IAS ପ୍ରଶ୍ନ – ମହିଳା ମାନେ ତାଙ୍କ ଶାଢୀ ତଳେ କଣ ପିନ୍ଧନ୍ତି ? ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ

ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ସମ୍ୱନ୍ଧରେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କାରଣ ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ଇଣ୍ଟରଭ୍ୟୁରେ ଅନେକ ଗୁଡିଏ ବୁଦ୍ଧିମାନର ପ୍ରଶ୍ନ ପଚାରାଯାଇଥାଏ । ଅନେକ ପିଲା ଏହି ସହଜ ପ୍ରଶ୍ନ ମାନଙ୍କର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି ଏବଂ ସେମାନଙ୍କୁ ଅନେକ ପରିଶ୍ରମ କରିବା ପାଇଁ ପଡିଥାଏ । ତେବେ ଯାଇ ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ବୁଦ୍ଦିମାନର ପ୍ରଶ୍ନ , ଯାହା ଆମ ମାନଙ୍କୁ ଇଣ୍ଟରଭ୍ୟୁ ମାନଙ୍କରେ ଫେସ କରିବା ପାଇଁ ପଡିଥାଏ ।

1 ମହିଳା ମାନେ ତାଙ୍କ ଶାଢୀ ତଳେ କଣ ପିନ୍ଧନ୍ତି ?
ଉତ୍ତର – ଚପଲ ।

2 ସେଇଟା କଣ ଯାହା ଝିଅ ମାନଙ୍କୁ ପ୍ରଥମ ଥର କଲାବେଳେ କଷ୍ଟ ହୁଏ ?
ଉତ୍ତର – କାନ ଫୋଡିଲା ବେଳେ ।

ସେଇଟା କଣ ଯାହା ଗାଈ ମାନଙ୍କର ପଛରେ ଥାଏ ଏବଂ ମହିଳା ମାନଙ୍କର ଆଗରେ ଥାଏ ?
ଉତ୍ତର – w – woman ମହିଳା , C – cow ଗାଈ ।

4 ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ଠାରୁ ନିଆଯାଏ ?
ଉତ୍ତର – ଫୋଟ ।

5 ଏମିତି କେଉଁ ଜିନିଷ ଅଛି ଯାହା ପୁଅ ମାନଙ୍କର ଲମ୍ୱା ଥାଏ ଏବଂ ଝିଅ ମାନଙ୍କର ଗୋଲ ଥାଏ ?
ଉତ୍ତର – ଟୀକା ।

6 ମୂତ୍ୟୁ ପରେ ଯିଏ ଠିଆ ହୋଇପାରେ ସିଏ କିଏ ?
ଉତ୍ତର – ଗଛ ।

7 ନ ରୁ ଆରମ୍ଭ ନ ରେ ଶେଷ ଦେଖୁଥାଏ ସେ ସାରା ଦୁନିଆ ଦୃଶ୍ୟ , ସେ କିଏ ?
ଉତ୍ତର – ନୟନ ।

8 କାହାକୁ ଆପଣ ଥର ଖାଇଲା ପରେ ଦ୍ୱିତୀୟ ଥର ଖାଇବାକୁ ଇଚ୍ଛା କରନ୍ତି ନାହିଁ ?
ଉତ୍ତର – ଧୋକା ।

9 ଉତ୍ତାପ ନପାଇକି ବି ଗରମ ହୁଏ ସେ କିଏ ?
ଉତ୍ତର – ମୁଣ୍ଡ ।

10 କେଉଁ ଜିନିଷ ଆମେ ଦେଖିପାରୁ କିନ୍ତୁ ଛୁଇଁପାରି ନଥାଉ ?
ଉତ୍ତର – ସ୍ୱପ୍ନ ।

11 ଯେବେ କୌଣସି ଝିଅ କିମ୍ୱା ମହିଳା କାହାକୁ ନଇଁ କରି ପ୍ରଣାମ କରିଥାଏ କିମ୍ୱା କୌଣସି ବଡ ଲୋକଙ୍କର ପାଦ ଛୁଇଁଥାଏ , ତ ଆମକୁ ତାଙ୍କର କଣ ଦେଖାଯାଇଥାଏ ?
ଉତ୍ତର – ତାହାର ସଂସ୍କାର ।

12 କାହାକୁ ଦେଖିକରି ଝିଅ ଡରି ଯାଇଥାଏ ଏବଂ ନିଜ ଭିତରକୁ ପୂରେଇବାକୁ ଦେଇ ନଥାଏ ! ହେଲେ ପୂରେଇବା ବାଲା ଜବରଦସ୍ତ ପୂରେଇ ଦେଇଥାଏ ?
ଉତ୍ତର – ଇଞ୍ଜେକସନ ।

13 ବର୍ତ୍ତମାନ ଯୁଗରେ କେଉଁ ଜିନିଷ ଲୋକମାନେ ସବୁଠାରୁ ଅଧିକ ମାରନ୍ତି ?
ଉତ୍ତର – ମିସକଲ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment