ଯଦି ତାଙ୍କ ପାଖରେ ମୋର କିଛି Secret ଭିଡ଼ିଓ ଅଛି..ତାହେଲେ କୋର୍ଟରେ ଦେଖେଇ… ଏ ନେଇ କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ସବୁ ଘଟଣା ଜନସାଧାରଣ ଙ୍କ ନିକଟରେ ସଂଗେ ସଂଗେ ପହଂଚି ପାରିଥାଏ। ଆଉ ଏବେ ଏକ ଘଟଣା କିଛି ଦିନ ହେବ ଭାଇରଲ ହୋଇଛି ଯେଉଁଠି ଜଣେ ମହିଳା ନିଜ ସ୍ୱାମୀ ନାଁ ରେ ଅଭିଯୋଗ ଆଣିଛନ୍ତି। ତେବେ ଏଠାରେ ସେହି ମହିଳା ଜଣଙ୍କର ଅଶ୍ଳୀଳ ଭିଡ଼ିଓ କୁ ନେଇ କିଛି ଏମିତି ଘଟିଛି ତେବେ ଆସନ୍ତୁ ଜାଣିବା।

ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ମହିଳା ଏମିତି କିଛି ନିଜ ସ୍ୱାମୀ ନାଁ ରେ କହିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଚର୍ଚା ଜୋର ଧରିଛି। ଆଉ ଏବେ ସେହି ଘଟଣା ଚାରିଆଡ଼େ ଘୁରି ବୁଲୁଛି। ଏହିଠାରେ ମହିଳା ଜଣଙ୍କ ନିଜ ସ୍ୱାମୀ ବିରୋଧ ରେ ଅଭିଯୋଗ ଆଣିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି। ଆଉ ଏହି ଘଟଣା କିଛି ଦିନ ହେଲା ନଜରକୁ ଆସିଛି। ବିଭିନ୍ନ ସମୟରେ ପ୍ରେମ କରିବା ପରେ ପ୍ରେମିକମାନେ ପ୍ରତାରଣା ସହ୍ୟ କରି ନପାରି ବିଭିନ୍ନ ଦୁଃସାହସିକ କାର୍ଯ୍ୟ ସବୁ କରି ଥାନ୍ତି। ଆଉ କିଛି ସମୟ ରେ ଯୁବକ ମାନେ ମିଛ କହି ଯୁବତୀ ଙ୍କ ସହିତ ସମ୍ପର୍କ ରଖି ଥାନ୍ତି ପରବର୍ତ୍ତୀ ସମୟରେ ଛାଡି ଦେଇ ଥାନ୍ତି।

ଆଉ ପ୍ରେମିକା ମାନେ ଏହି ସମୟ ରେ କିଛି କରି ନ ପାରି ଆଇନର ଆଶ୍ରୟ ନହେଲେ ଅନ୍ୟ କିଛି କାର୍ଯ୍ୟ କରି ଥାନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ। ଏମିତି ବର୍ତ୍ତମାନ ଆମ ସମାଜ ଚାଲିଛି ଯେଉଁଠି ପ୍ରେମ କୁ ଅନେକ ଘଟଣା ସବୁ ସାମ୍ନା କୁ ଆସୁଛି। ଆଉ ଏବେ ନିକଟରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ନିଜ ସ୍ୱାମୀ ବିରୋଧ ମହିଳା ଜଣଙ୍କ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯାହା ଏବେ ଜୋର ରେ ଭାଇରଲ ହୋଇଛି। ଆଉ ଏବେ ପୁଣି ଥରେ ମହିଳା ଜଣଙ୍କ ଏମିତି କିଛି ବୟାନ ଦେଲେ ଯାହା ସୋସିଆଲ ମିଡ଼ିଆରେ ଚର୍ଚା ଜୋର ଧରିଛି। ଆଉ ସେ କହିଛନ୍ତି ନିଜ ସ୍ୱାମୀ ଙ୍କ ବିରୋଧ ରେ ଏମିତି କିଛି ବୟାନ ଦେଲେ।

ଆଉ ସେ କହିଲେ ଯେ ତାଙ୍କ ସ୍ୱାମୀ ନିଜ ସ୍ତ୍ରୀ ନାଁ ରେ ଅଭିଯୋଗ ଆଣିଛନ୍ତି।।ଆଉ ସେହି ଅଭିଯୋଗ ରେ ସ୍ୱାମୀ ଲେଖିଛନ୍ତି ଯେ ସ୍ତ୍ରୀ ଙ୍କ ଠାରୁ ଛାଡପତ୍ର ନେବା ପାଇଁ ଚାହୁଁଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ମଧ୍ୟ ତାଙ୍କର ଅନୁପସ୍ଥିତ ସମୟରେ ଅନ୍ୟ ଯୁବକ ମାନଙ୍କ ସହିତ ଯାଇଥିବା ନେଇ ଅଭିଯୋଗ ଆଣି ଏମିତି କିଛି ଲେଖିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଏହି ସବୁ ଅଭିଯୋଗ କୁ ତାଙ୍କ ସ୍ତ୍ରୀ ସିଧାସଳଖ ନିନ୍ଦା କରିବା ସହିତ ଭୁଲ ବୋଲି କହିଛନ୍ତି। ସମାଜ ରେ ଏବେ ବିଭିନ୍ନ ସମୟରେ ପ୍ରେମ ସମ୍ପର୍କ କୁ ନେଇ ପାରିବାରିକ କଳହ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment