ଆଜିର ଏହି ଅତ୍ୟାଧୁନିକ ଯୁଗରେ ଡିଜିଟାଲ ପ୍ଲାଟଫର୍ମ ର ବହୁଳ ବ୍ୟବହାର ଫଳରେ ଲୋକେ ଏହାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରି ସାରିଲେଣି।ସେହି କ୍ରମରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ, ଫଟୋ ଆଦି ସଂସ୍ପର୍ଶରେ ଆସୁଥିବେ ଏବଂ ଦେଖୁଥିବେ ମଧ୍ୟ। ତେବେ ସେଥି ମଧ୍ୟରୁ କିଛି ଭିଡିଓ, ଫଟୋ ଏମିତି ଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ।
ଆଉ ତାହା ବହୁଳ ଭାବରେ ଭାଇରାଲ ମଧ୍ୟ ହୋଇଥାଏ। ତେଣୁ ସ୍ୱାଭାବିକ ଭାବରେ ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।
ସେହିଭଳି ଆଜି ଆମେ ଜାଣିବା କିଛି ଏମିତି ଏକ ଭାଇରାଲ ବା ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଯାହାକୁ ପ୍ରାୟତ ଆପଣ ପୂର୍ବରୁ ଦେଖିବାକୁ ମଧ୍ୟ ପାଇଥିବେ। କିନ୍ତୁ ଏହାର ଉତ୍ତର ଦେବାକୁ ସମସ୍ତେ ସକ୍ଷମ ହୋଇ ପାରି ନାହାଁନ୍ତି।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଯାହାର ରହସ୍ୟ କୁ ଭେଦ କରିବା ସାଧାରଣରେ ସମ୍ଭବ ହୋଇ ନଥାଏ। ଆପଣ ଦେଖିବାକୁ ପାଉଛନ୍ତି ଏହି ଭିଡିଓ ରେ ଏକ ଚିତ୍ରକୁ।
ଏହି ଚିତ୍ରରେ ଥିବା ଘଟଣା ର ଉଚିତ୍ ଉତ୍ତର ଯଦି ଆପଣ ଦେଇ ପାରିବେ ତେବେ ଆପଣ ଆପଣଙ୍କ ଜୀବନରେ ବଡ଼ ବଡ଼ ସମସ୍ୟାର ସମାଧାନ କରି ପାରିବେ ବୋଲି ଏମିତି ଏହି ପ୍ରଶ୍ନ ତିଆରି କରିଥିବା ଲୋକେ ବିଚାର କରିଥାନ୍ତି ବା ମାନିଥାନ୍ତି। ତେବେ ଏଠାରେ ଥିବା ଏହି ଚିତ୍ରରେ ରହିଛି ଏକ ଏମିତି ପ୍ରଶ୍ନ ଯାହାର ଉତ୍ତର କେବଳ ବୁଦ୍ଧିମାନ ଲୋକେ ହିଁ ଦେବାକୁ ସକ୍ଷମ ହେବେ।ଏହି ଚିତ୍ରଟି ଏକ ଗଳ୍ପରୁ ଆସିଚି। ଏହି ଚିତ୍ରରେ ଜଣେ ଲୋକ ଜଙ୍ଗଲରେ ନିଜ ଜୀବନକୁ ବଞ୍ଚାଇବାକୁ ଗଛ ଉପରକୁ ଚଢି ଯାଇଛି।ପରେ ଦେଖୁଚି ଯେ ଗଛର ଡାଳରେ ରହିଛି ବଡ଼ ସାପ।
ଗଛ ତଳେ ଥିବା ନଦୀରେ ରହିଛି ବିଶାଳ କୁମ୍ଭୀର ଏବଂ ଗଛର ଅନ୍ୟ ପାର୍ଶ୍ଵରେ ରହିଛି ଏକ ସିଂହ । ସେ ନିଜର ଜୀବନ ବଞ୍ଚାଇବା ପାଇଁ କଣ କରିବ ?ଏହାର ସଠିକ ଉତ୍ତର ଦେବାକୁ ଆପଣଙ୍କୁ ନିଜର ବୁଦ୍ଧି ଉପରେ ଜୋର୍ ଦେବାକୁ ପଡ଼ିବ। ଯାହାର ସଠିକ୍ ଉତ୍ତର ହେବ ଯେ ଲୋକଟି ସାପଟିକୁ ହଠାତ୍ ଟାଣି ଆଣି ସିଂହ ଉପରକୁ ଫୋପାଡି ଦେବ।
ଫଳରେ ସିଂହ ସେଠାରୁ ଦୋୖଡି ପଲାଇ ଯିବ। ନହେଲେ ଲୋକଟି ଗଛର ଡାଳକୁ ଭାଙ୍ଗି ଦେଇ ପାରିବ ଫଳରେ ସେ ଗଛ ଉପରେ ଯେତେ ସମୟ ଚାହିଁବ ରହି ପାରିବ।ଆଉ ସିଂହ ଗଲାପରେ ସେ ସେଠାରୁ ବନ୍ଧୁକ ନେଇ ସୁରକ୍ଷିତ ଭାବରେ ରହି ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।