ଯଦି ଓଡ଼ିଶାର ଝିଅ ଦ୍ରୌପଦୀ ଜିତନ୍ତି… କେତେ ଟଙ୍କା ପାଇବେ ଦରମା ?

ହଁ ଦର୍ଶକ ବନ୍ଧୁ ଆମ ଓଡ଼ିଶା ପାଇଁ ବହୁତ ବଡ଼ ଗୋଟେ ଗର୍ବ ନେଇକି ଆସିବାକୁ ଯାଉଛନ୍ତି ଆମ ଓଡ଼ିଶା ର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ | ଯାହା ଆମ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି କୁହାଯାଇଛି,ଆମ ଓଡିଶା ପାଇଁ ଗୋଟିଏ ଗର୍ବର ବିଷୟ ପାଲଟିଛି ଦ୍ରୌପଦୀ ମୁର୍ମୁଙ୍କ କଥା , ଯୋଉଥିରେ କି ଦ୍ରୌପଦୀ ମୁର୍ମୁ ଙ୍କୁ ବଛା ଯାଇଛି ଆମ ଦେଶର ଶ୍ରେଷ୍ଠ ନାଗରିକ ହେବାର ସୁଯୋଗ ଦେବାକୁ ଯାଉଥିବା ରାଷ୍ଟ୍ରପତି ପ୍ରାଥୀ ଭାବରେ | ଆଉ ରାଷ୍ଟ୍ରପତି ପ୍ରାଥୀ ଭାବରେ ଚୟନ ହେବା ପରେ ଦ୍ରୌପଦୀ ମୁର୍ମୁ କରିଥିଲେ ଏପରି କିଛି କାମ ଯାହା ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଆସନ୍ତୁ ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ଜଣେ ରାଷ୍ଟ୍ରପତି ଙ୍କ ଦରମା କେତେ ହୋଇଥାଏ ଓ କଣ ସବୁ ସୁବିଧା ସୁଯୋଗ ସେମାନେ ପାଇଥାନ୍ତି ସେ ବିଷୟରେ ଜାଣିବା |

ଦ୍ରୌପଦୀ ମୁର୍ମୁ ଙ୍କୁ ମିଳିଛି ସୁଯୋଗ ଯୋଉଥିରେ କି ଆମ ଓଡିଶା ତରଫରୁ ତାଙ୍କୁ ଭାରତର ସର୍ବୋଚ୍ଚ ପଦବୀ ଅର୍ଥାତ ରାଷ୍ଟ୍ରପତି ପ୍ରାଥୀ ହେବାର ସୁଯୋଗ ମିଳିଛି , ଆଉ ଯାହାକୁ ନେଇକି ସମସ୍ତେ ବହୁତ ଖୁସି ଅଛନ୍ତି |ଆମର ଓଡ଼ିଶା ରାଜ୍ୟ ପାଇଁ ଏହା ବହୁତ ବଡ ଗୋଟିଏ ଗର୍ବର ବିଷୟ କି ଦ୍ରୌପଦୀ ମୁର୍ମୁ ଙ୍କୁ ପ୍ରଧାନମନ୍ତ୍ରୀ ଭାରତର ସବୁଠାରୁ ବଡ ଆସନ ଅର୍ଥାତ ରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀ ହେବା ପାଇଁ ନାମାଙ୍କନ ଦିଆଯାଇଛି |ଆଉ ଯଦି ଦ୍ରୌପଦୀ ମୁର୍ମୁ ଆମ ଭାରତର ରାଷ୍ଟ୍ରପତି ହୁଅନ୍ତି ତାହେଲେ ତାଙ୍କୁ ମାସକୁ ପାଞ୍ଚ ଲକ୍ଷ ଲେଖାଏଁ ମିଳିବ ଦରମା |

ତାହା ବ୍ୟତୀତ ରହିବା ପାଇଁ ରାଷ୍ଟ୍ରପତି ଭଵନ ଯୋଉଠି 340 ଟି ବଖରା ଘର, ତାହା ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ମାଗଣା ଚିକିତ୍ସା ଓ ଚଢିବା ପାଇଁ ସୁରକ୍ଷା ସମ୍ପନ ମାସଡ୍ରିଜ ବେଞ୍ଚ ଏସ 600,ଭାରତର ରାଷ୍ଟ୍ରପତି ଙ୍କୁ କେବଳ ଜ ଶାସନରେ ଥିବା ବେଳେ ସୁବିଧା ମିଳେ ତାହା ନୁହଁ ସେମାନଙ୍କୁ ଶାସନ ଭାର ନେବାର ପାଞ୍ଚ ବର୍ଷ ପରେ ପ୍ରନସନ ଆକାରରେ କେତେ ଟଙ୍କା ଓ ଆହୁରି ବହୁତ ସୁବିଧା ମଧ୍ୟ ମିଳିଥାଏ |ଚାକିଟି ପରେ ପେନଶନ ଆକାରରେ ମାସକୁ ଦେଢ଼ ଲକ୍ଷ ଟଙ୍କା ଆଉ ପତି କିମ୍ବା ପତ୍ନୀ ଥିଲେ 30 ହଜାର ଟଙ୍କା ମିଳିଥାଏ |

ଆଉ ମଧ୍ୟ ରହିବା ପାଇଁ ଟାଇପ ଥ୍ରୀ ବର୍ଗର ଏକ ବଙ୍ଗଳା ମିଳେ ତାହା ସହିତ ଫୋନ ରେ କଥା ହେବା ପାଇଁ ଲେନଡଲାଇନ ଓ ମୋବାଇଲ ର ସୁବିଧା ମିଳେ |ସେମାନଙ୍କ ଯତ୍ନ ପାଇଁ ପାଞ୍ଚ ଜଣକୁ ନିୟଜିତ କରିବା ସହିତ 60 ହଜାର ଟଙ୍କା କର୍ମଚାରୀ ଙ୍କୁ ଦିଆଯାଏ |ଏବଂ ପରିବହନ ପାଇଁ ଟ୍ରେନ ଓ ବିମାନ ର ମାଗଣା ସୁବିଧା ମିଳିଥାଏ | ତେବେ ଦ୍ରୌପଦୀ ମୁର୍ମୁ ଯଦି ରାଷ୍ଟ୍ରପତି ହୁଅନ୍ତି ତାଙ୍କୁ ମଧ୍ୟ ଏହି ସୁବିଧା ମିଳିବ ବୋଲି କୁହାଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment