IAS ପରୀକ୍ଷା ପ୍ରଶ୍ନ: ଝିଅ ମାନଙ୍କର ଏମିତି କଣ ଯାହା ପୁଅ ମାନଙ୍କ ଅପେକ୍ଷା ଜଲଦି ବାହାରି ପଡେ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ମୌଖିକ ପରୀକ୍ଷାରେ ପଚରା ଯାଇଥିବା କିଛି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା IAS ପରୀକ୍ଷା ରେ ପଚରା ଯାଇଥିବା କିଛି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଝିଅ ମାନଙ୍କର କେଉଁ ଅଙ୍ଗ ପ୍ରତି ଦୁଇ ମାସରେ ବଦଳି ଯାଏ ?

ଉତ୍ତର: ଆଇବ୍ରୋ।

(୨) ପ୍ରଶ୍ନ:- ଗୋଟିଏ ସ୍ତ୍ରୀ ସମସ୍ତଙ୍କ ଆଗରେ ଖୋଲି ପାରିବ କିନ୍ତୁ ତା ସ୍ୱାମୀ ଆଗରେ ଖୋଲି ପାରିବ ନାହିଁ, ତାହା କଣ ?

ଉତ୍ତର: ମଙ୍ଗଳସୁତ୍ର।

(୩) ପ୍ରଶ୍ନ:- କେଉଁ କାମ କରିଲା ବେଳେ ପୁଅ ମାନଙ୍କର ଦେହ ଗରମ ହୋଇଯାଏ ?

ଉତ୍ତର: ବ୍ୟାମ।

(୪) ପ୍ରଶ୍ନ:- ଝିଅ ମାନଙ୍କର ଏମିତି କେଉଁ ଜିନିଷ ପୁଅ ମାନଙ୍କ ଅପେକ୍ଷା ଜଲଦି ବାହାରି ପଡେ ?

ଉତ୍ତର: ଲୁହ।

(୫) ପ୍ରଶ୍ନ:- କେଉଁ ଜିନିଷ ଝିଅ ମାନଙ୍କର ଆଗରେ ଥାଏ, ଏବଂ କୁକୁରର ପଛରେ ଥାଏ ?

ଉତ୍ତର: ଇଂରାଜୀ ଅକ୍ଷର ‘girl’ ଆଗରେ ‘g’ ପ୍ରଥମ ଅକ୍ଷର ଏବଂ ଇଂରାଜୀ ଅକ୍ଷର ‘dog’ ପଛରେ ‘g’ ଥାଏ।

(୬) ପ୍ରଶ୍ନ:- ଯେତେବେଳେ ଗୋଟିଏ ଝିଅ ଜଣେ ବୟସ୍କ ଲୋକଙ୍କୁ ନଇଁ ମୁଣ୍ଡିଆ ମାରି ଥାଏ ତାହାର କଣ ଦେଖା ଯାଏ ?

ଉତ୍ତର: ସଂସ୍କାର।

(୭) ପ୍ରଶ୍ନ:- ସେଇଟା କଣ ଯାହା ମାସକୁ ଥରେ ଆସେ ଏବଂ ୨୪ ଘଣ୍ଟା ପରେ ଚାଲି ଯାଇଥାଏ ?

ଉତ୍ତର: ତାରିଖ।

(୮) ପ୍ରଶ୍ନ:- ଉପରୁ କିସ କରାଯାଏ, ମଝିରୁ ଧରାଯାଏ, ତଳୁ ନିଆଁ ଲଗାଯାଏ, ତାହା କଣ ?

ଉତ୍ତର: ସିଗାରେଟ।

(୯) ପ୍ରଶ୍ନ:- ଏମିତି କଣ ଯାହା ଆମର ଜିନିଷ ହୋଇଥାଏ କିନ୍ତୁ ତାକୁ ବ୍ୟବହାର କରନ୍ତି ଅନ୍ୟ ମାନେ ?

ଉତ୍ତର: ନିଜର ନାମ ।

(୧୦) ପ୍ରଶ୍ନ:- ଏମିତି କେଉଁ ଜିନିଷ ଆମେ ଖାଇବା ପାଇଁ କିଣୁ କିନ୍ତୁ, ଖାଉ ନାହୁଁ ?

ଉତ୍ତର: ପ୍ଲେଟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।