Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ବର୍ତ୍ତମାନର ଯୁଗ ହେଉଛି ପ୍ରତିଯୋଗିତାର ଯୁଗ।ସମସ୍ତ ବିଷୟରେ ଉଚିତ୍ ଜ୍ଞାନ ରହିଥିଲେ ହିଁ ଜଣେ ସମସ୍ତ କ୍ଷେତ୍ରରେ ନିଜର ପ୍ରତିଦ୍ବନ୍ଦୀ ମାନଙ୍କୁ ପଛରେ ପକାଇ ଆଗକୁ ବଢିପାରିବ ।ସମ୍ୟକ୍ ଜ୍ଞାନ ନଥିଲେ ମଧ୍ୟ ସମସ୍ତ ବ୍ୟକ୍ତିଙ୍କ କିଛି ସାଧାରଣ ଜ୍ଞାନ ରହିଥିବା ଆବଶ୍ୟକ ।ଆମେ ପାଠ ପଢ଼ିବା ମଧ୍ୟରେ ଏହି ସବୁ ସାଧାରଣ ଜ୍ଞାନ ଆମ ନଜରକୁ ଆସିଥାଏ ।କିନ୍ତୁ ସେସବୁକୁ ଆମେ ଗୁରୁତ୍ବ ଦେଉନାହୁଁ ।ଫଳରେ ଭବିଷ୍ୟତରେ ଆମକୁ ଆଗକୁ ଯାଇ ପୁଣି ସେସବୁକୁ ପ୍ରଥମରୁ ଦେଖିବାକୁ ପଢେ ।ତେଣୁ ଆଜି ଆମେ ସିନ୍ଧୁ ସଭ୍ୟତା ସମ୍ପର୍କରେ କିଛି ସାଧାରଣ ଜ୍ଞାନ ଆହରଣ କରିବା ।ଏଠାରେ କିଛି ପ୍ରଶ୍ନୋତ୍ତର ମାଧ୍ୟମରେ ଆମର ଛୋଟିଆ ପ୍ରୟାସ ।

୧.ବିଶ୍ବର ସର୍ବବୃହତ୍ ତ୍ରିକୋଣ ଭୂମି ସୁନ୍ଦରବନ କେଉଁଠାରେ ଅଛି?
ଉତ୍ତର-ବାଂଲାଦେଶ
ସୁନ୍ଦରବନ କ୍ଷେତ୍ରଫଳ ୧,୩୯,୫୦୦ କି.ମି।ଏଠାରେ ମହାବଳ ବାଘ ଦେଖାଯାଆନ୍ତି ।ସୁନ୍ଦରବନ ଭାରତର ପଶ୍ଚିମବଙ୍ଗ ସୀମାକୁ ମଧ୍ୟ ଛୁଇଁଛି । ସୁନ୍ଦରବନ ଭାରତରେ ଏକ ଅଭୟାରଣ୍ୟ ।

୨.ପାକିସ୍ତାନର ମୁଖ୍ୟ ସହର କେଉଁଟି?
ଉତ୍ତର – କରାଚୀ
ଏହା ପାକିସ୍ତାନର ସବୁଠାରୁ ବଡ଼ ଏବଂ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ।ଏହା ଏଠାକାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ହେଇଥିବାରୁ ଦେଶର ଅର୍ଥନୀତି ଉପରେ ଅଧିକ ପ୍ରଭାବ ପକାଇଥାଏ ।

୩.ପାକିସ୍ତାନର ରାଷ୍ଟ୍ରଭାଷା କଣ?
ଉତ୍ତର – ଉର୍ଦ୍ଦୁ

୪.ଉପରେ ଥିବା ଜୀବର ନାମ କ’ଣ ?
ଉତ୍ତର – ନେଉଳ

୫. ପଶୁପତିନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?
ଉତ୍ତର – ନେପାଳ
ପଶୁପତିନାଥ ମନ୍ଦିର ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ୫କିମି ଉତ୍ତରପୂର୍ବ ଦିଗରେ ଅବସ୍ଥିତ ।ଏହା ପଞ୍ଚ ଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ।ଏହା ୟୁନେସ୍କୋ ହେରିଟେଜ୍ ସାଇଟ୍ ଅନ୍ତର୍ଭୁକ୍ତ ଅଟେ ।

୬.ବାଂଲାଦେଶର ସବୁଠାରୁ ବଡ଼ ଜଲବନ୍ଦରର ନାମ କଣ ?
ଉତ୍ତର – ଚିତ୍ତଗଙ୍ଗ

୭.ହିନ୍ଦୁକୋଷ ପର୍ବତ କେଉଁଠାରେ ଅବସ୍ଥିତ ?
ଉତ୍ତର – ପାକିସ୍ତାନ
ହିନ୍ଦୁକୋଷ୍ ପର୍ବତର ଉଚ୍ଚତା ୭୬୯୦ ମିଟର ।ଏହତ୍ର ସର୍ବୋଚ୍ଚ ସ୍ଥାନ ନୋଷାକ୍ ।ଏହା ୮୦୦ କିମି ବିଶିଷ୍ଟ ପର୍ବତମାଳା ।

୮.ଗୋବି ମରୁଭୂମି କେଉଁଠାରେ ଅଛି ?
ଉତ୍ତର – ମଙ୍ଗୋଲିଆ
ଗୋବି ମରୁଭୂମି ଏକ ବିଶାଳ ମରୁଭୂମି ।ଏଠାରେ ସ୍ନୋ ଲିଆଓପର୍ଦ୍ ଓ ବକ୍ଟ୍ରୀଆଁ କମେଲି ଭଳି ବିରଳ ଜୀବଜନ୍ତୁ ଦେଖାଯାନ୍ତି ।

୯. ଥର୍ ମରୁଭୂମି କେଉଁଠାରେ ଦେଖାଯାଏ ?
ଉତ୍ତର – ଭାରତ
ଥର ମରୁଭୂମି ଭାରତର ଉତ୍ତର ଦିଗରେ ଅବସ୍ଥିତ ।ଏହାକୁ great indian desert ବୋଲି ମଧ୍ୟ କୁହାଯାଏ ।ଏହା ବିଶ୍ଵର 17 ତମ ବୃହତ୍ ମରୁଭୂମି ଅଟେ ଏବଂ 9 ତମ ଉପ ଉଷ୍ଣ କଟରପନ୍ତିୟ ମରୁଭୂମି ଅଟେ ।

୧୦.ଏସିଆର ସବୁଠାରୁ ଉତ୍ତପ୍ତ ତମ ସ୍ଥାନ କେଉଁଟି ?
ଉତ୍ତର – ଯୋଜୋବାବଦ୍ (ପାକିସ୍ତାନ)
ଏଠାରେ ଗ୍ରୀଷ୍ମ ଋତୁରେ ସର୍ବୋଚ୍ଚ 53 ଡିଗ୍ରୀ ସେଲସିୟସ ଏବଂ ଅନ୍ୟ ଦିନ ମାନଙ୍କରେ 34 ଡିଗ୍ରୀ ସେଲସିୟସ ମାପ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।