IAS ପ୍ରଶ୍ନ – ଚାଲି ନ ଜାଣିଲେ——–ର ଦୋଷ ?ଏହି ପ୍ରଶ୍ନର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ

0

ଆଜିର ସମୟରେ ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କାରଣ ଏହା ଆମକୁ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ଅନେକ ସମୟରେ ଛୋଟ ଛୋଟ ଭୁଲ ପାଇଁ ଅନେକ ପିଲା ମାନେ ଯେଉଁ ସ୍ଥାନରେ ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି ସେଠାରେ ପହଞ୍ଚି ପାରନ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ଯାଇ ସେମାନେ କୌଣସି କ୍ଷେତ୍ରରେ ନିଜକୁ ସଫଳ ମଣିଷ ଭାବେ ଗଢିତୋଳି ଥାନ୍ତି । ତେବେ ଆଜି ଆମେ ଜାଣିବା ସେହି ସାଧାରଣ ଜ୍ଞାନ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।

1 କଞ୍ଚାବେଳେ ଲତପତ ପାଚିଗଲେ ଟାଣ ଏହାର ଉତ୍ତର କହିଦିଅ ରହିଲା ମୋରାଣ ?
ଉତ୍ତର – ମାଟି ହାଣ୍ଡି ।

2 କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ?
ଉତ୍ତର – ଉକୁଣୀ ।

 3 କହିଲ ଦେଖି କେଉଁ ଫଳର ଆଖି ତିନୋଟି ?
ଉତ୍ତର – ନଡିଆ ।

4 କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କି ଯିବ ସିଏ କହିଲ ଭାଇ ?
ଉତ୍ତର – ଚିଙ୍ଗୁଡି ।

5 କାଠର ବାଛୁରୀ ପଥର ଗାଇ ଯେତେ ଦୁହୁଁ ଥିଲେ ପହ୍ନଉଥାଇ ?
ଉତ୍ତର – ଚନ୍ଦନ କାଠ ପେଡି ।

6 ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର – ବାଷ୍ପ ।

7 ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?
ଉତ୍ତର – ଭେଣ୍ଡି ।

8 କଞ୍ଚା ହଳଦିଆ , ପାଚିଲା କଳା ନକହି ପାରିଲେ ରାଜ୍ୟରୁ ପଳା ?
ଉତ୍ତର – ଖଜୁରୀ କୋଳି ।

9 ମହୁମାଛି ର କେତୋଟି ଆଖି ଅଛି ?
ଉତ୍ତର – 5 ଟି ।

10 ଗୋଟିଏ ବୁଢିଆଣୀର କେତୋଟି ଆଖି ଅଛି ?
ଉତ୍ତର – 8 ଟି ।

11 କେଉଁ ପ୍ରାଣୀ ଜଳରେ ଦ୍ରୁତ ଗତିରେ ଦୌଡିପାରେ ?
ଉତ୍ତର – ଜଳହସ୍ତୀ ।

12 ବାଘପରି ଗର୍ଜନ କରୁଥିବା ପକ୍ଷୀର ନାମ କଣ ?
ଉତ୍ତର – ବିଟନ ।

13 ତାହା କଣ ଯାହା ଅନ୍ୟର ଅଧିକ , ନିଜର କମ ବ୍ୟବାହର କରିଥାଉ ?
ଉତ୍ତର – ନାମ ।

14 ତାହା କଣ ଯାହା ଅନ୍ୟ ମାନଙ୍କୁ ଜଣାନଥାଇ ପାରେ କିନ୍ତୁ ଆପଣ ଙ୍କୁ ଜଣାଥାଏ ?
ଉତ୍ତର – ଆପଣଙ୍କ ଆଡ୍ରେସ ।

15 ତାହା କଣ ଯାହାକୁ ଆପଣ କାଟିଥାନ୍ତି କିନ୍ତୁ କେବେ ହେଲେ ଖଣ୍ଡ ଖଣ୍ଡ କରି ପାରନ୍ତି ନାହିଁ ?
ଉତ୍ତର – ସମୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।