ଯଦି ଏହି ଦିନ ଋତୁ ସ୍ରାବ ହୁଏ ତେବେ ବିଧବା ଯୋଗ ସୁନିଶ୍ଚିତ… ପ୍ରତ୍ୟେକ ମହିଳା ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁମାନେ ପ୍ରତ୍ୟେକ ନାରୀ ମାନଙ୍କର ମାସିକ ଋତୁସ୍ରାବ ହେଇଥାଏ ଆଉ ଏହା ଏକ ନିର୍ଦ୍ଦିଷ୍ଟ ବୟସରୁ ଆରମ୍ଭ ହେଇଥାଏ ।କିନ୍ତୁ ଜାଣିଛନ୍ତି ଯେଉଁ ସମୟରେ ନାରୀର ପ୍ରଥମ ଋତୁସ୍ରାବ ହେଇଥାଏ ସେହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏହି ସମୟ ଯଦି ଅତ୍ୟନ୍ତ ଶୁଭ ସମୟ ହେଇଥାଏ ତାହେଲେ ତାହା ଆପଣ ଙ୍କ ଜୀଵନ ପାଇଁ ବହୁତ ଭଲ ଅଟେ ଆଉ ଯଦି ସେହି ସମୟ ଟି ଅଶୁଭ ସମୟ ହେଇଥିବ ତାହେଲେ ତାହା ଆପଣଙ୍କ ଜୀଵନ ଉପରେ ବହୁତ ଖରାପ ପ୍ରଭାବ ପକେଇ ଥାଏ ।

ଟେବୁ ଆଜି ଆମେ ଆପଣଙ୍କୁ କହିବୁ କୋଉ ସମୟରେ ପ୍ରଥମ ଋତୁସ୍ରାବ ହେଲେ ତାହା ଶୁଭ ସବ୍ୟସ୍ତ ହେଇଥାଏ ଓ କୋଉ ସମୟ ଅଶୁଭ ହେଇଥାଏ ।ତେବେ ଏଥିପାଇଁ ଆପଙ୍କ ଋତୁସ୍ରାବ ସମୟରେ ଗ୍ରହ ନକ୍ଷତ୍ର ଚଳନ ବିଷୟରେ ଜାଣିବା ଦରକାର ।
ତେବେ ଯେତେବେଳେ ଜଣେ ଝିଅର ବୟସ 8 ବର୍ଷ ହେଇଥାଏ ସେତେବେଳେ ସେ ଗୌରୀ ଅବସ୍ଥାରେ ରହିଥାଏ ।
ଆଉ ଯେତେବେଳେ ସେ 9 ବର୍ଷ ହେଇଥାଏ ସେ ରୋହିଣୀ ଆଉ ୧୦ ବର୍ଷରେ ସେ ବାଳା ଅବସ୍ଥାରେ ଥାଆନ୍ତି ।ତେବେ ଯେତେବେଳେ ସେମାନେ ୧୧ ବର୍ଷରୁ ଉର୍ଦ୍ଧ୍ବ ବୟସର ହୁଅନ୍ତି ସେମାନେ ରଜସ୍ଵଳା ହୋଇଥାନ୍ତି ବା ରଜବତୀ ହୋଇଥାନ୍ତି ।

ଯେବେ ଜଣେ ନାରୀ ପ୍ରଥମ ଥର ରଜସ୍ଵଳା ହେଇଥାଏ ବା ପିରିୟଡ଼ ହେଇଥାଏ ସେହିଦିନର ସମୟ,ନକ୍ଷତ୍ର ତିଥି ଗଣନା କଲେ ଜଣା ପଡିଥାଏ ତାଙ୍କ ଜୀବନରେ ଶୁଭ ଓ ଅଶୁଭ ରେ ବିତିବ ।

-ଯେତେବେଳେ ନାରୀର ପ୍ରଥମ ପିରିୟଡ଼ ମାଘ, ମାର୍ଗଶୀର, ଆଶ୍ୱିନ, ଜୈଷ୍ଠ ଓ ଶ୍ରାବଣ ମାସର ଶୁକ୍ଳପକ୍ଷରେ ହେଲେ ତାହା ସେହି ନାରୀ ପାଇଁ ଅତ୍ୟନ୍ତ ଶୁଭ ଦାୟକ ହେଇଥାଏ ।

-ପ୍ରାତଃ ସମୟ ଓ ସନ୍ଧ୍ୟା ସମୟରେ ପ୍ରଥମ ପିରିୟଡ଼ ହେଲେ ତାହା ଶୁଭ ହେଇଥାଏ ।ଏହି ସମୟକୁ ଛାଡି ଆଉ କୋଉ ସମୟରେ ପିରିୟଡ଼ ହେଲେ ତାହା ସେହି ନାରୀ ପାଇଁ ଅଶୁଭ ହେଇଥାଏ ।

-ଯେବେ ଗୁଚରରେ ଶ୍ରବଣା, ଧନିଷ୍ଠା, ମୃଗଶୀରା, ରେବତୀ, ଅଶ୍ଵିନୀ, ପୁଷ୍ୟା, ଉତ୍ତରା ଫାଲଗୁନୀ, ଉତ୍ତରା ଭାଦ୍ରପଦା ଓ ସ୍ଵାତୀ ଆଦି ଏହି ନକ୍ଷତ୍ର ଯଦି ଗୁଚରାରେ ଚଳନ କରୁଥାନ୍ତି ତେବେ ସେହି ସମୟରେ ଯେଉଁ ନାରୀର ପ୍ରଥମ ପିରିୟଡ଼ ହେଲେ ତାହା ସେହି ନାରୀ ପାଇଁ ବହୁତ ଶୁଭ ହେଇଥାଏ ।

-ନକ୍ଷତ୍ର ଛଡା ଓ ନକ୍ଷତ୍ର ସଂଚାର ସମୟରେ ଯଦି ନାରୀର ପିରିୟଡ଼ ହୁଏ ତେବେ ସେହି ନାରୀ ଜୀବନ ସାରା ଅନେକ ଦୁଃଖ କଷ୍ଟ ପାଇଥାଏ ।

-ଧଳା ଲୁଗା ପିନ୍ଧିଥିବା ସମୟରେ ନାରୀର ପ୍ରଥମ ପିରିୟଡ଼ ହେଲେ ତାହା ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ହେଇଥାଏ ।

-ଯେତେବେଳେ କେହି ନାରୀ ଶୋଇଥିବା ସମୟରେ କିମ୍ବା ବସିଥିବା ସମୟରେ ପ୍ରଥମ ପିରିୟଡ଼ ହୁଏ ତାହେଲେ ତାହା ବି ବହୁତ ଶୁଭ ହେଇଥାଏ ସେହି ନାରୀ ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment