Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆଜିର ଏହି ଜଗତ ରେ ଯେତେ ପିଲା ମାନେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ lଆମେମାନେ ଜାଣିବା ପାଇଁ ବହୁତ ନୂଆ ନୂଆ ପ୍ରଶ୍ନର ଉତ୍ତର ଅଛି l ଆମେ ଯେତେ ଅଧିକ ସାଧାରଣ ଜ୍ଞାନ ଜାଣିବା ଆମେ ଦୁନିଆ ବିଷୟରେ ସେତେ ଅଧିକ କଥା ଜାଣିବା l ଏମିତି କିଛି ସାଧାରଣ ଜ୍ଞାନ ଜାଣିଲେ l

1. ପ୍ଲେଗ୍ ରୋଗ କାହା ଯୋଗୁଁ ହୋଇଥାଏ ?
ଉତ୍ତର:-ମୂଷା

2.ଗ୍ରହମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ?
ଉତ୍ତର:-ଶନି

3.ପନିପରିବାକୁ ଅଧିକ ସିଝାଇଲେ କଣ ନଷ୍ଟ ହୋଇଯାଏ ?
ଉତ୍ତର:-ଭିଟାମିନ

4. ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୂରିଆସିବାକୁ କେତେ ସମୟ ନିଏ?
ଉତ୍ତର:-ଏକ ବର୍ଷ

5 – ଉପରେ ଥିବା ଜୀବର ନାମ କ’ଣ ?
ଉତ୍ତର – ନେଉଳ

6.କିଏ ମସ୍ତିଷ୍କ କୁ ଖବର ପଠାଏ?
ଉତ୍ତର:-ସ୍ନାୟୁ

7.କିଏ ଆମ ଶରୀରର ଦୂଷିତ ରକ୍ତକୁ ପରିଷ୍କାର କରିଥାଏ ?
ଉତ୍ତର:-ଫୁସ୍ ଫୁସ୍

8.କିଏ ଆମ ଶରୀରର ରକ୍ତ ସଂଚାଲାନର କେନ୍ଦ୍ରସ୍ଥଳ?
ଉତ୍ତର:-ହୃତପିଣ୍ଡ

9.ଶରୀରର କଣ କାମ ନ କଲେ ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବ ?
ଉତ୍ତର:-ସ୍ନାୟୁ

10.ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ଅଲଗା କରିଥାଏ ?
ଉତ୍ତର:-ଫୁସ ଫୁସ୍

11. କଣ କାମ ନ କଲେ ମଣିଷ ପାଗଳ ହୋଇଯାଏ ?
ଉତ୍ତର:-ମସ୍ତିଷ୍କ

12. କଣ କାମ। ନକଲେ ଆମ ଶରୀର ଅଚଳ ହୋଇଯିବ ?
ଉତ୍ତର:-ସ୍ନାୟୁ

13.କେଉଁ ସାର ଆମ ଶରୀରର ହାଡ଼,ଦାନ୍ତ,ରକ୍ତ ପ୍ରସ୍ତୁତିରେ ସାହାଯ୍ୟ କରେ?
ଉତ୍ତର:-ଧାତୁସାର

14. ତଟକା ସବୁଜ ପରିବା ,ଫଳମୂଳ,ଦୁଧ,ସକାଳ ସୂର୍ଯ୍ୟକିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ଥାଏ?
ଉତ୍ତର:-ଭିଟାମିନ୍ ଡି

15.କେଉଁ ଖାଦ୍ୟସାର ଶରୀରକୁ ସୁନ୍ଦର ଓ ଚିକ୍କଣ କରିଥାଏ ?
ଉତ୍ତର:-ସ୍ନେହସାର

16.କିଏ ଶରୀରର ବୃଦ୍ଧି,ଶରୀର ଗଠନ ଓ ଶରୀରର କ୍ଷୟ ପୂରଣରେ ସାହାଯ୍ୟ କରିଥାଏ ?
ଉତ୍ତର:-ପୁଷ୍ଟିସାର

17.କେଉଁ ସାର ଶରୀରକୁ ତାପଶକ୍ତି,ଶକ୍ତି ଓ ବଳ ଯୋଗାଇଥାଏ ?
ଉତ୍ତର:-ଶ୍ଵେତସାର

18.କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା?
ଉତ୍ତର:-ନଳକୂପ

19.ବାତାଜ୍ୱରର ବାହାକ କିଏ?
ଉତ୍ତର:-ମଶା

20. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରିଥାଏ ?
ଉତ୍ତର:-ମୂଳ

21.କେଉଁ ପ୍ରାଣୀର ମେରୁଦଣ୍ଡ ରହିଛି ?
ଉତ୍ତର:-ଝିଟିପିଟି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।