IAS -ପରୀକ୍ଷା ପ୍ରଶ୍ନ: ଝିଅ ମାନଙ୍କର ଅଙ୍ଗକୁ ଚାଟିଲେ ତାହା ଲାଲ ହୋଇଯାଏ ? ୯୯% ଫେଲ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଖାଲି ଯେ ଚାକିରୀ କ୍ଷେତ୍ରରେ ସହାୟକ ହେବ ତାହା ନୁହେଁ। ଆପଣଙ୍କ ଠାରୁ ଜନ୍ମିତ ଦାୟାଦ ମଧ୍ୟ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରାଯାଇପାରିବ। ଆଜି ଆମେ ଆପଣଙ୍କୁ UPSC ପରୀକ୍ଷା ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଦେଶ ଦୁନିଆ ସମ୍ପର୍କିତ କିଛି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- କେଉଁ ରାଜ୍ୟରେ ବାଉଁଶ ଗଛ ଅଧିକ ଅଛି ?

ଉତ୍ତର: ବିହାର।

(୨) ପ୍ରଶ୍ନ:- ବିଶ୍ୱର କେଉଁ ଦେଶରେ ଧଳା ହାତୀ ଦେଖା ଯାଆନ୍ତି ?

ଉତ୍ତର: ଥାଇଲାଣ୍ଡ।

(୩) ପ୍ରଶ୍ନ:- ନିଜ ଇଛା ଅନୁସାରେ ଅଣ୍ଡା ଦେଉଥିବା ପ୍ରାଣୀର ନାମ କଣ ?

ଉତ୍ତର: ରାଣୀ ମହୁମାଛି।

(୪) ପ୍ରଶ୍ନ:- କେଉଁ ପ୍ରାଣୀ ପାଖରେ ତିନୋଟି ହୃଦୟ ଅଛି ?

ଉତ୍ତର: ଅକ୍ଟପସ।

(୫) ପ୍ରଶ୍ନ:- ଝିଅ ମାନଙ୍କର ଅଙ୍ଗକୁ ଚାଟିଲେ ତାହା ଲାଲ ହୋଇଯାଏ ?

ଉତ୍ତର: ଓଠ।

(୬) ପ୍ରଶ୍ନ:- କେଉଁ ଜୀବ ଜୀବନ କାଳ ମଧ୍ୟରେ ବେଶି ସମୟ ଶୋଇଥାଏ ?

ଉତ୍ତର: ବେଙ୍ଗ।

(୭) ପ୍ରଶ୍ନ:- କେଉଁ ଯିବ ପାଣି ପିଇ ନାହିଁ କିମ୍ବା ଖାଦ୍ୟ ଖାଏ ନାହିଁ ?

ଉତ୍ତର: ନିର୍ଜୀବ।

(୮) ପ୍ରଶ୍ନ:- ତାହା କଣ ଆପଣ ସବୁ ନେଇଯିବେ କିନ୍ତୁ କିଛି ରହିଯିବ ?

ଉତ୍ତର: ସବୁକିଛି ( ‘ସବୁ’ ଶବ୍ଦ)

(୯) ପ୍ରଶ୍ନ:- ଜଣେ ବ୍ୟକ୍ତି ୩୦ ଦିନ ନ ଶୋଇ କିପରି ବଂଚି ପାରିବ ?

ଉତ୍ତର: ଦିନରେ ଶୋଇବାର ଆବଶ୍ୟକତା ନାହିଁ ।

(୧୦) ପ୍ରଶ୍ନ:- ତାହା କେଉଁ ଶବ୍ଦ ସମସ୍ତେ ଶୁଣି ପାରନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?

ଉତ୍ତର: ଘୁଙ୍ଗୁଡ଼ି।

(୧୧) ପ୍ରଶ୍ନ:- ପୃଥିବୀର ସବୁଠାରୁ ବଡ ଗଣତନ୍ତ୍ର ର ନାମ କଣ ?

ଉତ୍ତର: ଭାରତୀୟ ସମ୍ବିଧାନ।

(୧୨) ପ୍ରଶ୍ନ:- NCERT ର ଫୁଲଫର୍ମ କଣ ?

ଉତ୍ତର: National Council Of Research And Training

(୧୩) ପ୍ରଶ୍ନ:- UGC ର ଫୁଲଫର୍ମ କଣ ?

ଉତ୍ତର: University Grant Commission

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।