ଆଜିର ସମାଜରେ ପ୍ରତ୍ୟେକ ପିଲା ମାନଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହେଲେ ପ୍ରଥମେ ନିଜକୁ ବୁଦ୍ଦିମାନ ହେବାକୁ ପଡିଥାଏ । କାରଣ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ଉତ୍ତିର୍ଣ୍ଣ ହେବା ପାଇଁ ସର୍ବ ପ୍ରଥମେ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କମ୍ପିଟେଟିଭ ପରିକ୍ଷାରେ ଯେଉଁ ପ୍ରଶ୍ନ ମାନ ପଚାରାଯାଇଥାଏ , ତାହାର ଉତ୍ତର ଜଣେ ବୁଦ୍ଦିମାନ ବ୍ୟକ୍ତି ହିଁ ଦେଇ ପାରିଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କେତେକ ବୁଦ୍ଦିମାନର ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।
1 ପୃଥିବୀର କେଉଁ ଦେଶରେ ସବୁଠାରୁ କମ୍ ଅପରାଧ ହୋଇଥାଏ ?
ଉତ୍ତର – ଇସ୍ରାଏଲ ।
2 ନିଳ ନଦୀର ଲମ୍ୱ କେତେ ?
ଉତ୍ତର – 6 , 650 କିଲୋମିଟର ।
3 କେଉଁ ଦେଶର ଲୋକମାନେ 5 ଲକ୍ଷ୍ୟ ଟଙ୍କିଆ ନୋଟ୍ ବ୍ୟବହାର କରନ୍ତି ?
ଉତ୍ତର – ଭିଏତନାମ ।
4 PEN ଫୁଲ୍ ଫର୍ମ କଣ ?
ଉତ୍ତର – Poets Essayist And Novelists ।
5 ବିଶ୍ୱର ସବୁଠାରୁ ମହଙ୍ଗା ଫଳର ନାମ କଣ ?
ଉତ୍ତର – ୟୁରିନ ନାମକ ତରବୁଜ ।
6 ଏମିତି କେଉଁ ଜିନିିଜକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?
ଉତ୍ତର – ଘଡି ।
7 ଉତ୍କଳ ରତ୍ନ କିଏ ଅଟନ୍ତି ?
ଉତ୍ତର – ବିଶ୍ୱନାଥ ମିଶ୍ର ।
8 ଓଡିଶାର ଗଙ୍ଗା ବୋଲି କାହାକୁ କୁହାଯାଏ ?
ଉତ୍ତର – ମହାନଦୀକୁ ।
9 ଓଡିଶାର ସ୍ୱର୍ଣ୍ଣ କ୍ଷେତ୍ର କେଉଁ ଠାରେ ଅଛି ?
ଉତ୍ତର – ମାହାଙ୍ଗ ।
10 ପୋର୍ଟ ଉଇଲିୟମ ଦୁର୍ଗ କେବେ ନିର୍ମାଣ କରାଯାଇଥିଲା ?
ଉତ୍ତର – 1690 ଖ୍ରୀଷ୍ଟାବ୍ଦରେ ।
11 ଦୁନିଆର ସବୁଠାରୁ ଲମ୍ୱା ନଦୀର ନାମ କଣ ଅଟେ ?
ଉତ୍ତର – ନୀଳ ନଦୀ ।
12 ଦୁନିଆର ସର୍ବୋଚ୍ଚ ପର୍ବତ ଶିଖରର ନାମ କଣ ?
ଉତ୍ତର – ମାଉଣ୍ଟ ଏଭରେଷ୍ଟ ।
13 ଦୁନିଆର ସବୁଠାରୁ ବଡ ହ୍ରଦର ନାମ କଣ ?
ଉତ୍ତର – କେପସିଆନ ସମୁଦ୍ର ।
14 ଦୁନିଆର ସବୁଠାରୁ ଗଭୀର ହ୍ରଦର ନାମ କଣ ?
ଉତ୍ତର – ଲେକ ବେକଲ ।
15 ଦୁନିଆର ସର୍ବୋଚ୍ଚ ବନ୍ଧର ନାମ କଣ ?
ଉତ୍ତର – ଜିମ୍ପିଙ୍ଗ ଡ୍ୟାମ ।
16 ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ?
ଉତ୍ତର – ସରପଞ୍ଚ ।
17 ୱାର୍ଡ ର ମୁଖ୍ୟ କିଏ ?
ଉତ୍ତର – ୱାର୍ଡମେମ୍ୱର ।
18 ସରପଞ୍ଚଙ୍କ ଅନୁପସ୍ଥିତିରେ କିଏ ତାଙ୍କ କାମ ଚଳାଇଥାନ୍ତି ?
ଉତ୍ତର – ନାଏବ ସରପଞ୍ଚ ।
19 ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ?
ଉତ୍ତର – ଲୋକମାନଙ୍କ ଦ୍ୱାରା ।
20 ନାଏବ ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ?
ଉତ୍ତର – ୱାର୍ଡ ମେମ୍ୱର ମାନଙ୍କ ଦ୍ୱାରା ।
21 ଝିଅ ମାନଙ୍କର କେଉଁ ଜିନିଷ ଚାରିପଟେ ବାଳ ଥାଏ ?
ଉତ୍ତର -ଆଖି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।