ମାଳିକାର ବଡ ଭବିଷ୍ୟବାଣୀ ! ଜାଣନ୍ତୁ କେବେ ମହାମାରୀ କରୋନାର ଅନ୍ତ ଘଟିବ, ଯାହାର ବଡ଼ ପ୍ରମାଣ ଦେଲା ମାଳିକା, ଶୀଘ୍ର ଦେଖନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ

ବନ୍ଧୁଗଣ ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ ସବୁ ଦିବ୍ୟ କଥାକୁ ଲେଖି ଯାଇଛନ୍ତି, ତାହାକୁ କିଏ ମାନୁ ବା ନମାନୁ ତାହା ସତ ହେବାକୁ ଯାଉଛି। ତେବେ ସେହି ସବୁ ଭବିଷ୍ୟବାଣୀ ଯାହା ମହାପୁରୁଷ ମାନେ କଲମ କରି ଯାଇଛନ୍ତି ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ। କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ। ତେବେ ଅନେକ ଜଣଙ୍କର ତାହା କହିବା କଥା ଯେ ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି। ଏହାକୁ ବିଶ୍ୱାସ କରିବାରେ କୌଣସି ସନ୍ଦେହ ନାହିଁ।

ତେବେ ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ବାବା ଦିବାକର ଦାସ୍ ବର୍ଣ୍ଣନା କରିଛନ୍ତି। ଅନେକ ଥର ଭଳି ପୁଣିଥରେ ସେ ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ନିମନ୍ତେ ଜଣାଇ ଛନ୍ତି।ଆପଣ ଜାଣିଛନ୍ତି କିପରି ଭାବରେ କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ଲୋକ ସଂକ୍ରମିତ ହେଉଛନ୍ତି। ଅନେକ ପ୍ରମୁଖ ବ୍ୟକ୍ତିତ୍ଵ ମାନେ ଏଥିରେ ସଂକ୍ରମିତ ହେଉଛନ୍ତି ଏବଂ ଏଥିରେ ଅନେକ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି।କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଏକ ପ୍ରକାର ହାହାକାର ଖେଳାଇଛି।

ଭାରତରେ କରନା ମହାମାରୀ ର ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଓ ହଜାର ହଜାର ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି।ଏହି ସମୟରେ ଅନେକ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଦେଶ କେବେ ଏହି ଭୟଙ୍କର ମହାମାରୀ ରୁ ମୁକ୍ତି ପାଇବ ଏବଂ କରନା ର ପ୍ରଭାବ କମିଯିବ।ଏହା ମାଳିକା ରେ ପ୍ରମାଣ ମିଳିଛି।ତେବେ ମାଳିକା ବିଚାର ଅନୁସାରେ ଏକ ବର୍ଷ ୧୦ ମାସ ପର୍ଯ୍ୟନ୍ତ ଏହି ମହାମାରୀର ପ୍ରଭାବ ରହିବ। ତେବେ ସେହି ଅନୁସାରେ ଏହି ମହାମାରୀ ୨୦୨୧ ସେପ୍ଟେମ୍ବର ଯାଏଁ ରହିବ।

ତେବେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଅର୍ଥାତ୍ ଅକ୍ଟୋବର ପର୍ଯ୍ୟନ୍ତ ଏହି ମହାମାରୀ ର ପ୍ରକୋପ ରହିବ ଏବଂ ତାପରେ ଏହା ସାଧାରଣ ରୋଗରେ ପରିଣତ ହୋଇଯିବ।ଏହାଛଡା ଯାହା ମାଳିକା ରେ ବର୍ଣ୍ଣନା ରହିଛି ଏହି ମହାମାରୀ ରେ ଅନେକ ମହାନ୍ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିବେ ଏବଂ ସେମାନଙ୍କର ଅକାଳ ବିୟୋଗ ଘଟିବ। ଏହି ରୋଗ ଧନୀ ଗରିବ ନଦେଖି ସମସ୍ତଙ୍କୁ ସଂକ୍ରମିତ କରିବ ଏବଂ ଏଥିରେ ଅନେକ ଟଙ୍କା ଥିବା ଲୋକେ, ପ୍ରଭାବଶାଳୀ ଲୋକେ ମଧ୍ୟ ମୃତ୍ୟୁ ବରଣ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।