IAS ପ୍ରଶ୍ନ – ଚାଲି ନ ଜାଣିଲେ——–ର ଦୋଷ ?ଏହି ପ୍ରଶ୍ନର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ

ଆଜିର ସମୟରେ ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କାରଣ ଏହା ଆମକୁ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ଅନେକ ସମୟରେ ଛୋଟ ଛୋଟ ଭୁଲ ପାଇଁ ଅନେକ ପିଲା ମାନେ ଯେଉଁ ସ୍ଥାନରେ ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି ସେଠାରେ ପହଞ୍ଚି ପାରନ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ଯାଇ ସେମାନେ କୌଣସି କ୍ଷେତ୍ରରେ ନିଜକୁ ସଫଳ ମଣିଷ ଭାବେ ଗଢିତୋଳି ଥାନ୍ତି । ତେବେ ଆଜି ଆମେ ଜାଣିବା ସେହି ସାଧାରଣ ଜ୍ଞାନ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।

1 କଞ୍ଚାବେଳେ ଲତପତ ପାଚିଗଲେ ଟାଣ ଏହାର ଉତ୍ତର କହିଦିଅ ରହିଲା ମୋରାଣ ?
ଉତ୍ତର – ମାଟି ହାଣ୍ଡି ।

2 କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ?
ଉତ୍ତର – ଉକୁଣୀ ।

 3 କହିଲ ଦେଖି କେଉଁ ଫଳର ଆଖି ତିନୋଟି ?
ଉତ୍ତର – ନଡିଆ ।

4 କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କି ଯିବ ସିଏ କହିଲ ଭାଇ ?
ଉତ୍ତର – ଚିଙ୍ଗୁଡି ।

5 କାଠର ବାଛୁରୀ ପଥର ଗାଇ ଯେତେ ଦୁହୁଁ ଥିଲେ ପହ୍ନଉଥାଇ ?
ଉତ୍ତର – ଚନ୍ଦନ କାଠ ପେଡି ।

6 ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର – ବାଷ୍ପ ।

7 ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?
ଉତ୍ତର – ଭେଣ୍ଡି ।

8 କଞ୍ଚା ହଳଦିଆ , ପାଚିଲା କଳା ନକହି ପାରିଲେ ରାଜ୍ୟରୁ ପଳା ?
ଉତ୍ତର – ଖଜୁରୀ କୋଳି ।

9 ମହୁମାଛି ର କେତୋଟି ଆଖି ଅଛି ?
ଉତ୍ତର – 5 ଟି ।

10 ଗୋଟିଏ ବୁଢିଆଣୀର କେତୋଟି ଆଖି ଅଛି ?
ଉତ୍ତର – 8 ଟି ।

11 କେଉଁ ପ୍ରାଣୀ ଜଳରେ ଦ୍ରୁତ ଗତିରେ ଦୌଡିପାରେ ?
ଉତ୍ତର – ଜଳହସ୍ତୀ ।

12 ବାଘପରି ଗର୍ଜନ କରୁଥିବା ପକ୍ଷୀର ନାମ କଣ ?
ଉତ୍ତର – ବିଟନ ।

13 ତାହା କଣ ଯାହା ଅନ୍ୟର ଅଧିକ , ନିଜର କମ ବ୍ୟବାହର କରିଥାଉ ?
ଉତ୍ତର – ନାମ ।

14 ତାହା କଣ ଯାହା ଅନ୍ୟ ମାନଙ୍କୁ ଜଣାନଥାଇ ପାରେ କିନ୍ତୁ ଆପଣ ଙ୍କୁ ଜଣାଥାଏ ?
ଉତ୍ତର – ଆପଣଙ୍କ ଆଡ୍ରେସ ।

15 ତାହା କଣ ଯାହାକୁ ଆପଣ କାଟିଥାନ୍ତି କିନ୍ତୁ କେବେ ହେଲେ ଖଣ୍ଡ ଖଣ୍ଡ କରି ପାରନ୍ତି ନାହିଁ ?
ଉତ୍ତର – ସମୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment