Special Story : ଯଦି ଆପଣଙ୍କ PNB ବ୍ୟାଙ୍କରେ ଆକାଉଣ୍ଟ ଅଛି, ମିଳିବ 20 ଲକ୍ଷ ଟଙ୍କା, କରିବାକୁ ପଡିବ ଏହି କାମ

0

ଲୋକ ମାନଙ୍କର ସୁବିଧାକୁ ନେଇ ଭିନ୍ନ ଭିନ୍ନ ସମୟରେ ଅନେକ କିଛି ସୁଯୋଗ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ। ତାହା ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଲେ ୨୦ ଲକ୍ଷ୍ୟ ଟଙ୍କା ମିଳିବ ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଲେ ୨୦ ଲକ୍ଷ୍ୟ ଟଙ୍କା ମିଳିବ। ଏହି ଟଙ୍କାରେ ଆପଣ ମାନେ ବ୍ୟାଙ୍କ ପକ୍ଷରୁ ମିଳୁ ଥିବା ଅନେକ ସୁବିଧା ପାଇ ପାରିବେ ବୋଲି ସୂଚନା ମିଳିଛି। ଯେଉଁ ମାନଙ୍କର ସାଲାରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଥିବ ସେହି ମାନେ ହିଁ ଏହାର ଲାଭ ପାଇ ପାରିବେ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଯେଉଁ ପ୍ରକାରର ଚାକିରୀ କରିଥିଲେ ସୁଦ୍ଧା ସାଲାରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଥିବା ଆବଶ୍ୟକ। ଅନେକ ଲୋକ ମାନଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାହାର ସାଲାରୀ ଆକାଉଣ୍ଟ ଥିବ ଓ ଆଉ କିଛି ଲୋକ ମାନଙ୍କର ସେଭିଙ୍ଗ ମଧ୍ୟ ହୋଇପାରେ। ଯେଉଁ ମାନଙ୍କର ଏହି ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ଥିବ ଏହାର ଅଧିକ ସୁବିଧା ପାଇ ପାରିବେ।

ଏହି ଆକାଉଣ୍ଟ ଖୋଲିବା ପରେ ବ୍ୟାଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ରତା ସୁବିଧା ଦିଆ ଯାଇପାରେ। ବ୍ୟାଙ୍କ ପକ୍ଷରୁ ଦିଆ ଯାଇ ଥିବା ୨୦ ଲକ୍ଷ୍ୟ ଟଙ୍କାର ବେନିଫିଟ ମଧ୍ୟ ଆପଣ ମାନେ ପାଇ ପାରିବେ। ବ୍ୟକ୍ତି ଗତ ଦୁର୍ଘଟଣା ବୀମା, ଓଭର ଡ୍ରାଫ୍ଟ ଓ ସୁଇଟ୍ସ ସୁବିଧା ପିଏମିପିର ମୋ ଦରମା ଖାତା ଖୋଲି ବାରେ ଉପଲବ୍ଧ ରହିଛି। ନିଜର ସାଲରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ଖୋଲିବା ପରେ ବ୍ୟାଙ୍କ ଏହି ସେବା ଯୋଗାଇ ଦେଇଥାଏ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମୋ ଦରମା ହିତାଧିକାରୀ ମାନଙ୍କୁ ୨୦ ଲକ୍ଷ୍ୟ ଟଙ୍କା ବ୍ୟକ୍ତି ଗତ ବୀମା ପ୍ରଦାନ କରିଥାଏ। ଏଥି ସହିତ ଖାତା ଖୋଲିବା ପରେ ଅନେକ ଲାଭ ପାଇ ପାରିବେ।

ବ୍ୟାଙ୍କ ପକ୍ଷରୁ ଖାତାକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରା ଯାଇଛି। ୧୦ ରୁ ୨୫ ହଜାର ମାସିକ ଦରମାକୁ ରୂପା ବର୍ଗରେ ବିଭକ୍ତ କରା ଯାଇଛି। ସେହିପରି ୨୫ ରୁ ୭୫ ହଜାର ମାସିକ ଦରମାକୁ ସୁନା ବର୍ଗ ଓ ୭୫ ହଜାରରୁ ୧ ଲକ୍ଷ୍ୟ ୫୦ ହଜାର ମାସିକ ଦରମାକୁ ପ୍ରିମୀୟମ ବର୍ଗ ଓ ୧ ଲକ୍ଷ୍ୟ ୫୦ ହଜାରରୁ ଅଧିକ ମାସିକ ଦରମାକୁ ପ୍ଲାଟିନମ ବର୍ଗରେ ବିଭକ୍ତ କରା ଯାଇଛି। ସେଥିପାଇଁ ନିଜର ସାଲରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ଖୋଲିଲେ ବ୍ୟାଙ୍କର ସମସ୍ତ ସେବା ମିଳି ପାରିବ ବୋଲି ବ୍ୟାଙ୍କ ପକ୍ଷରୁ କୁହା ଯାଇଛି। ତେବେ ବନ୍ଧୁଗଣ ଆପଣ ମାନେ ଯଦି ନିଜର ସୁବିଧା ପାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ତା’ହେଲେ ଯଥା ଶୀଘ୍ର ଏହି ବ୍ୟାଙ୍କରେ ସାଲରୀ ଆକାଉଣ୍ଟ ଖୋଲି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।