ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଖାଲି ଯେ ଚାକିରୀ କ୍ଷେତ୍ରରେ ସହାୟକ ହେବ ତାହା ନୁହେଁ। ଆପଣଙ୍କ ଠାରୁ ଜନ୍ମିତ ଦାୟାଦ ମଧ୍ୟ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରାଯାଇପାରିବ। ଆଜି ଆମେ ଆପଣଙ୍କୁ ଦେଶ ଦୁନିଆ ସମ୍ପର୍କରେ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଦେଶ ଦୁନିଆ ସମ୍ପର୍କିତ କିଛି ଚତୁର ପ୍ରଶ୍ନ;
(୧) ପ୍ରଶ୍ନ:- ବିଶ୍ୱର ସବୁଠାରୁ ବଡ ଘରୋଇ ବ୍ୟାଙ୍କ ର ନାମ କଣ ?
ଉତ୍ତର: ବ୍ୟାଙ୍କ ଅଫ ଆମେରିକା।
(୨) ପ୍ରଶ୍ନ:- ବିଲେଇ କେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ ?
ଉତ୍ତର: ପ୍ରାକୃତିକ ଅନୁସାରେ ବିଲେଇର ଜୀବନ କାଳ ୧୫ ବର୍ଷ।
(୩) ପ୍ରଶ୍ନ:- ମଶା ଗୋଟିଏ ସେକେଣ୍ଡ ରେ କେତେଥର ଡେଣା ହଲାଇ ଥାଏ ?
ଉତ୍ତର: ୩୦୦ ଥର ଡେଣା ହଲାଏ।
(୪) ପ୍ରଶ୍ନ:- କେଉଁ ଦେଶରେ ସବୁଠାରୁ ଅଧିକ ଆଖୁ ଉତ୍ପାଦନ ହୋଇଥାଏ ?
ଉତ୍ତର: ବ୍ରାଜିଲ।
(୫) ପ୍ରଶ୍ନ:- ଘୋଡା ଦିନରେ କେତେ ସମୟ ଶୋଇ ଥାଏ ?
ଉତ୍ତର: ୨୦ ରୁ ୨୫ ମିନିଟ ଶୋଇଥାଏ।
(୬) ପ୍ରଶ୍ନ:- କଳିଯୁଗ ଆଉ କେତେ ବର୍ଷ ବାକି ଆଛି ?
ଉତ୍ତର: 4,26,887 ବର୍ଷ ବାକି ରହିଛି।
(୭) ପ୍ରଶ୍ନ:- ସିଂହ ର ଗର୍ଜନ କେତେ କିଲୋମିଟର ପର୍ଯ୍ୟନ୍ତ ଶୁଣା ଯାଇଥାଏ ?
ଉତ୍ତର: ହାରାହାରି ୮ କିଲୋମିଟର ପର୍ଯ୍ୟନ୍ତ ସୁବିଥାଏ।
(୮) ପ୍ରଶ୍ନ:- ଭାରତରେ ଅଜଗର ମାନଙ୍କ ର ଗାଁ କେଉଁ ଜିଲ୍ଲାରେ ରହିଛି ?
ଉତ୍ତର: ମଧ୍ୟ ପ୍ରଦେଶର ମଣ୍ଡେଲା ଜିଲ୍ଲାର ରହିଛି।
(୯) ପ୍ରଶ୍ନ:- ଭରତ ର ଆକାଶ ମାର୍ଗ କେତେ ବଡ ହୋଇଥାଏ ?
ଉତ୍ତର: ସମୁଦାୟ ୧୦.5 ଲକ୍ଷ ବର୍ଗ କିଲୋମିଟର।
(୧୦) ପ୍ରଶ୍ନ:- ମହିଳାଙ୍କ କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇ ଯାଏ ?
ଉତ୍ତର: ଆଖିଡୋଳା।
(୧୧) ପ୍ରଶ୍ନ:- ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ର ନାମ କଣ ?
ଉତ୍ତର: ଭାରତ।
(୧୨) ପ୍ରଶ୍ନ:- କେଉଁ ଦେଶ କେବେବି ଯୁଦ୍ଧରେ ଭାଗ ନେଇ ନାହିଁ ?
ଉତ୍ତର: ସ୍ୱଇଜରଲ୍ୟାଣ୍ଡ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।