IAS ଇଣ୍ଟରଭିୟୁ ରେ ଯୁବତୀଙ୍କୁ ପଚାରିଲେ, ବର୍ଷା ହେବା ମାତ୍ରେ ତୁମେ ତୁମର ସବୁ ବସ୍ତ୍ର ଦେହରୁ ବାହାର କରିଦେଲ ତା’ପରେ କ’ଣ ହେବ ??? ଉତ୍ତର ଶୁଣି ଆପଣ ବି ଅବାକ୍ ହୋଇଯିବେ

0

ମାନସିକ ଦକ୍ଷତା କୁ ପରୀକ୍ଷା କରିବା ପାଇଁ ଆପଣଙ୍କୁ ସରକାରୀ ସ୍ତରରେ ଭର୍ତ୍ତି ପାଇଁ ହେଉଥିବା ଆବେଦନ ରେ ମୌଖିକ ପରୀକ୍ଷା କରା ଯାଇଥାଏ।ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ।ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ। ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି।ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ ତେଣୁ ଉପସ୍ଥିତ ବୁଦ୍ଧି ଦ୍ବାରା ଏହାର ଉତ୍ତର ଦେଇହବ।

ସକାରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି ଆମକୁ ସେହିଭଳି ଉତ୍ତର ଦେଖିବାକୁ ପଡ଼ିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ। ଯେଉଁ ପ୍ରଶ୍ନ ଏହି ଭଳି ପରୀକ୍ଷା ରେ ପଚରା ଯାଇଥାଏ ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର ୯୦ ପ୍ରତିଶତ ଲୋକ ଜାଣି ନଥିବେ।ଏହା IAS ପରୀକ୍ଷାରେ ପଚାରାଯାଏ ।ତେବେ ଆସନ୍ତୁ ଆମେ ଏପରି ଏକ ସରଳିଆ ପ୍ରଶ୍ନର ଉତ୍ତର ସମ୍ପର୍କରେ ବତାଇ ଦେବୁ। ଯାହା ର ଉତ୍ତର ଦେଇ ଯୁବତୀ ଜଣଙ୍କ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ।

ପ୍ରଶ୍ନ ୧- ଏମିତି କଣ ଜିନିଷ ଅଟେ ଯାହାର ନାମ ଧରିଲେ ତାହା ଭାଙ୍ଗି ଯାଇଥାଏ?
ଉତ୍ତର- ମୌନ ରହିବା ବା ଚୁପ୍ ରହିବା।

ପ୍ରଶ୍ନ ୨-ଏମିତି କଣ ଅଟେ ଯାହା ପୁରୁଷ ଗୋଟିଏ ଥର କରିଥାଏ କିନ୍ତୁ ସ୍ତ୍ରୀ ବାର ବାର୍ କରିଥାଏ?
ଉତ୍ତର- ମୁଣ୍ଡରେ ସିନ୍ଦୂର ଲଗାଇବା। ଯାହା ସ୍ବାମୀ ବାହାଘର ସମୟରେ ଥରେ ମାତ୍ର ଦେଇଥାଏ। କିନ୍ତୁ ସ୍ତ୍ରୀ ନିଜେ ପ୍ରତିଦିନ ଲଗାଇ ଥାଏ।

ପ୍ରଶ୍ନ ୩- ଏମିତି କଣ ଅଟେ ଯାହା ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇଲେ ଆପଣ ବହୁତ୍ ଖୁସି ହୁଅନ୍ତି?
ଉତ୍ତର- ମୁଦି।

ପ୍ରଶ୍ନ ୪- କେଉଁ ସମୟରେ ସମ୍ଭୋଗ କରିବା ଦ୍ୱାରା ପୁରୁଷ ଏବଂ ମହିଳାଙ୍କ ହୃଦୟର ସ୍ପନ୍ଦନ ବଢ଼ି ଯାଇଥାଏ?
ଉତ୍ତର- ଦିନ ୧୧ ରୁ ୨ ଟା ମଧ୍ୟରେ।

ପ୍ରଶ୍ନ ୫- ଏମିତି କେଉଁ ପଶୁ ରହିଛି ଯାହାର କ୍ଷୀର ପିଇଲେ ଆପଣଙ୍କୁ ନିଶା ହୋଇପାରେ?
ଉତ୍ତର- ମାଈ ହାତୀର କ୍ଷୀର ପିଇଲେ ଆପଣଙ୍କୁ ନିଶା ହୋଇପାରେ।

ପ୍ରଶ୍ନ ୬- ବର୍ଷା ହେବା ମାତ୍ରେ ତୁମେ ତୁମର ସବୁ ବସ୍ତ୍ର ଦେହରୁ ବାହାର କରିଦେଲ ତାପରେ କଣ ହେବ??
ଉତ୍ତର- ଝିଅଟି ଉତ୍ତର ଦେଲା ଯେ, ମୋର ଶୁଖିଲା ପୋଷାକ ଓଦା ହେବାରୁ ବଞ୍ଚି ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।