ଖୁସି ଖବର : ଯଦି ଆପଣଙ୍କ ପାଖରେ ଅଛି ୧, ୨, ୫ ଓ ୧୦ ଟଙ୍କାର ଏହି କଏନ ବା ନୋଟ୍ ତ ହୋଇପାରିବେ ଲକ୍ଷପତି ! ଜାଣନ୍ତୁ କିପରି…

0

ଯଦି ଆମର ଭଗ୍ୟ ସାଥ ଦେଇଥାଏ ତାହାଲେ ସାମାନ୍ୟ ଜିନିଷ ମଧ୍ୟ ଆମର ଭାଗ୍ୟ ବଦଳି ଦେଇଥାଏ। ଅନେକ ସମୟରେ ଆପଣମାନେ ଦେଖିଥିବେ ଯେ ଅନେକ ପୁରୁଣା ଜିନିଷ ଥାଏ ଯାହାର ମୂଲ୍ୟ ବହୁତ ଥାଏ। ଯେପରି ବ୍ରିଟିଶ କାଳର ପୁରୁଣା ଜିନିଷ ପଇସା ଅନ୍ୟାନ୍ୟ ଜିନିଷ ଲୋକ ମାନେ କିଣିଥାନ୍ତି। କିଛି ଲୋକ ଅଛନ୍ତି ନିଜର ସଉକ ପାଇଁ କିଣି ଥାନ୍ତି। ଏହା ବ୍ୟତୀତ ସରକାର ମଧ୍ୟ ବିଭିନ୍ନ ପ୍ରକାର ତଥ୍ୟ ଆଧାର ରେ ଏହି ସବୁ ପୁରୁଣା ଜିନିଷକୁ କିଣି ଥାନ୍ତି। ସେଥିପାଇଁ ଅନେକ ପଇସା ଦେଇଥାନ୍ତି। ବର୍ତମାନ ସମୟରେ ବିଭିନ୍ନ ୱେବ୍ସାଇଟରେ କ୍ରୟ ଏବଂ ବିକ୍ରୟ ହେଉଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଖୁସି ଖବର ଜଣେଇବାକୁ ଯାଉଛୁ, ଯାହା ଆପଣଙ୍କର ଭାଗ୍ୟ ବଦଳିଦେବ, ଯଦି ଆପଣଙ୍କ ପାଖରେ ଏହି ପଇସା ଅଛି ତାହାଲେ ଆପଣ କୋଟିପତି ବନିଯିବେ। ଶହ ଶହ ବର୍ଷ ପରେ ଏହି ୧, ୨, ୫ ଏବଂ ୧୦ ଟଙ୍କାର କଏନ ବା ନୋଟର ମୂଲ୍ୟ କ’ଣ ହୋଇପାରେ, ଆପଣ ଅନୁମାନ ମଧ୍ୟ କରିପାରିବେ ନାହିଁ । ଟଙ୍କା ଯେତେ ପୁରୁଣା ହୋଇଯାଏ ଏହାର ମୂଲ୍ୟ ମଧ୍ୟ ସେତିକି ଅଧିକ ବଢ଼ିଯାଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ସବୁ ପଇସା ବିକ୍ରୀ କରି ଆପଣ ଲକ୍ଷ୍ୟ ପତି ହୋଇ ପାରିବେ, ଆସନ୍ତୁ ଜାଣିବା;

ଯଦି ଆପଣଙ୍କ ପାଖରେ 1994 ମସିହା ରେ ଏହି କଏନ ଅଛି ତାହାଲେ ଆପଣ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ, ତେବେ ଆପଣ Quikr ୱେବସାଇଟରେ ଏହି ବିରଳ ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କା ଦିଆଯାଇଛି। ତେବେ ଏହି ଟଙ୍କାର ପଛ ଭାଗରେ ଏକ ପତାକା ଥିବା ଆବଶ୍ୟକ ତାହାଲେ ଯାଇ ଆପଣ ଟଙ୍କା ସେଲ କରି ପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କ ପାଖରେ ସ୍ୱାଧିନତା ପୂର୍ବର ରାଣୀ ଭିକ୍ଟରିଆ ରୂପା କଏନ ଅଛି ତାହାଲେ ଆପଣ ଏହାକୁ 2 ଲକ୍ଷ ରେ ଆପଣ ବିକ୍ରିକରି ପାରିବେ। ସେହିଭଳି Quikr ସାଇଟ ରେ ଜର୍ଜ ଭି କିଙ୍ଗ ସମ୍ରାଟ ୧୯୧୮ର ଏକ ଟଙ୍କାର ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ରହିଛି। କିପରି ଭାବରେ ଆପଣ ରେଜିଷ୍ଟ୍ରେସନ କରିବେ ସେହି ବିଷୟରେ ସମ୍ପୁର୍ଣ୍ଣ ଭାବରେ କହିବା ପାଇଁ ଯାଉଛି।

ଆସନ୍ତୁ ଜାଣିବା ରେଜିଷ୍ଟ୍ରେସନ କରିବାର ପ୍ରସେସ:-

ତେବେ ଆପଣ ସର୍ବ ପ୍ରଥମେ Quikr ସାଇଟକୁ ସେଥିରେ ଆପଣ ଏକ ସେଲର ଆକାଉଣ୍ଟ ଖୋଲିବେ। ଆକାଉଣ୍ଟ ଖୋଲି ସାରିଲା ପରେ ଆପଣ ନିଜ ପାଖରେ ଯେଉଁ ଟଙ୍କା ଅଛି, ତାକୁ ୱେବ୍ସାସାଇଟ ରେ ଅପଲୋଡ଼ କରି ଆପଣ ଏକ ମୂଲ୍ୟ ରଖିବେ କ୍ରୟତାର ଯଦି ପସନ୍ଦ ଆସିଲା ତେବେ ଆପଣ ଏହାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ହାସଲ କରି ପାରିବେ। ତେବେ ଆଉ ଡେରି ନକରି ଆପଣଙ୍କ ପାଖରେ ପୁରୁଣା ଟଙ୍କା ଅଛି ରେଜିଷ୍ଟ୍ରେସନ କରି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।