IAS ଇଣ୍ଟରଭିଉରେ ପଚରାଯାଇଥିବା ଏହି ପ୍ରଶ୍ନର ଝିଅଟି ଦେଲେ ଏପରି ଉତ୍ତର… ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ଦେଶରେ ଭାରତୀୟ ପ୍ରଶାସନିକ ପରୀକ୍ଷା ସବୁଠାରୁ କଷ୍ଟସାଧ୍ୟ ହୋଇଥାଏ , ଏଥିପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପିଲାମାନେ ଏହି ପରୀକ୍ଷା ଦେଇଥାନ୍ତି । କିନ୍ତୁ ସେଥିରେ ବହୁତ ଅଳ୍ପ ଜଣ ସିଲେକ୍ଚ ହୋଇଥାନ୍ତି । IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବା ପାଇଁ ପଡିଥାଏ । ଏଥିରେ ଅନେକ କଠିନ ଏବଂ ଚାଲାଖ ପ୍ରଶ୍ନ ପଚାରା ଯାଇଥାଏ , ଯାହାର ଉତ୍ତର ଜଣେ ଚାଲାକ ବ୍ୟକ୍ତି ହିଁ ଦେଇପାରେ । ମନକୁ ଶାନ୍ତ ଏବଂ ସ୍ଥିର ରଖି ଆରାମ ସେ ଏହି ପଶ୍ନ ଗୁଡିକର ଉତ୍ତର ଦେବା ଆବଶ୍ୟକ ଅଟେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ସାକ୍ଷାତାକାର ରେ ପଚାରାଯାଇଥିବା କିଛି ଭିନ୍ନ ଏବଂ ଅଦ୍ଭୁତ ପ୍ରଶ୍ନ ବିଷୟରେ କହିବୁ । ଯାହା ଆପଣ ମାନଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିବ । ଭାରତୀୟ ପ୍ରଶାସନିକ ପରୀକ୍ଷାରେ ତିନୋଟି ପର୍ଯ୍ୟାୟରେ ଶେଷ ହୋଇଥାଏ , ଛାତ୍ରୀ ମାନେ ସେଥିରେ ସଫଳ ହେବା ପରେ ଛାତ୍ରୀଙ୍କ ପ୍ରାଥମିକ ଅନୁଯାୟୀ IAS ,IFS , IPS , IRS ଆଦି ପଦବୀରେ ମନୋନିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି କେତେକ ପ୍ରଶ୍ନ ଉତ୍ତର ସମ୍ପର୍କରେ , ଯାହା ଆମକୁ ସଫଳତା ଶୀର୍ଷରେ ପହଞ୍ଚାଇବ ।

1. ରାମୁର ବାପାଙ୍କ ତିନି ପୁଅ ପ୍ରଥମଟିର ନାମ ଜୁନ , ଦ୍ୱିତୀୟଟିର ନାମ ଜୁଲାଇ , ତୃତୀୟଟିର ନାମ କଣ ?
ଉତ୍ତର – ରାମୁ ।

2. ଦଶ ଟଙ୍କା ରେ ଏମିତି କଣ କିଣିବା ଯାହାଦ୍ୱାରା ପୂରା କୋଠରୀ ଭରି ଯିବ ?
ଉତ୍ତର – ଦିଆସିଲି ଏବଂ ମହମବତୀ ।

3. 3 ଟି କୁକୁଡା 3 ଦିନରେ 3 ଟି ଅଣ୍ଡା ଦିଅନ୍ତି , 300 ଟି କୁକୁଡା 3 ଦିନରେ କେତୋଟି ଅଣ୍ଡା ଦେବେ ?
ଉତ୍ତର – 300 ଟି ।

4. ଆଫ୍ରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାର ଦାନ୍ତର ରଙ୍ଗ କଣ ହୋଇଥିବ ?
ଉତ୍ତର – ଜନ୍ମ ହେବା ମାତ୍ରେ ଦାନ୍ତ ଉଠି ନଥାଏ ।

5. ତାହା କଣ ଯେଉଁଠାରୁ ଆପଣ ସବୁ ନେଇଯିବେ ତଥାପି କିଛି ରହିଯିବ ?
ଉତ୍ତର – ସବୁକିଛି ।

6. ଆଗ ବାପାର ଜାନ୍ମ ନା ପୁଅ ର ?
ଉତ୍ତର – ପୁଅ ଜନ୍ମ ହେଲେ ବାପା ଡାକିବି

7. ତାହା କଣ ଯାହାକୁ ଆପଣ ଦେଖିପାରିବେ କିନ୍ତୁ ଅନ୍ୟକୁ ଦେଖେଇ ପାରିବେ ନାହିଁ ?
ଉତ୍ତର – ସ୍ୱପ୍ନ ।

8. ପୁଅମାନେ ଧଳା ଧଳା କଣ ବାହାର କରନ୍ତି ଏବଂ ଝିଅ ମାନେ ତାହା ପି ଦିଅନ୍ତି ?
ଉତ୍ତର – ପୁଅମାନେ ଆଖିରୁ ଲୁହ ବାହାର କରନ୍ତି କିନ୍ତୁ ଝିଅ ମାନେ ଲୁହ ପିଅନ୍ତି । ସେମାନେ ସେମାନଙ୍କ ଯନ୍ତ୍ରଣା କୁ ସବୁବେଳେ ଲୁଚେଇ ରଖନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।