Intresting GK Question – ହାତ ଅଳସେ —— ବଙ୍କା ? ଏହାର ଉତର ଦେବାରେ ୯୯% ଲୋକ ଫେଲ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ ?

0

ଆଜିର ଏହି ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ସମସ୍ତେ ପରୀକ୍ଷାରେ ଭଲ ନମ୍ବର ପଛରେ ଗୋଡାଉଛନ୍ତି।ତେଣୁ ସେମାନେ ବାହାର ଦୁନିଆ ର ଖବର ବା ଜ୍ଞାନ ଆହରଣ କରି ପାରୁ ନାହାଁନ୍ତି।ଯାହାଦ୍ୱାରା ସେମାନେ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି ସତ କିନ୍ତୁ ବାହାର ଦୁନିଆ ରେ ଏକା ଚଳି ପାରୁ ନାହାଁନ୍ତି।ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ମଧ୍ୟ ସେମାନେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି।ତେଣୁ ଦୁନିଆ ରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆର ଜ୍ଞାନ ବିଷୟରେ ଜାଣିବା ଆବଶ୍ୟକ।

ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ୫ ଗୋଟି ସାଧାରଣ ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।

ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୫ ଟି ପ୍ରଶ୍ନ ବିଷୟରେ ; ଆଜି ଆମେ ୫ ଟି ପ୍ରଶ୍ନ ଓ ଏହାର ଉତ୍ତର ଜାଣିବା ତେବେ ଆସନ୍ତୁ ଜାଣିବା ;

୧- ବଦ୍ରିନାଥ ଧାମ କେଉଁ ନଦୀ କୁଳ ରେ ଅବସ୍ଥିତ ଅଟେ ?
ଉତ୍ତର – ତେବେ ଆପଣ ମାନେ ଜାଣିଥିବେ ଯେ ଆମର ଚାରୋଟି ଧାମ ରହିଛି ଓ ସେହି ଧାମ ମାନଙ୍କ ମଧ୍ୟରୁ ବଦ୍ରିନାଥ ଏକ ଧାମ ଅଟେ । ତେବେ ଏହି ବଦ୍ରିନାଥ ଧାମ ଅଳକାନନ୍ଦ ନଦୀ କୂଳ ରେ ଅବସ୍ଥିତ ଅଟେ ।

୨- ହରିଦ୍ଵାର କେଉଁ ନଦୀ କୁଳ ରେ ଅବସ୍ଥିତ ?
ଉତ୍ତର – ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ହରିଦ୍ଵାର ଟି ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ ଅଟେ । ଏହି ହରିଦ୍ଵାର ଗଙ୍ଗା ନଦୀ କୂଳ ରେ ଅବସ୍ଥିତ ଅଟେ । ହରିଦ୍ଵାର ଉତ୍ତରାଖଣ୍ଡ ରାଜ୍ୟର ଅବସ୍ଥିତ ଅଟେ ।

୩- ବାରାଣସୀ କେଉଁ ନଦୀ କୂଳରେ ଅବସ୍ଥିତ ଅଟେ ?
ଉତ୍ତର – ବାରାଣସୀ ଉତ୍ତରପ୍ରଦେଶ ର ଏକ ପୁରୁଣା ସହର ଅଟେ ଓ ଏହି ବାରାଣସୀ ସହର ଗଙ୍ଗା ନଦୀ କୂଳରେ ଅବସ୍ଥିତ ଅଟେ ।

୪- ନାଶିକ କେଉଁ ନଦୀ କୂଳରେ ଅବସ୍ଥିତ ଅଟେ ?
ଉତ୍ତର – ନାସିକ ମହାରାଷ୍ଟ୍ର ର ଏକ ବଡ଼ ସହର ଅଟେ ଯେଉଁଠି କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । ନାଶିକ ଗୋଦାବରୀ ନଦୀ କୂଳରେ ଅବସ୍ଥିତ ଅଟେ ।

୫- ଜାପାନ ର ଜାତୀୟ ଖେଳ ର ନାମ କଣ ଅଟେ ?
ଉତ୍ତର – ତେବେ ଜାପାନ ର ଜାତୀୟ ଖେଳ ର ନାମ ସୁମୋ ଅଟେ ।

୬ – ହାତ ଅଳସେ —— ବଙ୍କା ?
ଉତ୍ତର – ନିଶ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।