IAS interview – ଯଦି ଝିଅଟି ତା’ର ସବୁ ପୋଷାକ କାଢିଦିଏ ଏବେ କଣ ହବ…? ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାର ଚେଷ୍ଟା କରନ୍ତୁ

0

ଆଜିର ଶିକ୍ଷିତ ସମାଜରେ ପ୍ରତ୍ୟୋକ ଯୁବପିଢୀ ମାନଙ୍କ ମନରେ ଗୋଟିଏ ଭଲ ଚାକିରୀ କରିବାର ଆଶା ରଖିଥାନ୍ତି । ଏଥିପାଇଁ ସେମାନଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବା ପାଇଁ ପଡିଥାଏ , ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେବାରେ ଅସଫଳ ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ବହୁତ କଷ୍ଟକର ହୋଇଥାଏ । କୌଣସି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପାଇଁ ସାଧାରଣ ଜ୍ଞାନ ବହୁତ ସାହାର୍ଯ୍ୟ କରିଥାଏ । ସମସ୍ତ ପ୍ରଶ୍ନର ଉତ୍ତର ଜଣେ ବୁଦ୍ଦିମାନ ବ୍ୟକ୍ତି ହିଁ ସଠିକ୍ ଭାବରେ ଦେଇପାରି ଥାଏ । ତେଣୁ ଆଜିର ଦିନରେ ସାଧାରଣ ଜ୍ଞାନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ ।

ଆପଣ ମାନେ ମଧ୍ୟ ଏହି କଥା ଜାଣିଥିବେ ଯେ ଇଣ୍ଟରର୍ଭ୍ୟୁ ଗୁଡିକରେ ଅତି ସହଜ ଓ ମଜାଳିଆ ପ୍ରଶ୍ନ ପଚାରା ଯାଇଥାଏ । ଯାହାର ଉତ୍ତର ଅଧିକାଂଶ ବ୍ୟକ୍ତିଙ୍କୁ ଜଣା ନଥାଏ , ସେହି ସବୁ ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ହୋଇଥାଏ । ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ଏହାର ଉତ୍ତର ଦେବାରେ ସକ୍ଷମ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହିପରି କିଛି ଜେନେରାଲ୍ ନୋଲେଜ୍ ଓ ଉତ୍ତର ସମ୍ପର୍କରେ ।

1. ଏମିତି କଣ ଅଟେ , ଯାହା ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇ ଆପଣ ବହୁତ ଖୁସୀ ହୁଅନ୍ତି ?
ଉତ୍ତର – ମୁଦି ।

2.କହିଲ ଦେଖି ଛୁଆ ମାନଙ୍କର ଏମିତି କେଉଁ ଖେଳନା ଅଟେ , ଯାହାକୁ ଦୁନିଆର ସବୁଠାରୁ ବଡ ଲୋକଭି କିଣି ପାରନ୍ତି ନାହିଁ ?
ଉତ୍ତର – ଜହ୍ନମାମୁଁ ।

3. ଏମିତି କେଉଁ କାମ ଅଟେ , ଯାହା ପାଣିରେ ଓଦା ହେଲେ ମଧ୍ୟ ସେ ଓଦା ହୁଏ ନାହିଁ ?
ଉତ୍ତର – ଆପଣଙ୍କ ଦେହର ଛାଇଁ ।

4. ଝିଅମାନେ ସବୁ ଲୁଗା କେବେ କାଢି ଥାନ୍ତି ?
ଉତ୍ତର – ଶୁଖିଯାଇଥିବା ଲୁଗା କାଢି ନିଅନ୍ତି ।

5. କଣ ଟାଣ ଖରାରେ ମଧ୍ୟ ଶୁଖି ନଥାଏ ?
ଉତ୍ତର – ଝାଳ ।

6. ସୂର୍ଯ୍ୟ ପୃଥିବୀ ପୃଷ୍ଠରେ ଆଜି ପର୍ଯ୍ୟନ୍ତ କଣ ଦେଖି ନାହିଁ ?
ଉତ୍ତର – ଅନ୍ଧାର ।

7. ଏମିତି କଣ ଅଛି ଯାହା ପାଣି ପିଇବା ଦ୍ୱାରା ମରି ଯାଇଥାଏ ?
ଉତ୍ତର – ଶୋଷ ।

8. କେଉଁ ମାଛ ସମୁଦ୍ରରେ ପହଂରୀ ପାରେ ନାହିଁ ?
ଉତ୍ତର – ସେଲଫିସ୍ ।

9. ଏପରି କେଉଁଠାରେ ଅଛି – ଯେଉଁଠି ନଦୀ ଅଛି କିନ୍ତୁ ପାଣି ନାହିଁ , ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ , ସଡକ ଅଛି କିନ୍ତୁ ଗାଡି ନାହିଁ , ସହର ଅଛି କିନ୍ତୁ ଘର ନାହିଁ ?
ଉତ୍ତର – ମାନଚିତ୍ର ।

10 ଯଦି ଝିଅଟି ତାର ସମସ୍ତ ପୋଷାକ କାଢିଦିଏ ତେବେ କଣ ହେବ ?
ଉତ୍ତର – ଯେଉଁ ଝିଅଟି ତାର ପୋଷାକ ଶୁଖାଇ ଦେଇଛି ତାର ପୋଷାକ ବାହାର କରିବା ପରେ ଖାଲି ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।