Intresting GK Question – କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ ? ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

0

ବର୍ତ୍ତମାନର ଯୁଗ ହେଉଛି ପ୍ରତିଯୋଗିତାର ଯୁଗ। ସମସ୍ତ ବିଷୟ ରେ ଉଚିତ୍ ଜ୍ଞାନ ରହି ଥିଲେ ହିଁ ଜଣେ ସମସ୍ତ କ୍ଷେତ୍ରରେ ନିଜର ପ୍ରତିଦ୍ବନ୍ଦୀ ମାନଙ୍କୁ ପଛରେ ପକାଇ ଆଗକୁ ବଢି ପାରିବ । ସମ୍ୟକ୍ ଜ୍ଞାନ ନଥିଲେ ମଧ୍ୟ ସମସ୍ତ ବ୍ୟକ୍ତିଙ୍କ କିଛି ସାଧାରଣ ଜ୍ଞାନ ରହିଥିବା ଆବଶ୍ୟକ । ଆମେ ପାଠ ପଢ଼ିବା ମଧ୍ୟରେ ଏହି ସବୁ ସାଧାରଣ ଜ୍ଞାନ ଆମ ନଜରକୁ ଆସି ଥାଏ । କିନ୍ତୁ ସେସବୁକୁ ଆମେ ଗୁରୁତ୍ବ ଦେଉନାହୁଁ ।

ଫଳରେ ଭବିଷ୍ୟତ ରେ ଆମକୁ ଆଗକୁ ଯାଇ ପୁଣି ସେ ସବୁକୁ ପ୍ରଥମ ରୁ ଦେଖିବାକୁ ପଢେ । ତେଣୁ ଆଜି ଆମେ ସିନ୍ଧୁ ସଭ୍ୟତା ସମ୍ପର୍କରେ କିଛି ସାଧାରଣ ଜ୍ଞାନ ଆହରଣ କରିବା ।ଏଠାରେ କିଛି ପ୍ରଶ୍ନୋତ୍ତର ମାଧ୍ୟମରେ ଆମର ଛୋଟିଆ ପ୍ରୟାସ ।

1,ଭାରତ ରେ ମିଳିଥିବା ସବୁଠାରୁ ପ୍ରଥମ ଓ ପୁରୁଣା ସହରଟି କିଏ ?
ଉତ୍ତର. ହରପ୍ପା l
ଖ୍ରୀଷ୍ଟପର୍ବ 3300-1300 ମଧ୍ୟରେ ଏହି ସଭ୍ୟତା ଦକ୍ଷୀଣ ଏସିଆର ସିନ୍ଧୁ ନଦୀ କୂଳରେ ଗଢିଉଠିଥିଲା । ଏବେ ଏହାର ଭଗ୍ନାବଶେଷ ପଞ୍ଜାବର ସହିୱାଲ୍ ଜିଲ୍ଲା ପାକିସ୍ତାନ ଅଧୀନରେ ରହିଛି ।

2. ସିନ୍ଧୁ ସଭ୍ୟତା ର କେଉଁ ସ୍ଥାନ ଏବେ ଭାରତ ରେ ରହିଛି ?
ଉତ୍ତର. ଲୋଥାଲ୍ l
ଏହା ଭାରତର ଗୁଜରାଟ ରାଜ୍ୟର ସରକ୍ଵାଲା ରେ ଅବସ୍ଥିତ । ଖ୍ରୀଷ୍ଟପୂର୍ବ 3700 ରେ ସିନ୍ଧୁ ସଭ୍ୟତାର ଅଧିବାସୀ ଏଠାରେ ବସବାସ କରୁ ଥିଲେ ।

3. ହରପ୍ପା ବାସୀ କେଉଁ ବସ୍ତୁ ଉତ୍ପାଦନ ରେ ପ୍ରଥମ ଥିଲେ ?
ଉତ୍ତର. କପା l

4.ସିନ୍ଧୁଘାଟି ସଭ୍ୟତା ର ଲୋକ ମାନଙ୍କର ମୁଖ୍ୟ ପନ୍ଥା କଣ ଥିଲା ?
ଉତ୍ତର.ବେପାର l
ଏମାନେ ଭାରତର ଅନେକ ସ୍ଥାନ ଯଥା :- ରାଜସ୍ଥାନ,ଗୁଜରାଟ,ଉତ୍ତରପ୍ରଦେଶ,ହରିୟାଣା,ସିନ୍ଧ, ବଳୁଚିସ୍ଥାନ୍ ପ୍ରଭୃତି ସ୍ଥାନ ପର୍ଯ୍ୟନ୍ତ ପ୍ରସାରିତ ଥିଲା ।

5.କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ ?
ଉତ୍ତର – ନରସିଂହ ଦେବ

6.ହରପ୍ପା ସଭ୍ୟତାର ଆବିଷ୍କାର କେବେ ହୋଇ ଥିଲା ?
ଉତ୍ତର.୧୯୨୧ l

7.ସିନ୍ଧୁ ସଭ୍ୟତାbର ସର୍ବାଧିକ ଉପଯୁକ୍ତ ନାମ କଣ ?
ଉତ୍ତର. ହରପ୍ପା l

8.ସିନ୍ଧୁଘାଟି ସଭ୍ୟତା ନିମ୍ନ ଲିଖିତ କେଉଁ ସଭ୍ୟତାର ସମକାଳୀନ ନୁହେଁ ?
ଉତ୍ତର.ଗ୍ରୀକ ସଭ୍ୟତା l
ମେଶୋପଟମିଆ, ମିଶର୍ ଏବଂ ଚିନ୍ ସଭ୍ୟତା ସିନ୍ଧୁସଭ୍ୟତାର ସମ କାଳୀନ ଅଟେ ।ଏହି ତିନୋଟି ଯାକ ଏକା ସଙ୍ଗେ ଏକା ସମୟ ରେ ଗଢି ଉଠି ଥିଲା ।

9.ହରପ୍ପା ନିମ୍ନଲିଖିତ ମଧ୍ୟରୁ କେଉଁ ଯୁଗ ରେ ଥିଲା ?
ଉତ୍ତର. କାଂସ୍ୟ ଯୁଗ l

10. ହରପ୍ପା ସଭ୍ୟତାର ନିବାସୀ କେଉଁ ପ୍ରକାର ଥିଲେ ?
ଉତ୍ତର.ସହରୀ l

ଏହିପରି ଇତିହାସ ସମ୍ପର୍କିତ ସାଧାରଣ ଜ୍ଞାନ ଆହୁରି ଜାଣିବା କଥା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।