IAS ପ୍ରଶ୍ନ – ପୁଅ ମାନଙ୍କର କେଉଁ ଲମ୍ୱା ଜିନିଷ ଝିଅ ମାନଙ୍କୁ ପସନ୍ଦ ଲାଗେ ? ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହସ ଅଛି ତ ଉତ୍ତର ଦିଅ

ଆଜିର ସମୟରେ ପ୍ରତ୍ୟେକ ଶିକ୍ଷିତ ପିଲା ମାନଙ୍କ ପାଇଁ ସାଧାରଣ ଜ୍ଞାନ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କାରଣ ଆଜିର ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ର ସାମ୍ନା କରିବାକୁ ପଡିଥାଏ । ଯଦି କୌଣସି ପିଲା ଗୋଟିଏ ସାଧାରଣ ବା ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ପାରି ନଥାଏ ତେବେ ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନଥାଏ । ସେଥିପାଇଁ ତାକୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ତେଣୁ ଆଜି ଆମେ କେତେକ କବିଙ୍କର ଉପାଧୀ ବିଷୟରେ ଆଲୋଚନା କରିବା ।

1 ଆଦି କବି କିଏ ଅଟନ୍ତି ?
ଉତ୍ତର – ସାରଳା ଦାସ ।

2 ଅତିବଡି କିଏ ଅଟନ୍ତି ?
ଉତ୍ତର – ଜଗନ୍ନାଥ ଦାସ ।

 3 ଭକ୍ତ କବି କିଏ ଅଟନ୍ତି ?
ଉତ୍ତର – ମଧୂସୁଦନ ରାଓ ।

4 ବ୍ୟାସ କବି କିଏ ଅଟନ୍ତି ?
ଉତ୍ତର – ଫକୀର ମୋହନ ସେନାପତି ।

5 ବୀଣା କଣ୍ଠ କିଏ ଅଟନ୍ତି ?
ଉତ୍ତର – ନିମାଇଁ ଚରଣ ହରିଚନ୍ଦନ ।

6 ବିଦଗ୍ଧ କବି କିଏ ଅଟନ୍ତି ?
ଉତ୍ତର – ଅଭିମନ୍ୟୁ ସାମନ୍ତ ସିଂହାର ।

7 କବି ବର କିଏ ଅଟନ୍ତି ?
ଉତ୍ତର – ରାଧାନାଥ ରାୟ ।

8 କବି ସୂର୍ଯ୍ୟ କିଏ ଅଟନ୍ତି ?
ଉତ୍ତର – ବଳଦେବ ରଥ ।

9 କାନ୍ତ କବି କିଏ ଅଟନ୍ତି ?
ଉତ୍ତର – ଲକ୍ଷ୍ମୀ କାନ୍ତ ମହାପାତ୍ର ।

10 କବି ଚନ୍ଦ୍ର କିଏ ଅଟନ୍ତି ?
ଉତ୍ତର – କାଳି ଚରଣ ପଟ୍ଟନାୟକ ।

11 ଯାହା କେବଳ ବଢିଥାଏ କେବେହେଲେ କମି ନଥାଏ ତାହା କଣ ?
ଉତ୍ତର – ବୟସ ।

12 ତାହା କଣ ଯାହା ତଳ ଉପର ହୋଇଥାଏ କିନ୍ତୁ ହଲେ ନାହିଁ ?
ଉତ୍ତର – ତାପମାତ୍ରା ।

13 ମୁଁ ଆଲୋକ ଦ୍ୱାରା ବଞ୍ଚିଥାଏ ଆଲୋକ ଦ୍ୱାରା ହିଁ ମରିଥାଏ ମୁଁ କିଏ ?
ଉତ୍ତର – ଛାଇ ।

14 ତାହା କଣ ଯାହାକୁ କେବଳ ବାମ ହାତରେ ଧରି ହୁଏ ଡାହାଣ ହାତରେ ନୁହେଁ ?
ଉତ୍ତର – ଡାହାଣ ହାତ ।

15 କାଦୁଅରେ ଗଡପଡା ଆଠ ଗୋଟି ଗୋଡ ତାର ଦୁଇ ଗୋଡ ପଙ୍କୁଡା ?
ଉତ୍ତର – କଙ୍କଡା ।

16 ଯଦି ଗୋଟିଏ ଅଣ୍ଡା ସିଝିବା ପାଇଁ 10 ମିନିଟ ନିଏ ତେବେ 10 ଟି ଅଣ୍ଡା ସିଝିବାକୁ କେତେ ସମୟ ନେବା ?
ଉତ୍ତର – 10 ମିନିଟ ।

17 ତାହା କଣ ଯାହା ମେଡିକାଲରେ ପଇସା ଦେବାକୁ ପଡିଥାଏ କିନ୍ତୁ ବାହାରେ ମାଗଣାରେ ମିଳେ ?
ଉତ୍ତର – ଅକ୍ସିଜେନ ।

18 କିଏ ପ୍ରଥମେ ଗୀତ ଶୁଣାଏ ତା ପରେ ଆକ୍ରମଣ କରେ ?
ଉତ୍ତର – ମଶା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment