IAS ପ୍ରଶ୍ନ – ତାହା କଣ ଯାହା ଗରିବ ଲୋକମାନେ ବାହାରେ କାଢି ଫିଙ୍ଗି ଦିଅନ୍ତି, କିନ୍ତୁ ଧନୀ ଲୋକମାନେ ପକେଟ ରେ ରଖିଥାନ୍ତି ! ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ଢଗଢମାଳି଼ ବା ପ୍ରହେଳିକା ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ପ୍ରହେଳିକା ସମ୍ପର୍କୀୟ ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଇଂରାଜୀରେ କେଉଁ ଅକ୍ଷରରେ ବହୁତ ପାଣି ଆଛି ?

ଉତ୍ତର: Sea (ସି) ସମୁଦ୍ର

(୨) ପ୍ରଶ୍ନ:- ଯାହା ରିୟଲ ନୁହେଁ ତାକୁ ଆମେ କଣ କହିବା ?

ଉତ୍ତର: ନାରୀଏଲ (ନଡ଼ିଆ)

(୩) ପ୍ରଶ୍ନ:- ଲୋକମାନେ କାହିଁକି ସୁନାର ପାଂଉଜି ବନାନ୍ତି ନାହିଁ ?

ଉତ୍ତର: କାରଣ ଏଥିରେ ଅଧକ ଖର୍ଚ୍ଚ ହେବ।

(୪) ପ୍ରଶ୍ନ:- କେଉଁ ଡର ଆପଣଂକୁ ସୁନ୍ଦର ଦେଖା ଯିବାରେ ସାହାଯ୍ୟ କରେ ?

ଉତ୍ତର: ପାଉଡ଼ର।

(୫) ପ୍ରଶ୍ନ:- ଗୋଲାପକୁ ଚନ୍ଦ୍ର ପୃଷ୍ଠକୁ ପଠେଇବା ପାଇଁ ହେଲେ ଆମେ ତାକୁ କଣ କରିବା ?ଉତ୍ତର: ଗୋଲାପଜାମୁନ।

(୬) ପ୍ରଶ୍ନ:- ୯୯ କୁ ହିନ୍ଦୀରେ ଗାଇଲେ କଣ ହେବ ?

ଉତ୍ତର: ତେରା ହୋନେ ଲଗା ହୁଁ।

(୭) ପ୍ରଶ୍ନ:- ଜଣେ କୁଆଁରୀ ଝିଅ ତଳେ ଛିଡା ହୋଇଛି, ଏହାର ଇଂରାଜୀ କଣ ହେବ ?

ଉତ୍ତର: Miss Under Standing

(୮) ପ୍ରଶ୍ନ:- କିଛି ଲୋକ ଗୋଟିଏ କୁକୁରକୁ ଓଲଟାଇ ପୂଜା କରୁଥିଲେ , ଏହାର ଅର୍ଥ କଣ ?

ଉତ୍ତର: କାରଣ Dog କୁ ଓଲଟାଇ କଲେ God ହେବ।

(୯) ପ୍ରଶ୍ନ:- ତାହା କଣ ଯାହା ଗରିବ ଲୋକମାନେ ବାହାରେ କାଢି ଫିଙ୍ଗି ଦିଅନ୍ତି, କିନ୍ତୁ ଧନୀ ଲୋକମାନେ ପକେଟ ରେ ପୁରେଇ ଥାନ୍ତି ?

ଉତ୍ତର: ସିଙ୍ଘାଣି।

(୧୦) ପ୍ରଶ୍ନ:- କେଉଁ କୁଆ ଉଡ଼ିପାରେ ନାହିଁ ?

ଉତ୍ତର: ଠେକୁଆ।

(୧୧) ପ୍ରଶ୍ନ:- କେଉଁ ଗୋଲା ରେ କାଠ ନାହିଁ ?

ଉତ୍ତର: ରସ ଗୋଲାରେ।

(୧୨) ପ୍ରଶ୍ନ:-କହିଲ ଦେଖି କେଉଁ ଦଣ୍ଡାରେ ଘାସ ନାହିଁ ?

ଉତ୍ତର: ନାକ ଦଣ୍ଡାରେ।

(୧୩) ପ୍ରଶ୍ନ:- କହିଲ ଦେଖି କେଉଁ ରାତି ବାସେ ?

ଉତ୍ତର:- ଗୁଜୁରାତି।

(୧୪) ପ୍ରଶ୍ନ:- କହିଲ ଦେଖି କେଉଁ ଦୀପ ଜଳେ ନାହିଁ ?

ଉତ୍ତର:- ପାରାଦ୍ୱୀପ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment