IAS ସାକ୍ଷାତକାର ରେ ଅଜବ ପ୍ରଶ୍ନ – ମହିଳା ବାହାଘର ପରେ ନିଜ ସ୍ଵାମୀଙ୍କର କଣ ଚାଟି ଥାଆନ୍ତି ? ଏହି ଅଜବ ପ୍ରଶ୍ନ ର ଉତ୍ତର କଣ ଦେଲେ ଯୁବତୀ ଜାଣନ୍ତୁ…..

0

ସମସ୍ତଙ୍କ ମାନସିକ ଦକ୍ଷତା ଓ ଉପସ୍ଥିତ ବୁଦ୍ଧି ସମାନ ନଥାଏ।ଏହି କାରଣରୁ ଅନେକ ଜ୍ଞାନ ଥାଇ ମଧ୍ୟ ତାକୁ ଉପଯୁକ୍ତ ସ୍ଥାନରେ ପ୍ରୟୋଗ କରିବା ପାଇଁ ଅନେକ ଛାତ୍ର ଛାତ୍ରୀ ଅସଫଳ ହୋଇ ଥାଆନ୍ତି। କିନ୍ତୁ ପରିଶ୍ରମୀ ଛାତ୍ର ଓ ଛାତ୍ରୀ ମାନେ ଏ ସବୁକୁ ସହଜରେ ପାରୀ କରି ଯାଆନ୍ତି।ଲିଖିତ ପରୀକ୍ଷା ସମସ୍ତଙ୍କ ପାଇଁ କଷ୍ଟ ନୁହଁ କିନ୍ତୁ ମୌଖିକ ପରୀକ୍ଷା ପାଇଁ ସମସ୍ତେ ପ୍ରସ୍ତୁତ ନଥାନ୍ତି।

ବେଳେବେଳେ IAS ସାକ୍ଷାତକାର କିଛି ଏମିତି ପ୍ରଶ୍ନ ପଚରା ଯାଇଥାଏ ଯାହା ଶୁଣି ଆପଣ ଙ୍କୁ ଅଡ଼ୁଆ ଲାଗିପାରେ କିନ୍ତୁ ଏହାକୁ ଆପଣଙ୍କୁ ଭାବିଚିନ୍ତି ଦେବାକୁ ପଡ଼ିବ।

ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ। ଯେଉଁ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେଇ, ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି ପରୀକ୍ଷାର୍ଥୀ କିଭଳି ଭାବରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ସେମାନଙ୍କର ଇନ୍ତର୍ଭୟୁ କୁ ପାସ୍ ମଧ୍ୟ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ତାର ଉତ୍ତର ଯାହାକୁ ଶୁଣି ପରୀକ୍ଷାର୍ଥୀ ମାନେ ପ୍ରଥମେ ହଡ଼ବଡ଼େଇ ଯାଇଥାନ୍ତି କିନ୍ତୁ ନିଜର ସୃଜନ ଶିଲତା ପାଇଁ ସେମାନେ କୃତକାର୍ଯ୍ୟ ହୋଇଥାନ୍ତି।

ପ୍ରଶ୍ନ ୧- କେଉଁ ଜିନିଷକୁ ପୁରୁଷ ଫ୍ରି ରେ ପାଇଲେ ମଧ୍ୟ ବ୍ୟବହାର କରି ନଥାଏ?
ଉତ୍ତର- ଷ୍ଟେ ଫ୍ରି (Stay Free), ଯାହାକୁ ପୁରୁଷ ଫ୍ରି ରେ ପାଇଲେ ମଧ୍ୟ ବ୍ୟବହାର କରି ନଥାଏ।

ପ୍ରଶ୍ନ ୨- ମହିଳା ମାନଙ୍କର କେଉଁ ଯାଗା ରେ ବାଳ ରହିବା ସ୍ବାମୀ ମାନଙ୍କୁ ପସନ୍ଦ ଆସି ନଥାଏ?
ଉତ୍ତର – ଚେହେରା। ଚେହେରା ରେ ବାଳ ରହିଲେ ସ୍ବାମୀ କଣ,କେହି ପୁରୁଷ କୁ ବି ପସନ୍ଦ ଆସି ନଥାଏ।

ପ୍ରଶ୍ନ ୩- ଗୋଟିଏ ଝିଅ ସାଲ୍ଵାର ତଳେ କଣ ପିନ୍ଧି ଥାଏ?
ଉତ୍ତର – ହିଲ୍ ବା ଜୋତା। ଆପଣ ପ୍ରଶ୍ନ ର ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରଶ୍ନ ୪- ମହିଳା ବାହାଘର ପରେ ନିଜ ସ୍ଵାମୀଙ୍କର କଣ ଚାଟି ଥାଆନ୍ତି?
ଉତ୍ତର – ଦିମାଗ।ଉତ୍ତର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହି ଉତ୍ତର ଦେଇ ପରୀକ୍ଷାର୍ଥୀ ଜଣଙ୍କ ଉତ୍ତୀର୍ଣ୍ଣ ହୋଇଥିଲେ।

ପ୍ରଶ୍ନ ୫- ତାହା ସମୁଦ୍ର ନୁହଁ କିନ୍ତୁ ଏମିତି କେଉଁ ଜିନିଷ ରହିଛି ଯାହା କେବେ ମଧ୍ୟ ସୁଖେ ନାହିଁ?
ଉତ୍ତର – ଜିଭ।ଏହା ସବୁବେଳେ ଓଦା ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।