଉତ୍ତର ପ୍ରଦାନ କରିପାରିବ । ତେଣୁ ଆପଣ ମାନେ ଯଦି ଏହି ପରୀକ୍ଷା ଦେବାକୁ ଚାହୁଁଛନ୍ତି ତେବେ କଠିନ ପରିଶ୍ରମ ନିଶ୍ଚିତ ରୂପରେ କରନ୍ତୁ ।

ଆଜି ଆମେ ଆପଣ ମାନଙ୍କୁ ଆଇଏସରେ ପଚାରାଯାଇଥିବା କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହା ଆପଣଙ୍କର ଭବିଷ୍ୟତ ଜୀବନ ପାଇଁ ବହୁତ କାମରେ ଆସିବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1– ଭାରତର ସମ୍ବିଧାନର କୋଉ ଅନୁଛେଦ କାନୁନ୍ ର ସମାନତା ସହିତ ସଂପୃକ୍ତ ଅଟେ?

ଉତ୍ତର: ଅନୁଛେଦ ୧୪

2–ମାଇକ୍ରୋଫୋନର ଆବିଷ୍କାର କିଏ କରିଥିଲେ

ଉତ୍ତର–ଗ୍ରାହାମ ବେଲ

3–ସଂସାରର କେଉଁ ନଦୀ ସବୁଠାରୁ ଅଧିକ ପାଣିରେ ମିଶିଥାଏ

ଉତ୍ତର–ଆମାଜନ ନଦୀ

4–ବିଶ୍ୱର ସବୁଠାରୁ ବଡ ଦେଶ କିଏ

ଉତ୍ତର–ରୁଷ

5–ଶରୀରର କୋଉ ଭାଗ ଯେଉଁଠାରୁ କେବେ ବି ଝାଳ ବାହାରି ନଥାଏ?ଉତ୍ତର: ଶରୀରର ଓଠ ହିଁ ଏମିତି ଭାଗ ଯେଉଁଠାରୁ କେବେ ବି ଝାଳ ବାହାରିନଥାଏ

6–କେଉଁ ଦେଶର ପ୍ରଧାନମନ୍ତ୍ରୀକୁ ଶପଥ ନେବା ସମୟରେ ଫାଶିର ସଯା ହୋଇଥିଲା?

ଉତ୍ତର–ପାକିସ୍ଥାନ

7–ମରିବା ପରେ ମନୁଷ୍ୟର ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର–7ରୁ 10 ମିନିଟ ପର୍ଯ୍ୟନ୍ତ

8–ଏପରି କେଉଂ ଜୀବ ଅଟେ ଯାହା ଗୋଟିଏ ଦିନରେ କେବଳ 16 ମିନିଟ ଆରାମ କରାଥାଏ ?

ଉତ୍ତର–ଚିଟି ମାନେ

9–ଭାରତର କେଉଁ ରାଜ୍ୟକୁ ସୋୟା ପ୍ରଦେଶ କୁହାଯାଏ ?

ଉତ୍ତର–ମଧ୍ୟପ୍ରଦେଶ

10–ଜନ୍ମରୁ ମୃତ୍ୟୁ ନେଇ ମଣିଷର କେଉଁ ଅଂଗ ମୋଟେ ବି ବଢିନଥାଏ ?

ଉତ୍ତର–ଆଖିର କର୍ଣ୍ଣିକା

11–ମହିଳା ଜଣକ ବହୁତ ପ୍ରେମର ସହିତ ତାହା ଖୋଲନ୍ତି ଏବଂ ଜଣେ ଅଜଣା ବ୍ୟକ୍ତି ବହୁତ ପ୍ରେମର ସହ ତାହା କରେ ?

ଉତ୍ତର–ନମସ୍କାର କରିବା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।