IAS ପ୍ରଶ୍ନ – ମହିଳା ମାନଙ୍କର କେଉଁ ଅଙ୍ଗ ରାତି ହେବ ମାତ୍ର ବଡ ହୋଇଯାଏ ?ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ

ସାଧାରଣ ଜ୍ଞାନ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିଙ୍କ ପକ୍ଷେ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ କାରଣ ସାଧାରଣ ଜ୍ଞାନ ହିଁ ଆମକୁ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଧିକ ସାହାର୍ଯ୍ୟ କରିଥାଏ । ଅନେକ ପିଲା ମାନେ ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ ଫଳରେ ସେମାନଙ୍କୁ ପୁଣି ଥରେ ଗୋଟିଏ ଚାନ୍ସ ପାଇଁ ଅପେକ୍ଷା କରିଥାନ୍ତି । ପରିକ୍ଷାରେ ସଫଳତା ହାସଲ କରିବା ପାଇଁ ଅଧିକ ପରିଶ୍ରମ ମଧ୍ୟ କରିଥାନ୍ତି । ସେଥି ପାଇଁ ଆଜି ଆମେ କେତେକ ଅତି ସହଜ ପ୍ରଶ୍ନ ସହିତ ଉତ୍ତର ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 ଭାରତର କେଉଁ ରାଜ୍ୟରେ ଅଧିକ ବାଉଁଶ ଗଛ ଅଛି ?
ଉତ୍ତର – ବିହାର ।

2 ବିଶ୍ୱର କେଉଁ ଦେଶରେ ଧଳା ହାତୀ ଦେଖାଯାଆନ୍ତି ?
ଉତ୍ତର – ଥାଇଲାଣ୍ଡ ।

3 ନିଜ ଇଚ୍ଛା ଅନୁସାରେ ଅଣ୍ଡା ଦେଉଥିବା ପ୍ରାଣାର ନାମ କଣ ?
ଉତ୍ତର – ରାଣୀ ମହୁମାଛି ।

4 କେଉଁ ପ୍ରାଣୀ ପାଖରେ 3 ଟି ହୃଦୟ ଅଛି ?
ଉତ୍ତର – ଅକ୍ଟପୋସ ।

5 ଝିଅ ମାନଙ୍କର କେଉଁ ଅଙ୍ଗକୁ ଚାଟିଲେ ତାହା ଲାଲ ହୋଇଯାଏ ?
ଉତ୍ତର – ଓଠ ।

6 କେଉଁ ଜୀବ ତାର ଜୀବନକାଳ ମଧ୍ୟରେ ବେଶି ଶୋଇଥାଏ ?
ଉତ୍ତର – ବେଙ୍ଗ ।

7 ସରଗରୁ ଆସିଲେ ଭାଇ ଭଉଣୀ , ଚୋବାଇଗଲେ ବିରିଗୁଣି ଏହାର ମାନେ କଣ ?
ଉତ୍ତର – ଚକିଶିଳ ।

8 ବାବାଜୀ ନୁହେଁ ତା ବଢିଛି ଦାଢି , ପାଦ ତଳ ଯାଏ ଆସିଛି ମାଡି , ପିଲାଏ ଖେଳନ୍ତି ଦାଢିରେ ଦୋଳି ପକ୍ଷୀଏ ଖାଆନ୍ତି ତାହାରି କୋଳି ?
ଉତ୍ତର – ବରଗଛ ।

9 କେଉଁ ଗଛର କାଠ ନଥାଏ ?
ଉତ୍ତର – କଦଳୀ ।

10 ମୁଁ ବାୟୁ ଠାରୁ ହାଲୁକା କିନ୍ତୁ ଶୋହେ ଲୋକ ମତେ ସାବଧାନରେ ଉଠାନ୍ତି ମୁଁ କିଏ ?
ଉତ୍ତର – ବେଲୁନ ।

11 ଆହାତରୁ ତା ହାତ ହୁଏ ସେ ବହୁତ ଜା ହାତରେ ରହିଲା ସିଏ ମଜବୁତ ?
ଉତ୍ତର – ଟଙ୍କା ।

12 ଆମେରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାର ଦାନ୍ତର ରଙ୍ଗ କଣ ହୋଇଥିବ ?
ଉତ୍ତର – ଜନ୍ମ ହେବା ମାତ୍ରେ ଦାନ୍ତ ଉଠି ନଥାଏ ।

13 ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?
ଉତ୍ତର – ନାମ ।

14 ମମତା ଦେବୀଙ୍କର 5 ଜଣ ପୁଅ ସମସ୍ତଙ୍କର ଜଣେ ଲେଖାଏଁ ଭଉଣୀ ମମତା ଦେବୀଙ୍କର ସମୁଦାୟ କେତେଜଣ ସନ୍ତାନ ?
ଉତ୍ତର – 6 ଜଣ ।

15 ମହିଳା ମାନଙ୍କର କେଉଁ ଅଙ୍ଗ ରାତି ହେବ ମାତ୍ର ବଡ ହୋଇଯାଏ ?

ଉତ୍ତର -ଆଖି ଡୋଳା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment