Ias Question – ଝିଅ ମାନଙ୍କର କେଉଁଠି ଆଙ୍ଗୁଠି ପୁରେଇଲେ ପାଣି ବାହାରେ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି ସାହାସ ଅଛି ତ ଉତ୍ତର ଦିଅ

0

ବନ୍ଧୁଗଣ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ। ଆଉ ଏହି ସାକ୍ଷାତକାର ରେ କିଛି ପ୍ରଶ୍ନ ଏମିତି ପଚରା ଯାଇଥାଏ, କିଛି ପ୍ରଶ୍ନ ଏମିତି ହୋଇଥାଏ ଯାହା ର ଉତ୍ତର ଦେବା ହଠାତ୍ ସମ୍ଭବ ହୋଇ ପାରି ନଥାଏ। ସେସବୁ ପ୍ରଶ୍ନର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇ ହୋଇଥାଏ। ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ଆପଣଙ୍କୁ ପଚାରିବୁ ଯାହାର ଉତ୍ତର ଆପଣଙ୍କୁ ଦେବାକୁ ପଡ଼ିବ। କିଛି ପ୍ରଶ୍ନ ଆପଣଙ୍କୁ ଏମିତି ଭାବରେ ପଚରା ଯାଇଥାଏ ଯାହାକୁ ସକାରାତ୍ମକ ଉପାୟରେ ଆପଣଙ୍କୁ କରିବାକୁ ପଡ଼ିଥାଏ।

ତେବେ ଏମିତି କିଛି ପ୍ରଶ୍ନ ଅଛି ଆମକୁ ସେହିଭଳି ଉତ୍ତର ଦେଖିବାକୁ ପଡ଼ିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ।ତେବେ ଏହି ପ୍ରଶ୍ନ ଗୁଡିକ ଟିକିଏ ମଜାଦାର ଏବଂ କିଛି ପ୍ରଶ୍ନ ଡବଲ୍ ମିନିଂ ପ୍ରଶ୍ନ ଅଟେ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି।ତେବେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଥାଏ କାରଣ ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ। ତେବେ ଆସନ୍ତୁ ଆମେ ଏପରି ଏକ ସରଳିଆ ପ୍ରଶ୍ନର ଉତ୍ତର ସମ୍ପର୍କରେ ବତାଇ ଦେବୁ। ଯାହା ର ଉତ୍ତର ଦେଇ ଯୁବତୀ ଜଣଙ୍କ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ।

ପ୍ରଶ୍ନ ୧) କେଉଁ ଜିନିଷକୁ ଝିଅମାନେ ୧୮ ବର୍ଷ ପୂର୍ବରୁ କାହାକୁ ଦେଇ ନଥାନ୍ତି।
ଉତ୍ତର- ଭୋଟ।

ପ୍ରଶ୍ନ ୨) କୁହନ୍ତୁ ଝିଅ ମାନଙ୍କର କେଉଁ ଜିନିଷ ଗାଧେଇବା ପରେ ବି ଓଦା ହୋଇ ନଥାଏ?
ଉତ୍ତର- ଛାଇ।

ପ୍ରଶ୍ନ ୩) କେଉଁ ଜିନିଷ କୁ ଜଣେ ସ୍ତ୍ରୀ ସ୍ୱାମୀର ଦେଖି ପାରିବ କିନ୍ତୁ ତାର ଶଶୁର ର ନୁହେଁ?
ଉତ୍ତର- ତାର ଶଶୁର ର ବାହାଘର।

ପ୍ରଶ୍ନ ୪) ଝିଅ ମାନେ ବାଇକ୍ କିମ୍ଵା ସ୍କୁଟି ରେ ଏକ ପାର୍ଶ୍ୱକୁ କରି କାହିଁକି ବସିଥାନ୍ତି?
ଉତ୍ତର- ଏହା ସେମନଙ୍କର ସଂସ୍କୃତି ଏବଂ ଭାରତୀୟ ପୋଷାକ, ଶାଢ଼ୀ ସେହିପରି ହୋଇଥିବା କାରଣରୁ।

ପ୍ରଶ୍ନ ୫) କୁହନ୍ତୁ ଦେଖିବା ଝିଅ ମାନଙ୍କର କେଉଁ ଦୁଇଟି ଜିନିଷ ସମସ୍ତଙ୍କୁ ବହୁତ୍ ଭଲ ଲାଗିଥାଏ ଏବଂ ଆକର୍ଷିତ କରିଥାଏ ?
ଉତ୍ତର- ଝିଅ ମାନଙ୍କର ସ୍ନେହ ଏବଂ ମମତା ସମସ୍ତଙ୍କୁ ବହୁତ୍ ଭଲ ଲାଗିଥାଏ।

ପ୍ରଶ୍ନ ୬) କୁହନ୍ତୁ ଦେଖିବା ଝିଅ ମାନଙ୍କ ଶରୀରର କେଉଁ ଅଂଶରୁ ଝାଳ ବୋହେ ନାହିଁ?
ଉତ୍ତର – ଓଠ। କାହାର ଓଠରୁ ଝାଳ ବୋହି ନଥାଏ।

ପ୍ରଶ୍ନ ୭) ଝିଅ ମାନଙ୍କ ଶରୀରରେ କେଉଁଠି ଆଙ୍ଗୁଳି ପୁରାଇବା ଦ୍ବାରା ସେଠାରୁ ପାଣି ବାହାରିଥାଏ?
ଉତ୍ତର- ଆଖି ରେ।

ପ୍ରଶ୍ନ ୮) ଏମିତି କଣ ଜିନିଷ ଯାହା ଭାଙ୍ଗିଗଲା ପରେ ସମସ୍ତେ ଖୁସି ହୋଇଥାନ୍ତି?
ଉତ୍ତର- ଆଗରୁ ରହିଥିବା ରେକର୍ଡ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।