Intresting GK Question – ସବୁଠାରୁ କମ୍ ଭୁକମ୍ପ କେଉଁ ଦେଶରେ ଆସେ ? ବୁଦ୍ଧିମାନ ବ୍ୟକ୍ତି ହିଁ ଉତ୍ତର ଦେଇ ପାରିବ

ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।

ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।

ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ ୧୫ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।

ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୫ ଟି ପ୍ରଶ୍ନ ଓ ସେମାନଙ୍କର ଉତ୍ତର ବିଷୟରେ;

୧:- ସବୁଠାରୁ କମ୍ ଭୁକମ୍ପ କେଉଁ ଦେଶରେ ଆସେ ?

ଉତ୍ତର:- ଭାରତ।

୨:- ଭାରତରେ ସବୁଠାରୁ ଶସ୍ତା ପେଟ୍ରୋଲ କେଉଁ ରାଜ୍ୟରେ ମିଳେ?

ଉତ୍ତର:- ଗୋଆ।

୩:- ସିଂହ ମୁହଁରେ କେତୋଟି ଦାନ୍ତ ଥାଏ?

ଉତ୍ତର:- ୨୬ ଟି ଦାନ୍ତ।

୪:-ଲିପ୍ସଟିକ କୁ ହିନ୍ଦୀରେ କଣ କୁହା ଯାଏ?

ଉତ୍ତର:- ସୁର୍ଖି।

୫:- ଦୁନିଆରେ ସବୁଠାରୁ ଅଧିକ ଘୁଷୁରୀ ପାଳନ କରୁ ଥିବା ଦେଶ କିଏ?

ଉତ୍ତର:- ଚୀନ।

୬:- ଭାରତରେ ସବୁଠାରୁ ବଡ଼ ସରକାରୀ ଚାକିରୀ କଣ ଅଟେ ?

ଉତ୍ତର:- IAS ଭାବେ ନିଯୁକ୍ତି।

୭:- କେଉଁ ଦେଶ ପାଖରେ ସବୁଠାରୁ ଅଧିକ ଅସ୍ତ୍ର ଅଛି?

ଉତ୍ତର:- ଇରାନ।

୮:- ଭାରତରେ ସବୁଠାରୁ ଅଧିକ ବର୍ଷା କେଉଁଠାରେ ହୁଏ?

ଉତ୍ତର:- ମେଘାଳୟ।

୯:- ଉଡ଼ାଯାହାଜ ର ଟାୟାର ରେ କେଉଁ ଗ୍ୟାସ ଭର୍ତ୍ତି ହୋଇ ଥାଏ?

ଉତ୍ତର:- ନାଇଟ୍ରୋଜେନ୍।

୧୦:- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ଆସନ ଅଛି?

ଉତ୍ତର:- ଉତ୍ତର ପ୍ରଦେଶ।

୧୧:- କେଉଁ ଦେଶର ଲୋକ ସବୁଠାରୁ ଅଧିକ ଚା’ ପିଅନ୍ତି?

ଉତ୍ତର:- ଭାରତ।

୧୨:- କେଉଁ ଭାରତୀୟ ଫିଲ୍ମରେ ୭୧ ଟି ଗୀତ ଅଛି?

ଉତ୍ତର:- ଇନ୍ଦ୍ରସଭା।

୧୩:- ବିଶ୍ୱ କିଡ୍ନୀ ଦିବସ କେଉଁ ଦିନ ପାଳନ କରା ଯାଏ?

ଉତ୍ତର:- ୧୪ ମାର୍ଚ୍ଚ।

୧୪:- କେଉଁ ଦେଶରେ ଗୋଟିଏ ବି ଟ୍ରାଫିକ ସିଗନାଲ ନାହିଁ?

ଉତ୍ତର:- ଭୁଟାନ।

୧୫:- ଭାରତରେ ଫାଶୀ ଦଣ୍ଡ କେଉଁ ଦୋଷ ପାଇଁ ଦିଆ ଯାଏ?

ଉତ୍ତର:- ଦେଶଦ୍ରୋହୀ ଦୋଷରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment