ସାଧାରଣ ଜ୍ଞାନର ଆବଶ୍ୟକତା ଏତେ ମାତ୍ରାରେ ବଢି ଯାଇଛି କି ଯେକୈଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ବା ବୁଦ୍ଦିମାନର ପ୍ରଶ୍ନ ସାମ୍ନା କରିବାକୁ ପଡୁଛି । ଅନେକ ପିଲାମାନେ ରହିଛନ୍ତି ଯେଉଁମାନେ ଛୋଟ ଛୋଟ ସହଜ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ , ଫଳରେ ସେମାନଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହିପରି କେତେକ ବୁଦ୍ଧିମାନର ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।
1 ଆଗ ବର୍ଷ 31 ଏପ୍ରିଲକୁ ଆପଣଙ୍କ ସହ କଣ ଖାସ୍ ହୋଇଥିଲା , ଯାହା ଆପଣ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି ?
ଉତ୍ତର – କିଛି ବି ନୁହେଁ ।
2 ଏମିତି କଣ ଅଟେ , ଯାହା ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍କୁଳି ପୁରେଇ ଆପଣ ବହୁତ୍ ଖୁସି ହୁଅନ୍ତି ?
ଉତ୍ତର – ମୁଦି ।
3 କହିଲ ଦେଖି ଛୁଆ ମାନଙ୍କର ଏମିତି କେଉଁ ଖେଳନା ଅଟେ , ଯାହାକୁ ଦୁନିଆର ସବୁଠାରୁ ବଡ ଲୋକଭି କିଣି ପାରନ୍ତି ନାହିଁ ?
ଉତ୍ତର – ଜହ୍ନ ମାମୁଁ ।
4 ଏମିତି କଣ ଅଟେ ଯାହା ପାଣିରେ ଓଦା ହେଲେ ମଧ୍ୟ ସେ ଓଦା ହୁଏ ନାହିଁ ?
ଉତ୍ତର – ଆପଣଙ୍କ ହେଦର ଛାଇ ।
5 ଝିଅ ମାନେ ସବୁ ଲୁଗା କେବେ କାଢିଥାନ୍ତି ?
ଉତ୍ତର – ଓଦା ଲୁଗା ଶୁଖିଲା ପରେ ।
6 ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ପିଛା ଛାଡେ ନାହିଁ ?
ଉତ୍ତର – ଆପଣଙ୍କ ଛାଇ ।
7 ଏହି ଜିନିଷଟି କଣ ଯାହା କ୍ଷେତ ରେ ସବୁଜ , ବଜାରରେ କଳା ଏବଂ ଘରକୁ ଆସିଲେ ଲାଲ ହୋଇଯାଏ ?
ଉତ୍ତର – ଚା ପତି ।
8 ଉପରେ ବାଳ ଭିତରେ ପାଣି ମଝିରେ ସୁନ୍ଦର କାୟା ଯେଉଁ ଥିରୁ ପାଏ , ଭଲ ଭାବରେ ଭାଙ୍ଗି ଭାଙ୍ଗି କି ଖାଏ ?
ଉତ୍ତର – ନଡିଆ ।
9 ଆପଣଙ୍କ ସମସ୍ୟା ଦୂର କରିଥାଏ ଅଲଗା ଅଲଗା ଭାଗ କରିଥାଏ , ଦାନ୍ତ ଥାଏ କିନ୍ତୁ ସେ କାହାରିକୁ କାମୁଡି ନଥାଏ , କହିଲ ଦେଖି ସେ କିଏ ?
ଉତ୍ତର – ପାନିଆ ।
10 ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇଲା ବେଳେ ଛୋଟ ହୋଇଯାଏ ?
ଉତ୍ତର – ସାବୁନ ।
11 କହିଲ ମୁଁ କିଏ ? ବର୍ଷର ଗୋଟିଏ ଥର ପାଇଁ କିଣ ବର୍ଷ ସାରା ବ୍ୟବହାର କର ପୁଣି ବର୍ଷ ଲାଷ୍ଟରେ ଫୁପାଡି ଦିଅ ?
ଉତ୍ତର – କ୍ୟାଲେଣ୍ଡାର ।
12 କହିଲ ଦେଖି ଏମିତି କେଉଁ ଜୀବର ଆଖି ନାହିଁ ?
ଉତ୍ତର – କେଚୁଆ ସାପ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।